Movie prime

ରାଗରେ ଉର୍ଫି ଯାଦବ ଚିଲ୍ଲେଇଲେ, କହିଲେ କୋଉ ଟୋକା ର ସାହସ ନାହିଁ ମୋ ଦେହ ରେ ହାତ ଦେଇ ଦେବ! ମୁଁ ତା ଇଜତ୍ ନେଇଯିବି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଉର୍ଫି ଯାଭେଦ ଙ୍କୁ ଭଲ ଭାବେ ଜାଣି ଥିବେ।ଲୋକେ ତାଙ୍କ ବିଷୟ ରେ ଅନେକ କଥା କହିଥାନ୍ତି।ସେ ତାଙ୍କ ନୂଆ ନୂଆ ପୋଷାକ କୁ ନେଇ ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।କେତେବେଳେ ସେ ମିଡ଼ିଆ ପାଖରେ କଣ କହି ଦିଅନ୍ତି ସେ ନିଜେ ମଧ୍ୟ ଜାଣି ନ ଥାଆନ୍ତି।
Special report
ସେ ଯାହା ବି ହୁଅନ୍ତୁ।ତେବେ ପ୍ରକୃତରେ ସେ ଜଣେ ଭଲ ମଣିଷ ଅଟନ୍ତି।ତାଙ୍କ ଭଳି ଲୋକ ଙ୍କ ଦୁଃଖ ସୁଖ ବୁଝିଲା ବାଲା କେହି ବି ନାହାନ୍ତି।ଆଜି ସେ ତାଙ୍କ ପରିଶ୍ରମ ବଲ୍ ରେ ଲୋକେ ତାଙ୍କୁ ଭଲ ଭାବେ ଜାଣି ଚନ୍ତି।ତାଙ୍କ ପୋଷାକ ଗୁଡ଼ିକ ସବୁବେଳେ କିଛି ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଜରା ଯାଏ।
ଆଜି ତାଙ୍କୁ ସାରା ଭାରତ ବର୍ଷ ରେ ସମସ୍ତେ ଜାଣି ଛନ୍ତି।ତାଙ୍କ ଜୀବନ ଥିଲା ପ୍ରକୃତ ରେ ବହୁତ କଠିନ ଦାୟକ।ନିଜ ଇଚ୍ଛା କୁ ପୁରଣ କରିବା ପାଇଁ ନିଜ ଘରୁ ଲୁଚିକି ଚାଲି ଆସିଥିଲେ ଊର୍ଫି।ଘରେ ଥିବା ସମୟ ରେ ତାଙ୍କ ବାପା ତାଙ୍କୁ ବାହାରକୁ ଛାଡି ନ ଥିଲେ।
ଉର୍ଫୀ ଙ୍କୁ ଘରେ ରହିବାକୁ ବେଶୀ ପସନ୍ଦ ଲାଗେ ନାହିଁ।ସେଥିପାଇଁ ସେ ହଟାତ ଦିନେ ଘର ଛାଡି ଚାଲି ଆସିଲେ।ପାଖରେ ଟଙ୍କା ଟା ବି ନ ଥିଲା।ଲୋକଙ୍କ ଠାରୁ ମାଗି ସେ ଖାଇକି ରହି ଗଲେ।ଏହା ପରେ ସେ ଟ୍ୟୁସନ୍ କରିବା ଆରମ୍ଭ କଲେ।କିନ୍ତୁ ଏହା ଦ୍ବାରା କୌଣସି ଲାଭ ହେଲା ନାହିଁ।
Special report
ଏହା ପରେ ସେ ଅଭିନୟ ରେ ଅଡିସନ୍ ଦେବା ଆରମ୍ଭ କଲେ।ଏଥିରେ ସେ ସଫଳ ହେଲେ।ଅନେକ ଛୋଟ ଛୋଟ ଅଭିନୟ ସେ କରିଥିଲେ।ସେହି ଦିନ ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।ଅନେକ ସିରିଏଲ ରେ ସେ ଅଭିନୟ କରିଛନ୍ତି।
ଲୋକ ମାନେ ତାଙ୍କ ଅଭିନୟ ଙ୍କୁ ଖୁବ୍ ପସନ୍ଦ କଲେ।କିନ୍ତୁ ଯେଉଁ ଦିନ ଠାରୁ ସେ ଖରାପ ପୋଷାକ ପିନ୍ଧିବା ଆରମ୍ଭ କଲେ।ଲୋକ ମାନଙ୍କର ତାଙ୍କ ପ୍ରତି ଖରାପ ଭାବନା ଆସିଲା।ଅନେକ କଥା ତାଙ୍କୁ ଲୋକ ଙ୍କ ଠାରୁ ଶୁଣିବାକୁ ମିଳିଲା।ଆଜି ସେ ଲୋକ ମାନଙ୍କ ଠାରୁ ଅନେକ ଖରାପ କଥା ଶୁଣୁ ଛନ୍ତି।
ସେ କହିଛନ୍ତି କି ତାଙ୍କୁ କାହାରି କଥା ଫରକ୍ ପଡ଼ିବ ନାହିଁ।ଲୋକେ ତାଙ୍କ ଇଛା ରେ ତାଙ୍କୁ ଯାହା ବି ଭାବି ପାରିବେ।ଏହା ତାଙ୍କ ବ୍ୟକ୍ତିଗତ ଇଛା।ଏହାକୁ କେହି ବଦଳାଇ ପାରିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.