Movie prime

ରାଗିଗଲେ ଶଙ୍କରାଚାର୍ଯ୍ୟ ,ମୋଦୀ ତ ସବୁ କରିବେ ମୁ କାହିଁକି ଯିବି... ସେ ତ ସବୁ ତାଳି ମାରି ଉଦଘାଟନ କରିବେ ମୁ କାଈ ଯିବି...

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜଗଦ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କୁ ଭଗବାନ ଶିବ ଙ୍କ ପ୍ରତିରୂପ ବୋଲି କୁହା ଯାଇ ଥାଏ।ଦୀର୍ଘ ହଜାର ବର୍ଷ ଧରି ତାଙ୍କର ଶାସନ ଚାଲି ଆସୁଛି।ତେବେ ଏହାକୁ ନେଇ ଆଜି ଖୁବ୍ ଚର୍ଚ୍ଚା କରା ଯାଉଛି।
Special Report
ଶଙ୍କରାଚାର୍ଯ୍ୟ ଏବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ଖୁବ୍ ରାଗି ଯାଇଛନ୍ତି।ଆଉ ଅଳ୍ପ ଦିନ ମଧ୍ୟରେ ଉତ୍ତର ପ୍ରଦେଶର ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହେବ।ଦେଶ ର ବହୁତ ଲୋକ ସେଠାକୁ ଯିବେ ହେଲେ ଏ ଯାଏଁ ଶଙ୍କରାଚାର୍ଯ୍ୟ ଙ୍କ ଠିକ୍ ରୂପେ ଡକା ଯାଇ ନାହି।ଏହି ମନ୍ଦିର ର ପ୍ରତିଷ୍ଠା କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ନିନ୍ଦା କରା ଯାଇଛି। ଜଗଦ ଗୁରୁ ଶଙ୍କରାଚାର୍ଯ୍ୟ ଥାଉ ଥାଉ କଣ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଉଦଘାଟନ କରିବେ।ଏହାକୁ ନେଇ ମୁହଁ ଖୋଲିଛନ୍ତି ଶଙ୍କରାଚାର୍ଯ୍ୟ ନିଜେ।ସେ କହିଛନ୍ତି କି ମୋତେ ରାମ ମନ୍ଦିର ରୁ ଡାକରା ଆସିଚି।
ହେଲେ ମୁଁ କଣ ପାଇଁ ଯିବି ସେଠାକୁ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତ ସେଠାରେ। ଫିତା କାଟିବେ।ମୁଁ କଣ ଯାଇ ସେଠାରେ ତାଳି ମାରିବି।ତାଙ୍କର ଏଭଳି କଥା ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ସାରା ବିଶ୍ବ ରେ ସମସ୍ତେ ଶଙ୍କରାଚାର୍ଯ୍ୟ ଙ୍କୁ ଭଗବାନ ବୋଲି ମାନି ଥାଆନ୍ତି।ତାଙ୍କ ପାଦ ତଳେ ବସି ପୂଜା କରନ୍ତି।
Special Report
ନରେନ୍ଦ୍ର ମୋଦି ମଧ୍ୟ ଏଠାକୁ ଆସି ତାଙ୍କ ପାଦ ତଳେ ବସି ତାଙ୍କର ସେବା କରନ୍ତି।ହେଲେ ଦେଶ ରେ ଏତେ ବଡ ମନ୍ଦିର ପ୍ରତିଷ୍ଠା କୁ ଠିକ୍ ରୂପେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଡକା ଯାଇ ନାହି।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରଧାନ ମନ୍ତ୍ରୀ ବଡ ନା ଜଗଦ ଗୁରୁ ଶଙ୍କରାଚାର୍ଯ୍ୟ ବଡ।
ପ୍ରଧାନ ମନ୍ତ୍ରୀ ନିଜକୁ ବଡ ଭଗବାନ ବୋଲି ଭାବୁଛନ୍ତି।ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କୁ ନେଇ ଏବେ ସାରା ଦେଶର ଲୋକ ମାନେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ଏହି ରାମ ମନ୍ଦିର ପ୍ରତିଷ୍ଠା କରା ଯିବ। ଯାହାକୁ ଉଦଘାଟନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମ ର ସର୍ବଶ୍ରେଷ୍ଠ ଧର୍ମ ଗୁରୁ।ଯାହା ଙ୍କୁ ପ୍ରଭୁ ଶିବ ଠାକୁର ଆଶୀର୍ବାଦ ଦେଇଛନ୍ତି।ହେଲେ ତାଙ୍କ ପ୍ରତି ଏଭଳି ବ୍ୟବହାର କୁ କିଛି ଲୋକେ ପସନ୍ଦ କରି ନାହାନ୍ତି।
ସେ ଥାଉ ଥାଉ କଣ ପାଇଁ ମୋଦି ଙ୍କୁ ଏହି ମନ୍ଦିର ପ୍ରତିଷ୍ଠା କରିବା ପାଇଁ କୁହା ଗଲା।ସେ ବଡ ନା ପ୍ରଭୁ ଶ୍ରୀ ଶଙ୍କରାଚାର୍ଯ୍ୟ ବଡ।ତାଙ୍କ କଥା କୁ କଣ ପାଇଁ ଗୁରୁତ୍ଵ ଦିଆ ଗଲା ନାହିଁ ବୋଲି କିଛି ଲୋକ ମାନେ କହିଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।