Movie prime

ରାଗରେ ରକ୍ତ ମୁଖା ଭାରତୀୟ ସେନା... ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସେନା କୁ ହତ୍ୟା ପରେ ରକ୍ତମୁଖା ହୋଇ ଉଠିଛି ସେନା, ଯିଏ ଆସୁଛି ମରୁଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସହିଦ ଯବାନ ମାନଙ୍କ ବଦଲା ନେବାରେ ଲାଗିଛନ୍ତି ସେନା ମାନେ। ଲୁଚି କରି ରହିଥିଲେ ମଧ୍ୟ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି।
Special report
ଆତଙ୍କବାଦୀ ଙ୍କ ଇଲାକା ରେ ପଶି ଗୁଳିର ବର୍ଷା କରିଛନ୍ତି। ଯେଉଁ ମାନେ ସେନା ଙ୍କୁ ମାରିବା ପାଇଁ ମାଓବାଦୀ ଙ୍କ ସହ ସାମିଲ ହୋଇଥିଲେ ସେମାନଙ୍କୁ ଖୋଜିଖୋଜି ମାରିଛି ସେନା। ବିଷଣ ଗୁଳି ବର୍ଷା ହୋଇଛି ଆକାଶ ମାର୍ଗରୁ।
ଆତଙ୍କବାଦୀ ଙ୍କ ଆକ୍ରମଣ ପରେ ଏବେ ଆକ୍ସନ ମୋଡ ରେ ରହିଛି ଭାରତୀୟ ସେନା। ଚାରିଜଣ ଯବାନ ସହିଦ ହେବା ପରେ ସେମାନଙ୍କର ବଦଲା ଏବେ ନେଉଛି ଭାରତୀୟ ସେନା।
ଖୋଜି ଖୋଜି ସେ ଯାଇ ଆତଙ୍କବାଦୀ ମାନଙ୍କୁ ମାରୁଛି। ତ୍ରାହି ତ୍ରାହି ବୋଲି ଚିତ୍କାର କରୁଛନ୍ତି ଆତଙ୍କବାଦୀ ମାନେ। ଭାରତୀୟ ସେନା ଙ୍କ ଗୁଳିରେ ମଧ୍ଯ ଜଣେ ଜଣେ ଆତଙ୍କବାଦୀ ଧୀରେ ଧୀରେ ମରିବାକୁ ଲାଗିଲେଣି।
Special report
ଜାମ୍ମୁକାଶ୍ମୀର ର ବର୍ମୁଲା ଜିଲ୍ଲାରେ ଦୁଇଜଣ ଆତଙ୍କବାଦୀ ଙ୍କୁ ଖୋଜି ଖୋଜି ମାରିଛି। ମୋଟ ତିନିଜଣ ଆତଙ୍କବାଦୀ ଏବେ ପର୍ଯ୍ୟନ୍ତ ମରି ସାରିଛନ୍ତି। ଆହୁରି ଆତଙ୍କବାଦୀ ମାନଙ୍କୁ ଖୋଜିବାରେ ଲାଗି ପଡିଛି ସେନା।
ଏନେଇ ଜମ୍ମୁ ଓ କାଶ୍ମୀର ର ପୋଲିସ ମଧ୍ଯ ସୁଚନା ଦେଇଛି। ଉରୀ ଅଞ୍ଚଳରେ ଭାରତୀୟ ସେନା ଓ ବାର୍ମୁଲା ପୋଲିସ ଆତଙ୍କବାଦୀ ମାନଙ୍କୁ ନିପାତ କରୁଛନ୍ତି। ଏହାପରେ ସୁରକ୍ଷା କର୍ମୀ ଦୁଇ ଜଣ ଆତଙ୍କବାଦୀ ଙ୍କୁ ଘେରି ଯାଇଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ନିହତ ହୋଇଥିବା ବେଳେ ଅନ୍ୟ ଜଣକୁ ମଧ୍ୟ ଏନକାଉଣ୍ଟର କରାଯାଇଛି। ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ଙ୍କ ମଧ୍ୟରେ ଗୁଳି ବିନିମୟ ଚତୁର୍ଥ ଦିନ ରେ ପହଞ୍ଚିଛି।
ଯେଉଁ ଆତଙ୍କବାଦୀ ମାନେ ଲୁଚି ରହିଛନ୍ତି ସେମାନଙ୍କ ପାଇଁ ହେଲିକପ୍ଟର ଓ ଡ୍ରୋନ ର ସହାୟତା ନିଆ ଯାଉଛି। ଆଉ ଏବେ ନୀପାତ ହେବାରେ ଲାଗିଛନ୍ତି ଗୋଟେ ପରେ ଗୋଟେ ଆତଙ୍କବାଦୀ ମାନେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.