Movie prime

ରାଣୀ ଏବେ ବିଜେପି ରୁ ଲଢ଼ିବେ? ଓଡ଼ିଶା କୁ ସ୍ବର୍ଗ କରିବି..

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଣୀ ପ୍ରିୟଦର୍ଶିନୀ ଙ୍କୁ ଭଲ ଭାବେ ଜାଣି ଥିବେ।ଯାତ୍ରା ଅଭିନେତ୍ରୀ ରୂପେ ସେ ଏବେ ସାରା ରାଜ୍ୟ ରେ ପରିଚିତ।ନିଜକୁ ଜଣେ ମହାନ୍ କଳାକାର ଭାବୁଥିବା ରାଣୀ ପ୍ରିୟଦର୍ଶିନୀ
ଆଜି ପୁଣି ଥରେ ଚର୍ଚ୍ଚା ରେ ଅଛନ୍ତି।ଆଜି ଆମେ ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।କିଛି ଲୋକ ମାନେ ତାଙ୍କୁ ସମର୍ଥନ କରୁଥିବା ସମୟ ରେ କିଛି ଲୋକ ମାନେ ତାଙ୍କର ନିନ୍ଦା କରିଛନ୍ତି।
Hj
 ସୂଚନା ଅନୁସାରେ ଏବେ ସବୁଠାରେ ଚର୍ଚ୍ଚା ହେଉଚି କି ଏଥର ନିର୍ବାଚନ ରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଦେଖା ଦେବେ କି। ଏହାକୁ ନେଇ ଏବେ ସବୁଠାରେ କଳ୍ପନା ଜଳ୍ପନା ଚାଲୁ ରହିଛି।ତେବେ ରାଣୀ ପ୍ରିୟଦର୍ଶିନୀ କହିଥିଲେ
କି ମୁଁ କମ୍ ଟଙ୍କା ରୋଜଗାର କରେ।ମୋର ଯେତିକି ସକ୍ଷମ ହେବ ମୁଁ ନିଶ୍ଚିତ ରୂପେ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିବି।ସେମାନଙ୍କ ଭଲ ମନ୍ଦ ବୁଝିବି।ରାଜନୀତି ହେଉଚି ଗୋଟିଏ ପ୍ରକାର ସମାଜ ସେବା।
Jj
ଏଥିରେ ରହି ଲୋକ ଙ୍କ ସେବା କରା ଯାଇ ପାରିବ।ଆପଣ ମାନେ ଯଦି ଚାହୁଁଛନ୍ତି ତେବେ ଅଳ୍ପ ଟଙ୍କା ରେ ମଧ୍ୟ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରନ୍ତୁ।ଏଥିରେ ଭଗବାନ ଖୁସି ହେବେ।ସବୁ ଆଶା ପୂରଣ ହେବ।ଆଜି ମୁଁ ଗୋଟିଏ ଗାଁ କୁ ଆସିଚି।
ଏହି ଲୋକ ମାନେ ମୋତେ ଆଜି ଡାକି ଛନ୍ତି।ଏଥିରେ ମୁଁ ବହୁତ ଖୁସି ଅଛି।ମୁଁ ଗୋଟିଏ ପରିବାର କୁ ସାହାର୍ଯ୍ୟ କରିବା ପାଇଁ ଆସିଚି।ସବୁବେଳେ ମୁଁ ଚେଷ୍ଟା କରେ କି ମୋର ସ୍ୱଳ୍ପ ଟଙ୍କା ରେ ମୁଁ ସବୁବେଳେ ଅନ୍ୟର ଭଲ କରେ।
ଏଥିରେ ମୋତେ ଖୁସୀ ମିଳେ।ଅନ୍ୟ ଧନୀ ଲୋକ ମାନଙ୍କୁ ମଧ୍ୟ କହୁଚି କି ଆପଣ ମାନେ ମଧ୍ୟ ଗରିବ ଙ୍କ ସେବା କରନ୍ତୁ।ସେମାନଙ୍କ ସହିତ ରୁହନ୍ତୁ।କଥା ହୁଅନ୍ତୁ।ଦୁଃଖ ସୁଖ ବୁଝନ୍ତୁ।ଯାହା ଦ୍ଵାରା ସେମାନଙ୍କର ଉନ୍ନତି ହୋଇ ପାରିବ।ଓ ଆମ ରାଜ୍ୟ ର ଉନ୍ନତି ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.