Movie prime

ରାଗରେ ନିଆଁ ହୋଇଗଲେ ଦେବସ୍ମିତା ଙ୍କ ଓକିଲ ବନ ମହାନ୍ତି, ମିଳିଲାନି ଟୁଟୁ ଙ୍କୁ ବେଲ୍... ଚାଲିଲା ଦୁଇ ଓକିଲ ଙ୍କ ଭିତରେ ଯୁଦ୍ଧ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଯୋଜକ ଟୁଟୁ ନାୟକ ଙ୍କ ଓକିଲଙ୍କ ଦଲିଲ କାମ ଦେଲା ନାହିଁ କୋର୍ଟ ଭିତରେ। ଜଜ୍ ସାହେବ୍ ଏବେ ଟୁଟୁ ଙ୍କ ଆଉ ଦୁଇ ଦିନ ଜେଲ ରେ ରହଣି ବଢାଇ ଦେଇଛନ୍ତି।
Special report
ଆଜି ଟୁଟୁ ନାୟକ ଙ୍କୁ ବେଲ୍ ମିଳି ଯାଇ ଥାଆନ୍ତା ମାତ୍ର ତାଙ୍କୁ ବେଲ ମିଳିଲା ନାହିଁ। ଏହା ପଛରେ ଥିଲା ଆଉ ଏକ କାରଣ କି ସାମ୍ବାଦିକା ଦେବସ୍ମିତା ରାଉତ ଆଣିଛନ୍ତି ଆଉ ଏକ ଅଭିଯୋଗ ଯାହା ଆଧାରରେ ଟୁଟୁ ଙ୍କୁ ବେଲ ମିଳିଲା ନାହିଁ।
ଆଉ ସେହି ସଙ୍ଗୀନ ଅଭିଯୋଗ ଏହା ଥିଲା କି ଟୁଟୁ ନାୟକ ଙ୍କ ଲୋକ ତାଙ୍କୁ ଧମକ ଦେଉଛନ୍ତି। ଅପରପକ୍ଷରେ ଏବେ ଜେଲ୍ ଭିତରେ ଅଛନ୍ତି ଟୁଟୁ ନାୟକ। ନା ତାଙ୍କ ପାଖରେ ଅଛି ମୋବାଇଲ ନା ହିଁ ଅଛି ଅବ୍ୟ କୌଣସି ମାଧ୍ୟମ।
ସେଥିପାଇଁ ଏବେ ପ୍ରଶ୍ନ ଉଠୁଛି କି ଟୁଟୁ ନାୟକ କିଭଳି ଭାବରେ ତାଙ୍କୁ ଧମକ ଦେବେ। ଆଉ ଦେବସ୍ମିତା ଙ୍କ ଓକିଲ ଏହା କହିଛନ୍ତି କି ସେ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରଖୁଛନ୍ତି।
Special report
ଆଉ ଦରକାର୍ ପଡ଼ିଲେ ତାହାକୁ ସେ କୋର୍ଟ ରେ ପେଶ କରିବେ ବୋଲି ମଧ୍ୟ ଏହା କହିଥିଲେ। ହେଲେ ଟୁଟୁ ନାୟକ ଙ୍କ ଓକିଲ ଏହାକୁ ଖଣ୍ଡନ କରି କହିଛନ୍ତି କି ସେମାନେ କୌଣସି ପ୍ରକାରର ଧମକ ଚମକ ଆଦୌ ଦେଉ ନାହାଁନ୍ତି।
ହେଲେ କଥା ହେଉଛି ଏତିକି କି ଯେହେତୁ ଦେବସ୍ମିତା ଗୋଟେ ଏତେ ବଡ ଅଭିଯୋଗ ନେ଼ଇ ଆସିଛନ୍ତି ସେଥିପାଇଁ ବେଲ ର ଅବଧି କୁ ଏବେ ଦୁଇ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଛି।
ଏହା ଦ୍ବାରା ଏବେ ଟୁଟୁ ନାୟକ ଙ୍କୁ ଆହୁରି ଦୁଇ ଦିନ ଜେଲ ମଧ୍ୟରେ ବିତାଇବା ପାଇଁ ପଡିବ। କୌଣସି ପୁରୁଣା ଅପରାଧିକ ରେକର୍ଡ ପୋଲିସ୍ ପାଖରେ ଅଛିନା ନାହିଁ ଏନେଇ ତାହାକୁ ଯାଞ୍ଚ କରିବା ପାଇଁ ମଧ୍ୟ ପୋଲିସ କୁ ଏହା ନିର୍ଦ୍ଦେଶ ମଧ୍ୟ ହୋଇଛି।
ଆଉ ଟୁଟୁ ନାୟକ ଙ୍କ ଜେଲ ରେ ରହଣି କୁ ନେଇ ଟୁଟୁ ନାୟକ ଏବଂ ତାଙ୍କର ପରିବାର ଲୋକେ ଏବେ ଈଶ୍ୱର ଙ୍କୁ ଡାକିବାରେ ଲାଗି ପଡିଛନ୍ତି। ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।