Movie prime

ଏଣିକି ପୁରୁଷ ଙ୍କ ଆବଶ୍ୟକତା ନାହିଁ ! Robot ଦେବ ସମ୍ପର୍କ ର ମଜା ଆଉ ଶିଶୁ, ଦେଖନ୍ତୁ କେମିତି କିଣିବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏତେ ମାତ୍ରାରେ ବିକାଶ ହେବାରେ ଲାଗିଛି ଲୋକ ମାନେ ନୁଆ ନୁଆ ବୈଜ୍ଞାନିକ କାରିଗରୀ କୌଶଳ ର ଉଦ୍ଭାବନ ମଧ୍ୟ କରୁଛନ୍ତି।
ଆଉ ଏବେ ମଧ୍ୟ ଆଶ୍ଚର୍ଯ୍ୟ କର ତଥ୍ୟ ସାମ୍ନାକୁ ଆସି ପହଞ୍ଚିଛି ଆଉ ଏହା ସମ୍ପର୍କରେ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଏବେ ରୋବର୍ଟ ଦ୍ବାରା ଜନ୍ମ ହେବାକୁ ଯାଉଛନ୍ତି ପିଲା।
Special report
ଆଜ୍ଞା ହଁ ଏବେ ପିଲା ଜନ୍ମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ରୋବର୍ଟ୍।ତେବେ ଏହା କେବଳ ସେହି ମାନଙ୍କ ପାଇଁ ଉଦ୍ଧିଷ୍ଟ ଅଟେ ଯେଉଁ ମାନେ ସାଧାରଣ ଭାବରେ ମାତା ପିତା ହେବା ପାଇଁ ସକ୍ଷମ ନୁହଁନ୍ତି।
ସ୍ପେନ ର ଏକ ମେଡିକାଲ ଅନୁଷ୍ଠାନ ହେଉଛି ଓଭର୍ଟର୍ ଲାଇଫ୍ ଆଉ ସେଠାରେ ମଧ୍ଯ ଏହି ରୋବର୍ଟ ମାଧ୍ୟମରେ ହିଁ ମହିଳା ମାନଙ୍କ ଗର୍ଭରେ ଶୁକ୍ରାଣୁ ଭର୍ତି କରାଯାଇ ଥାଏ। ଯାହା ଦ୍ୱାରା କି ସେମାନେ ଗ-ର୍ଭ-ବ-ତୀ ହୋଇ ପାରନ୍ତି।
Special report
ରୋବଟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପ୍ଲେ ଷ୍ଟେସନ୍ ରେ ୫ ଗେମିଙ୍ଗ କନସୋଲ ବ୍ୟବହାର କରାଯାଇଥିଲା। ଆଉ ଏହି କାରଣରୁ ମହିଳା ଜଣକ ଗ-ର୍ଭ-ବ-ତୀ ମଧ୍ୟ ହୋଇଥିଲେ। ଏହା ପୂର୍ବରୁ IVF ଶୈଳୀ ରେ ଡ଼ାକ୍ତର ମାନେ ଶୁକ୍ରାଣୁ ଓ ଅଣ୍ଡା କୁ ମିଶ୍ରଣ କରି ଭ୍ରୁଣ ପ୍ରସ୍ତୁତ କରୁଥିଲେ।
ହେଲେ ଏବେ ଯାହା ଜଣା ପଡ଼ିଛି କି ଡାକ୍ତର ମାନଙ୍କ ବଦଳ ରେ ଏହି କାମ ଗୁଡିକ ରୋବର୍ଟ କରାଇବାକୁ ଯାଉଛନ୍ତି।NHS କହିଛି କି IVF ଚିକିତ୍ସା ମାଧ୍ୟମରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ।
Special report
ଏଥିରେ ସଫଳତା ପାଇବା ମଧ୍ୟ ନିଶ୍ଚିତକରଣ ହୋଇ ନଥାଏ। ସେଥିପାଇଁ ଏହା ଉପରେ ପ୍ରଶ୍ନ ମଧ୍ଯ ଉଠା ଯାଉଛି। ଆଉ IVF କରୁଥିବା ଅନୁଷ୍ଠାନ ମାନେ ମଧ୍ଯ ନୁଆ ପ୍ରଯୁକ୍ତି ବିଦ୍ୟାର ସନ୍ଧାନରେ ଅଛନ୍ତି।
ଆଉ ଏବେ ଏହି କାମ କୁ ରୋବର୍ଟ ପୂରା କରିବ ବୋଲି କୁହା ଯାଇଛି। ଯାହାଦ୍ଵାରା କି ତାକୁ ନିୟନ୍ତ୍ରଣ କରି ଏହି ସମସ୍ତ ପ୍ରକ୍ରିୟା କରାଯିବ ଆଉ ପିଲାଟି ମଧ୍ଯ ସୁସ୍ଥ ଭାବରେ ଜନ୍ମ ହେବ। ତେବେ ଦେଖାଯାଉ ଏହି ଉପାୟ ଆଗକୁ କେତେ ଲାଭ ଦାୟକ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.