Movie prime

ଅଧ ରାତି ରେ ଜୟା ବଚନ ଟିକେ ଚା ମାଗିବାରୁ ରାଗ ରେ ନିଆଁ ହୋଇଗଲେ ଐଶ୍ଵର୍ୟା, କହିଲେ ତମର କଣ ହାତ ନାହିଁ..

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।୯୦ ଦଶକ ରେ ସେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ ଥିଲେ।ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସି ଥାଏ।ହେଲେ ସେ ବେଳେବେଳେ ଗଣ ମାଧ୍ୟମ ଆଗରେ ଏପରି କିଛି କହି ଦିଅନ୍ତି ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ରେ ରୁହନ୍ତି।
ନିକଟ ରେ ସେ ତାଙ୍କ ବୋହୂ ଓ ନାତୁଣୀ ଆରାଧ୍ୟା ଙ୍କୁ ନେଇ ଏପରି କିଛି କହିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସେ କହିଛନ୍ତି କି ଆରାଧ୍ୟା ଐଶର୍ଯ୍ୟା ରାୟ ବଚ୍ଚନ ଙ୍କ ଝିଅ ନୁହେଁ।ତାଙ୍କ ର ଏହି କଥା ଏବେ ଖୁବ୍ ଭାଇରାଲ୍ ହେଉଚି।
Special Report
ଆପଣ ମାନେ ସମସ୍ତେ ଜାଣି ଥିବେ ଐଶର୍ଯ୍ୟା ରାୟ ଙ୍କୁ ଭାବେ ଜାଣି ଥିବେ।ସେ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।ଆପଣ ମାନେ ଜାଣି ଥିବେ ସେ ଅଭିଷେକ ବଚ୍ଚନ ଙ୍କୁ ବିବାହ କରିଥିଲେ।ବିବାହ ପରେ ତାଙ୍କର ଗୋଟିଏ ଝିଅ ହୋଇଥିଲା।
ହେଲେ ଝିଅ ହେବା ପରେ ଐଶର୍ଯ୍ୟା ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇ ଥିଲେ।ନିଜ ଝିଅ ଉପରେ ଧ୍ୟାନ ଦେବା ପାଇଁ ସେ ନିଜ କ୍ୟାରିଅର କୁ ପଛରେ ପକାଇ ଦେଇ ଥିଲେ।ଏଭଳି କୌଣସି ମା ନିଜ ପିଲା ପାଇଁ କରିବ ନାହିଁ।ସେ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଝିଅ ହେବା ପରେ କୌଣସି ଫିଲ୍ମ ରେ ଅଭିନୟ କରି ନାହାନ୍ତି।
ହେଲେ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁ ଜୟା ବଚ୍ଚନ ତାଙ୍କୁ କହିଛନ୍ତି କି ଆରାଧ୍ୟା ର ମା ନୁହେଁ ଐଶର୍ଯ୍ୟା ନୁହେଁ।ଏଭଳି ମା ସେ ଆଜି ଯାଏଁ ଦେଖି ନାହାଁନ୍ତି।ଯିଏ ନିଜ ପିଲା ର ଭବିଷ୍ୟତ ପାଇଁ ତା ନିଜ ଜୀବନ କୁ ଜଳାଞ୍ଜଳି ଦେଇ ଦେବ।
Special Report
ବର୍ତ୍ତମାନ ସମୟ ରେ ଐଶର୍ଯ୍ୟା ଙ୍କ ଭଳି ମା ପାଇବା ଭାଗ୍ୟର କଥା।ମୁଁ ଦେଖିଚି ସେ ଆରାଧ୍ୟା ଙ୍କୁ କେତେ ଭଲ ପାଆନ୍ତି।ଆଜି ମଧ୍ୟ ସେ ଆରାଧ୍ୟା ର ବହୁତ ଯତ୍ନ ନିଅନ୍ତି ଓ ତାଙ୍କୁ ବହୁତ କଥା ଶିଖାଇ ଥାଆନ୍ତି।ତାଙ୍କ ର ଏହି କଥା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇତାଲ ହେଉଛି।
ଆପଣ ମାନେ ସମସ୍ତେ ଜାଣି ଥିବେ ଜୟା ବଚ୍ଚନ ଓ ତାଙ୍କ ବୋହୂ ଐଶର୍ଯ୍ୟା ଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ।ହେଲେ ଆଜି ଜୟା ବଚ୍ଚନ ନିଜ ବୋହୂ ର ପ୍ରଶଂସା କରିଛନ୍ତି।
ସେ କହିଛନ୍ତି କି ମୁ ଆଜି ଏଭଳି ମା କୋଉଠି ଦେଖି ନାହିଁ।ଯିଏ ନିଜ ଝିଅ ପାଇଁ ନିଜ ର ସବୁ ସ୍ବପ୍ନ କୁ ଭାଙ୍ଗି ଦେଲା।ଏହି କଥା କୁ ଶୁଣିବା ପରେ ତାଙ୍କ ପ୍ରଶଂସକ ମାନେ ଏଥିରେ ବହୁତ ଖୁସି ହୋଇ ଯାଉଛନ୍ତି।