Movie prime

ସମୁଦ୍ର କୂଳ ରେ ସ୍ତ୍ରୀ ବିକିନୀ ପିନ୍ଧି ବୁଲିବାରୁ ରାଗିଗଲା ସ୍ଵାମୀ, ପତ୍ନୀ ଉପରେ ବସି ଛୁରୀ ଭୁଷି ମା/ରିଦେଲା...

 
Special report
ନମସ୍କାର ପାଠକ ବନ୍ଧୁ।ଅନ୍ୟ ମହିଳା ଙ୍କ ପାଇଁ ନିଜ ସ୍ତ୍ରୀ କୁ ପାଣି ରେ ବୁଡାଇ ମା-ରି-ଲା ସ୍ଵାମୀ।ବର୍ତ୍ତମାନ ସମୟ ରେ ଆପଣ ମାନେ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ।ଯେଉଁଥିରେ ପୁରୁଷ ମାନଙ୍କ ପର କ୍ରିୟା ପ୍ରୀତି ରୁ ଶେଷ ରେ ସେମାନେ ନିଜ ସ୍ତ୍ରୀ କୁ ମାରି ଦେଉଛନ୍ତି।
Special report
ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ଗୋଆ ସମୁଦ୍ର କୁଳ ଅଞ୍ଚଳ ରେ।ସେଠାରେ ପାଣି ରେ ବୁଡାଇ ଜଣେ ମହିଳା ଙ୍କୁ ହ-ତ୍ୟା କରା ଯାଇଛି।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ କିଛି ବର୍ଷ ପୂର୍ବେ ଗୌରବ ନାମକ ଜଣେ ଯୁବକ ଦୀକ୍ଷା ନାମ୍ନୀ ମହିଳା ଙ୍କୁ ପ୍ରେମ କରି ବିବାହ କରିଥିଲେ।ଉଭୟ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା।
ହେଲେ ପରବର୍ତ୍ତୀ ସମୟ ରେ ଗୌରବ ତାଙ୍କ ସାଙ୍ଗ ରେ କାମ କରୁଥିବା ଅନ୍ୟ ଜଣେ ମହିଳା ଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ।ତାଙ୍କୁ ବିବାହ କରିବା ପାଇଁ ଇଚ୍ଛା କରୁ ଥିଲେ।ହେଲେ ଯେହେତୁ ପ୍ରଥମ ସ୍ତ୍ରୀ ରହି ଥିଲା।ସେଥିପାଇଁ ଏହା ସମ୍ଭବ ହୋଇ ପାରୁ ନ ଥିଲା।ସେଥିପାଇଁ ଗୌରବ ଗୋଟିଏ ଯୋଜନା କଲେ।
Special report
ଯେପରି ସେ ଦୀକ୍ଷା କୁ ମାରିବେ।ଶେଷ ରେ ସେ ତାଙ୍କୁ ନିଜ ପାଖକୁ ଡକାଇଲେ।ଉଭୟ ସ୍ବାମୀ ସ୍ତ୍ରୀ ଗୋଆ ସମୁଦ୍ର କୁଳ କୁ ବୁଲିବାକୁ ଯାଇ ଥିଲେ।ସେଠାରେ ଗୌରବ ନିଜ ସ୍ତ୍ରୀ କୁ ପାଣିରେ ବୁଡାଇ ବୁଡାଇ ମାରି ଦେଲେ।କିଛି ସମୟ ପରେ ତାଙ୍କୁ ଆସି ଦେଖିଲା ବେଳକୁ ସେ ମରି ଯାଇଥିଲେ।
ଏହା ପରେ ସେ ଦେଖିଲେ ତାଙ୍କ ପାଖକୁ କିଛି ଲୋକ ଆସୁଛନ୍ତି।ଏହି ସମୟ ରେ ସେ ନିଜେ ଧାଇଁବା ଆରମ୍ଭ କଲେ।ଯାହାକି ଜଣେ ମହିଳା ନିଜ ମୋବାଇଲ ଫୋନ୍ ରେ କଏଦ କରିଥିଲେ।ପରବର୍ତ୍ତୀ ସମୟରେ ଗୌରବ ପୋଲିସ ହାତ ରେ ଧରା ପଡ଼ି ଯାଇଥିଲା।
ଆପଣ ମାନେ ଥରେ ଭାବନ୍ତୁ ଏଠାରେ ଦୀକ୍ଷା ଙ୍କ ର କଣ ଭୁଲ ରହି ଥିଲା।ଯେଉଁଥିପାଇଁ ତାଙ୍କ ଜୀବନ ଚାଲିଗଲା।ପ୍ରେମ କରି ବିବାହ କରିବା କଣ ଖରାପ ଥିଲା।ପୋଲିସ ଏହି ଘଟଣା ବିଷୟ ରେ ଜାଣିବା ପରେ ଗୌରବ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଏବେ ଦୀକ୍ଷା ଙ୍କ ସମ୍ପର୍କୀୟ ମାନେ କହିଛନ୍ତି କି ଗୌରବ ଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରା ଯାଉ।ଯେଭଳି ଅନ୍ୟ କେହି ପୁରୁଷ ଏଭଳି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବେ ନାହିଁ।