Movie prime

ଦେଖନ୍ତୁ କେମିତି ଅଛି ଏହି ଲୋକପ୍ରିୟ କଳାକାରଙ୍କ ପାରିବାରିକ ଜୀବନ - VIRAl VIDEO

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସିଥିବା ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special report
ଏବେ ଏହି ଭିଡିଓରେ ଆପଣମାନେ ୯୦ ଶତକର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କୁ ଜାଣିଥିବେ । ଏହି ଅଭିନେତା ଆଉ ଅଭିନେତ୍ରୀଙ୍କୁ ନେଇ କିଛି ଖବର ଆସିଛି ।
ଆପଣମାନେ ସମସ୍ତେ ତ ଏହି ଯୋଡ଼ିଙ୍କୁ ନେଇ ଆସିଥିବା ଖବର ଜାଣିଥିବେ । ଏହି ଅଭିନେତା ଆଉ ଅଭିନେତ୍ରୀ ଏକାସାଙ୍ଗରେ ବହୁତ ସୁନ୍ଦର ଲାଗନ୍ତି । ତାଙ୍କର ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ।
Special Report
ଏବେ ତାଙ୍କ ବିଷୟରେ, ତାଙ୍କ ପରିବାର ବିଷୟରେ ଏବଂ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ । ତାଙ୍କର ପରିବାରରେ କିଏ କିଏ ସଦସ୍ୟ ରହିଛନ୍ତି ସେହି ବିଷୟରେ ଜାଣିପାରିବେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଅନେକ ସିନେମା ଏକାଠି କରିଛନ୍ତି । 
ଗତ ଦିନରେ ତାଙ୍କର ବିବାହ ହୋଇଥିଲା । ଆଉ ଏହାପରେ ତାଙ୍କର ଛାଡ଼ପତ୍ର ହୋଇଥିଲା । ଏହାପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ । ଆଉ ତାଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ହୋଇଥିଲା ।
Special report
ତାଙ୍କର ପୁଅକୁ ୧୮ ବର୍ଷ ହୋଇଗଲାଣି । ତାଙ୍କର ଝିଅକୁ ୧୫ ବର୍ଷ ବୟସ ହୋଇଛି । ପୁଅର ନାମ ହେଉଛି ସାଇସିଦ୍ଧି ଆଉ ଝିଅର ନାମ ହେଉଛି ସାଇ ସମର୍ଥା । ସେମାନେ ଏବେ ପାଠ ପଢୁଛନ୍ତି । ଆଉ ଏବେ ରଚନା ବାନାର୍ଜୀ କଲିକତାରେ ଅଛନ୍ତି। 
Special report
ସେ କଲିକତାରେ ରହୁଛନ୍ତି । ରଚନା ବାନାର୍ଜୀ ଏବେ କଲିକତାରେ ରହି ଫିଲ୍ମ୍ କରୁଛନ୍ତି । ଆଉ ଏହି ଭିଡିଓରେ ଆପଣମାନେ ରଚନା ବାନାର୍ଜୀଙ୍କ ପୁଅ ଆଉ ସ୍ବାମୀଙ୍କୁ ଦେଖିପାରିବେ । ରଚନା ବାନାର୍ଜୀ ଏବେ କଲିକତାରେ ବସବାସ କରିଛନ୍ତି ।
ରଚନା ବାନାର୍ଜୀଙ୍କ ସ୍ବାମୀ ଜଣେ ବିଜନେସ ମ୍ୟାନ ଅଟନ୍ତି । ସେ ତାଙ୍କ ସ୍ଵାମୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି ବୋଲି ଜଣାପଡିଛି । ଏବେ ନିକଟରେ ଅଭିନେତ୍ରୀ ରଚନା ବାନାର୍ଜୀ ଓଡ଼ିଶା ଆସିଥିଲେ । ଆଉ ସେ ସିଦ୍ଧାନ୍ତଙ୍କ ସହିତ ଏକ ଶୋରେ ଦେଖା କରିଥିଲେ ।