Movie prime

ବିପୁଳ ପରିମାଣର ରେ ପରାଜୟ ପରେ ରାଗ ରେ ରକ୍ତ ଚାଉଳ ଚୋବେଇଲେ ମମତା, କାହାକୁ ଛାଡିବିନି ମୁଁ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପଶ୍ଚିମବଙ୍ଗ ରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ଲଢେଇ ଲାଗି ରହିଛି। ଏହା ସମ୍ପର୍କରେ ଲୋକମାନେ ବେଶ ଅବଗତ ମଧ୍ୟ ଅଛନ୍ତି।
Special Report
ଉଭୟ ପରସ୍ପର କୁ ପରାସ୍ତ କରିବା ପାଇଁ ମଧ୍ୟ ଅନେକ ସମୟରେ ଚେଷ୍ଟା କରନ୍ତି। ଗୋଟିଏ ଦଳ ମଧ୍ଯ ଏକ ଇଞ୍ଚ୍ ପଛକୁ ଘୁଞ୍ଚିବାକୁ ଚାହାଁନ୍ତି ନାହିଁ। ଏଭଳି କି ନିର୍ବାଚନ ସମୟରେ ଏହି ପ୍ରତିଦ୍ବନ୍ଦିତା ରକ୍ତାକ୍ତ ହୋଇ ଯାଇ ଥାଏ।
ଏଭଳି ଅନେକ ଥର ହ-ତ୍ୟା ଖବର ମଧ୍ୟ ସାମ୍ନା କୁ ଆସିଛି। ଏଠାରେ ହିଂସାତ୍ମକ ସରକାର ଦେଖିବାକୁ ମିଳିଥାଏ। କୋର୍ଟ ରେ ଅନେକ ସମୟରେ ମାମଲା ମଧ୍ୟ ଲାଗି ରହିଥାଏ।
ରାଜନୈତିକ ଯୁଦ୍ଧରେ ଆଉ ଏକ ପାଦ ଆଗକୁ ବଢିବା ପାଇଁ ଆଉ ଏକ ମାମଲା ନଜର ଆସିଛି। ଭିକ୍ଟୋରିଆ ମେମୋରିଆଲ ସମ୍ମୁଖରେ ବିଜେପି ର ବୈଠକ କୁ ନେଇ ହୋଇଥିଲା। ବିଜେପି ର ଏହି ବୈଠକ କୁ ରାଜ୍ୟ ସରକାର ଅନୁମତି ଦେବାକୁ ମନା କରି ଦେଇଥିଲେ।
Special Report
ଏହାକୁ ନେଇ ବିଜେପି କଲିକତା ହାଇ କୋର୍ଟ ରେ ପିଟିସନ ମଧ୍ୟ ଦାୟର କରିଥିଲା। ଆଉ କୋର୍ଟ ଏହି ଆବେଦନ ଶୁଣିବା ପରେ ବୈଠକ ପାଇଁ ଅନୁମତି ମଧ୍ଯ ଦେଇଥିଲା। ଏହାପରେ ସରକାର ଉପର କୋର୍ଟ ରେ ଏକ ପିଟିସନ ଦାୟର କରିଥିଲେ।
ଏହି ପିଟିସନ ରେ ଆଜି ଶୁଣାଣି ମଧ୍ୟ କରାଯାଇଅଛି। ଆଉ ତୃଣମୂଳ ସରକାରଙ୍କ ଆବେଦନ କୁ ଖାରଜ ମଧ୍ଯ କରାଯାଇଛି। ତୃଣମୂଳ କଂଗ୍ରେସ ତରଫ ରୁ କୁହା ଯାଇଥିଲା କି ଏଠାରେ ସଭା ହେଲେ ସବୁ ଅଚଳ ହୋଇ ଯିବ।
ଜୁଲାଇ ୨୧ ବ୍ୟତୀତ ସେଠାରେ କୌଣସି ବୈଠକ ଅନୁଷ୍ଠିତ ହୁଏ ନାହିଁ ବୋଲି। ପ୍ରଧାନ ବିଚାରପତି କହିଥିଲେ କି ଏହି ଶୁଣାଣି ରେ ଅନାବଶ୍ୟକ ସମସ୍ୟା ମଧ୍ଯ ସୃଷ୍ଟି ହୋଇଛି।
କଲିକତା ରେ ଏଭଳି ଅନେକ ସଭା ଓ ରାଲି ହୋଇଥିଲା ଯାହାକୁ କି ଅନୁମତି ଦିଆଯାଇ ନଥିଲା। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଖୁବ ଅସୁବିଧା ହୋଇଥିଲା। ସେଥିପାଇଁ ମମତା ବାନାର୍ଜୀ ଙ୍କ ଆବେଦନକୁ ମଧ୍ଯ ଖାରଜ କରାଯାଇ ଥିଲା।