Movie prime

ସାମ୍ବାଦିକ ଙ୍କ ପ୍ରଶ୍ନ ରେ ରାଗ ରେ ନିଆଁ ବାଣ ହେଇଗଲେ ସୁର : ମୋ ଦୁଇ ପୁଅ କଂଗ୍ରେସ ପାଇଁ ଲଢ଼ିବେ, ଆଉ ମୋ ମୁଣ୍ଡ ଖାଓନୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କଂଗ୍ରେସ ବିଧାୟକ ସୁର ରାଉତ ରାୟ ଙ୍କ ସମ୍ପର୍କ ରେ ବେଶ ଭଲ ଭାବରେ ଜାଣିଥିବେ। ସେ ସର୍ବଦା ତାଙ୍କର ବୟାନ ପାଇଁ ଖୁବ ଚର୍ଚ୍ଚା ରେ ରୁହନ୍ତି ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉ ଥିବାର ମଧ୍ୟ ଦେଖିବାକୁ ମିଳିଥାଏ।
Special Report
ସୋସିଆଲ ମିଡିଆରେ ତାଙ୍କର ଖୁବ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥାଏ। ସେ ଯେଉଁ ସିଧା ସିଧା କଥା କହିଥାନ୍ତି ତାହାକୁ ଲୋକମାନେ ମଧ୍ଯ ଖୁବ ପସନ୍ଦ କରି ଥାଆନ୍ତି।
ଏବେ ଏଭଳି ହିଁ କିଛି କଥା କହିଛନ୍ତି। କାରଣ ସୁର ରାଉତ ରାୟ କହୁଥିଲେ କି କଂଗ୍ରେସ ରେ ତାଙ୍କର ଦୁଇଜଣ ଯାକ ପୁଅ ଛିଡ଼ା ହେବେ। ଆଉ ନାନାଦି ପ୍ରକାରର କଳ୍ପନା ଜଳ୍ପନା କରିବାକୁ ସେ ବାରଣ ମଧ୍ୟ କରିଥିଲେ।
ସେ କହିଥିଲେ କି କଂଗ୍ରେସ ହେଉଛି ତାଙ୍କର ଜୀବନ ସେଥିପାଇଁ ସେ ଏହି ଜନ୍ମରେ କଂଗ୍ରେସ କୁ ଛାଡ଼ିବେ ନାହିଁ। ଏହାପରେ ସେ କହିଥିଲେ ତାଙ୍କର ସାନପୁଅ , ବଡ଼ପୁଅ ଓ କମିଟି କୁ ନେଇ ବିଭିନ୍ନ ପ୍ରକାରର ଆଳାପ ହେଉଛି।
Special Report
ଆଉ ସେ ଏହି କମିଟି କୁ ଆଦୌ ହେଲେ ମଧ୍ୟ ଖାତିର କରନ୍ତି ନାହିଁ ବୋଲି ମଧ୍ୟ କହିଥିଲେ। ସେ ୪୫ ବର୍ଷ ହେବ ଗୋଟେ କମିଟି ରେ ହିଁ ରହିଛନ୍ତି। ସେ ଦଶ ବର୍ଷ ହେବ ଠିଆ ହୋଇଥିବା ବେଳେ
ଆଦିବାସୀ ଓ ହରିଜନ ମାନେ ତାଙ୍କୁ କେବେ ହେଲେ ମଧ୍ୟ ନିଜଠାରୁ ଦୂରେଇ ଦେଇ ନାହାନ୍ତି। ସେଥିପାଇଁ ସେ କଂଗ୍ରେସ ରେ ଅଛନ୍ତି ମାନେ ତାଙ୍କର ଡୁଇ ପୁଅ କଂଗ୍ରେସ ପକ୍ଷରୁ ଠିଆ ହେବେ ବୋଲି ବିଧାୟକ ସୁର ରାଉତ ରାୟ କହିଥିଲେ।
ସେ ଦୁହେଁ ମଧ୍ୟ ଲୋକ ମାନଙ୍କ ପାଇଁ କାମ କରିବେ। ଏଭଳି ମନ୍ତବ୍ୟ ଦେଇଥିଲେ ଆଉ କହିଥିଲେ ଏଥିପାଇଁ କଳ୍ପନା ଜଳ୍ପନା କରିବା କିଛି ଦରକାର୍ ନାହିଁ ବୋଲି। ଲୋକମାନେ ମଧ୍ୟ ଏହା ସଂମ୍ପର୍କରେ ଅନେକ ମତାମତ ପ୍ରଦାନ କରିଥିଲେ।
ଏବେ ସୋସିଆଲ ମିଡ଼ିଆରେ ଏହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।