Movie prime

ରାଗରେ ଗରଗର ହେଲେ କାଟ୍ରିନା ଙ୍କ ସ୍ଵାମୀ ଭିକି: ସେ ଖାଲି ସେ ବଡ଼ ବଡ଼ ହିରୋ ଙ୍କ ସହ ଫିଲ୍ମ କଲା, ମୋ ସହ କାମ କରୁନି

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଭିକି କୌଶଲ ଓ କ୍ରାଟିନା କୈଫ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଆଗ ଧାଡ଼ି ର କଳାକାର।ଏହା ସହିତ ଉଭୟ ହେଉଛନ୍ତି ସ୍ଵାମୀ ସ୍ତ୍ରୀ।
ସେମାନଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ଜୋର ଧରି ଥାଏ।ଏବେ ଆଉ ଏକ ଖବର ଶୁଣିବାକୁ ମିଳୁଚି।ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଶାହରୁଖ ଖାଁ ଓ କ୍ରାଟିନା କୈଫ ଙ୍କୁ ନେଇ ଆମେ ଆଜି ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ।
Special Report
ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ଶାହରୁଖ ଖାଁ ନିଜ ଡଙ୍କି ଫିଲ୍ମ କୁ ନେଇ ଚର୍ଚ୍ଚା ରେ ଅଛନ୍ତି।କିନ୍ତୁ ଅନ୍ୟ ପଟେ କୁହା ଯାଉଚି ଯେ ଶାହରୁଖ ଖାଁ ଙ୍କ ପାଇଁ ଭିକି କୌଶଲ ଙ୍କ ପିତା ସମସ୍ତଙ୍କ ସାମନା ରେ ମାଡ ଖାଇ ଛନ୍ତି।
ତେବେ କଣ ପାଇଁ ଭିକି ଙ୍କ ପତ୍ନୀ କ୍ରାଟିନା ଶାହରୁଖ ଙ୍କ ସହିତ ଫିଲ୍ମ ରେ ଅଭିନୟ କରୁଛନ୍ତି।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଇଛି।ଭିକି କୌଶଲ ଓ କ୍ରାଟିନା ଙ୍କ ପ୍ରେମ କାହାଣୀ କାହାକୁ ବି ଅଛପା ନାହି।ଉଭୟ ପରସ୍ପର କୁ ବହୁତ ଭଲ ପାଆନ୍ତି।
ଦୀର୍ଘ ଦୁଇ ବର୍ଷ ହେଲାଣି ସେମାନେ ବିବାହ କରି ସାରିଛନ୍ତି।ବିବାହ ପରେ ସେମାନଙ୍କ ଯୋଡି କୁ ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି।ସୋସିଆଲ ମିଡିଆରେ ଅନେକ ଥର ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ଖବର ଭାଇରାଲ୍ ହୋଇଛି।
Special Report
କିନ୍ତୁ ଏହା କୁ ନେଇ କେବେ ସେମାନେ ମୁହଁ ଖୋଲି ନାହାନ୍ତି।ଏବେ ଶାହରୁଖ ଭିକି ଙ୍କ ବାପା ଙ୍କୁ ମାରିବା କଥା ଶୁଣିବାକୁ ମିଳୁଛି।କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ମିଛ।ଗୋଟିଏ ଗଣ ମାଧ୍ୟମ ଆଗରେ ସାକ୍ଷାତକାର ଦେଇଥିଲେ ଶାହାରୁଖ ଖାଁ।
ଏହି ସମୟ ରେ ସେ କହିଥିଲେ କି ଏବେ ଡଙ୍କୀ ଫିଲ୍ମ ର ସୁଟିଂ ଚାଲିଛି।ଏହି ଫିଲ୍ମ ର ଗୋଟିଏ ସିନ ରେ ଭିକି କୌଶଲ ଙ୍କ ପିତା ଙ୍କୁ ରାଜୁ ହିରାଣି ମାରିଥିଲେ।ଏଥିରେ ଭିକି ମଧ୍ୟ ନିଜ ପିତା ଙ୍କୁ ମାରି ଥିଲେ।
ଏହା ପରେ ଏକ ଭୁଲ ତଥ୍ୟ ଗଣ ମାଧ୍ୟମ ଆଗରେ ପ୍ରକାଶ ପାଇଥିଲା।ସମସ୍ତେ ଜାଣି ଥିବେ କ୍ରାଟିନା ଓ ଶାହରୁଖ ଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି।ଉଭୟ ଭଲ ସାଙ୍ଗ ବୋଲି ସବୁବେଳେ କହି ଥାଆନ୍ତି।ଯାହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହୁଏ।