Movie prime

ମୁଁ ଶୋଇଥିଲି ଅଚାନକ ପୁତୁରା ଆସି ମତେ ମାଡ଼ି ବସିଲା, ମୋର ଛାତି ଆଉ ତଳି ପେଟ କୁ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆରପାରୀ ରେ ପିଣ୍ଟୁ ନନ୍ଦ। ଆମ ଓଲିଉଡ ଜଗତରୁ ଲିଭି ଯାଇଛି ଏକ ଉଜ୍ବଳ ଦ୍ଵୀପ। ପିଣ୍ଟୁ ନନ୍ଦ ଥିଲେ ଜଣେ ଏଭଳି ଅଭିନେତା ଯିଏକି ଖୁବ୍ ସୁନ୍ଦର୍ ଓ ପାରଜ୍ଞମ ଭାବରେ ଅଭିନୟ କରି ପାରୁଥିଲେ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ପିଣ୍ଟୁ ନନ୍ଦ ଙ୍କ ସମ୍ପର୍କ ରେ ଅନେକ କଳାକାର ଅନେକ କଥା କହି ଦୁଃଖ ପ୍ରକାଶ କରୁଛନ୍ତି। ସେଭଳି ବୁଦ୍ଧାଦିତ୍ୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ସେ କହିଛନ୍ତି କି ଗତ ରାତିରେ ପିଣ୍ଟୁ ନନ୍ଦ ତାଙ୍କ ସ୍ଵପ୍ନରେ ଆସିଥିଲେ ଏବଂ କହିଥିଲେ କି ସେ ଆଉ ବଞ୍ଚିବେ ନାହିଁ। ହେଲେ ବୁଦ୍ଧାଦିତ୍ୟ ତାଙ୍କୁ କହିଥିଲେ କି ତାଙ୍କର ବୟସ ଏବେ କିଛି ହୋଇ ନାହିଁ ସେ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ବଞ୍ଚିବେ ବୋଲି।
ସେ ନିଜେ ମଧ୍ୟ କହିଥିଲେ କି ତାଙ୍କୁ ଆଗାମୀ ମିହିର ଦାସ ବୋଲି କୁହାଯାଉ ଥିଲା।ବୁଦ୍ଧାଦିତ୍ୟ ଏହି ଖବର ରାତି ପ୍ରାୟ ୩ ଟା ସମୟରେ WhatsApp ଗ୍ରୁପ୍ ଦ୍ବାରା ଜାଣି ପାରିଥିଲେ।
ଏହାପରେ ସେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ ଏବଂ ଯେତେବେଳେ ୪ ଟା ସମୟରେ ସେ ଶୋଇଲେ ସେତେବେଳେ ସ୍ବପ୍ନ ରେ ସେ ପିଣ୍ଟୁ ନନ୍ଦ ଙ୍କୁ ଦେଖିଲେ। ତାଙ୍କ ସହ ସ୍ଵପ୍ନରେ ପିଣ୍ଟୁ ନନ୍ଦ ଅନେକ କଥା ହେବା ସହ ତାଙ୍କୁ ମଧ୍ୟ ଆସି ଡ଼ାକି ଥିଲେ।
କାରଣ ଏହି ଘଟଣା ବୁଦ୍ଧାଦିତ୍ୟ ଙ୍କୁ ଗଭୀର ଭାବରେ ଆଘାତ ଦେଇଥିଲା। ଯେତେବେଳେ ବୁଦ୍ଧାଦିତ୍ୟ ପ୍ରଥମେ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେବାକୁ ପ୍ରସ୍ତୁତ ହୋଇଥିଲେ ସେତେବେଳେ,
ପିଣ୍ଟୁ ନନ୍ଦ ଅନେକ ଆଲବମ କରି ସାରିଥିଲେ ଏବଂ ଫେମସ ମଧ୍ୟ ଥିଲେ ଆଉ ସେ ହିଁ ପ୍ରଥମେ ବୁଦ୍ଧାଦିତ୍ୟ ଙ୍କୁ କହିଥିଲେ କି ଯଦି କ୍ୟାମେରା ସାମ୍ନାରେ ଫ୍ରି ହେବାକୁ ହେଲେ କ୍ୟାମେରା ପଛରେ ମଧ୍ଯ ଫ୍ରି ହେବା ପାଇଁ ପଡ଼ିବ।
ତାଙ୍କ ଦ୍ବାରା ହିଁ ବୁଦ୍ଧାଦିତ୍ୟ ତାଙ୍କ ଫିଲ୍ମ୍ ରେ ବେଶ ଭଲ ଭାବରେ ଅଭିନୟ କରି ପାରିଥିଲେ। ତାଙ୍କର ସେଠାରୁ ହିଁ ଘନିଷ୍ଠ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ଆଉ ଆଜି ତାଙ୍କ ବିୟୋଗ କୁ ବୁଦ୍ଧାଦିତ୍ୟ ସ୍ବୀକାର କରି ପାରୁ ନାହାଁନ୍ତି।