Movie prime

ଯଦି ଆପଣଙ୍କ ସହ ହେଉଛି ଏହିସବୁ ଜିନିଷ ତେବେ ଏବେଠୁ ହୁଅନ୍ତୁ ସାବଧାନ ନହେଲେ ଆଗକୁ ଭୋଗିବେ ଭୟଙ୍କର ପୀଡ଼ା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଧର୍ମଶାସ୍ତ୍ରକୁ ନେଇ କିଛି ଖବର ଆସିଛି । କୌଣସି ମନୁଷ୍ୟର ଆଚରଣ ବା ଗୁଣରୁ ତାର ଦୋଷ ମଧ୍ଯ ଜଣା ପଡ଼ିଥାଏ । ତୁରନ୍ତ ଏହି ଦୋଷର ନିବାରଣ କରିବା ଉଚିତ୍ ନହେଲେ ଏହା ଖରାପ ହୋଇଥାଏ । 
ଏହି ଦୋଷର ନିବାରଣ ନ କରିଲେ ପରିବାର, ଭାଗ୍ୟ ଏବଂ ଅନେକ କ୍ଷତି ହୋଇଥାଏ । ତିନି ପ୍ରକାରର ଦୋଷ ଦେଖା ଯାଇଥାଏ । ପ୍ରଥମ ହେଉଛି କୁଣ୍ଡଳୀ ଦୋଷ, ଗ୍ରହ ଦୋଷ , ପିତୃ ଦୋଷ ।
ଏହି ତିନିଟି ମଧ୍ୟରୁ ସବୁଠାରୁ ଅଧିକ ପ୍ରତିଭାଶାଳୀ ହେଉଛି ପିତୃ ଦୋଷ । ଗରୁଡ଼ ପୁରାଣରେ ପିତୃ ଦୋଷକୁ ନେଇ ଅନେକ କଥା କୁହାଯାଇଛି । ପିତୃ ଦୋଷ ହେଲେ ଅଶାନ୍ତି ହୋଇଥାଏ । ପିତୃ ଦୋଷ ହେଲେ ପାରିବାରିକ ସମସ୍ୟା ରହିଥାଏ ।
ହଠାତ୍ ଧନର ଖର୍ଚ୍ଚ ହୋଇଥାଏ । ସମାଜରେ ମାନ ସମ୍ମାନ କମିଯାଏ । କାର୍ଯ୍ୟସ୍ଥଳୀରେ ଅପମାନ ମିଳିଥାଏ । ଯେଉଁ ମନୁଷ୍ୟକୁ ପୁର୍ବଜ ମାନଙ୍କର ଆର୍ଶୀବାଦ ମିଳିନଥାଏ ସେ ଜୀବନରେ କେବେ ସଫଳ ହୋଇନଥାଏ ।
ପିତୃ ଦୋଷ ରହିଲେ ଜୀବନ ଖରାପ ହୋଇଥାଏ । ତାଙ୍କର ମନରେ ଅସନ୍ତୋଷ ଆସିଥାଏ । ଏଭଳି ସବୁ ଖରାପ କାମ ଘଟିବା ପୂର୍ବରୁ ପିତୃ ଦୋଷରୁ ମୁକ୍ତ କରିବା ଉଚିତ୍ । ଯାହା ପାଖରେ କୁଣ୍ଡଳୀ ଅଛି ତାହାର ପିତୃ ଦୋଷ ବିଷୟରେ ଜାଣିପାରିବେ ।
ପିତୃ ଦୋଷ ରହିଲେ ବ୍ୟକ୍ତିମାନେ ତାଙ୍କ ନଖକୁ କାମୁଡି ଥାଆନ୍ତି । ମୁଣ୍ଡକୁ ସେହି ବ୍ୟକ୍ତି କୁଣ୍ଡାଇ ଥାଏ । ବ୍ୟକ୍ତି ତାର ଦାଢ଼ିକୁ କୁଣ୍ଡାଇ ଥାଏ । ଯେଉଁ ବ୍ୟକ୍ତି ତାର ଗୁପ୍ତାଙ୍ଗକୁ ସବୁବେଳେ ହାତ ମାରିଥାଏ । ଏହିସବୁ ଲକ୍ଷଣ ଥିଲେ ପିତୃ ଦୋଷ ରହିଥାଏ ।
ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ୫ଟି ଉପାୟ ରହିଛି । କାର୍ତ୍ତିକ ମାସ ଅମାବାସ୍ୟା ଦିନ ପିତୃ ଶ୍ରାଦ୍ଧ କରିବା ଉଚିତ୍ । ପିତୃ ଦୋଷ କାରଣରୁ ଅନେକ କ୍ଷତି ହୋଇଥାଏ ସେଥିପାଇଁ ଏଥିରୁ ମୁକ୍ତି ପାଇବାକୁ ଉପାୟ କରନ୍ତୁ । ଏହି ଭିଡିଓ ଦେଖିଲେ ଆପଣ ଅନେକ କଥା ଜାଣିପାରିବେ ।