Movie prime

ରାଗିଗଲେ ସୁର : ମୋଦୀ ଭାଇନା ଏଥର ତମେ ଆଉ ଜିତିବନି ବା, ରାହୁଲ ବାବା ଆସିଗଲେଣି... ରେଡି ସବୁ ଏବେ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ସବୁବେଳେ ଗଣ ମାଧ୍ୟମ ଆଗରେ ଏପରି କିଛି କହି ଥାଆନ୍ତି।ଯାହାକୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କଥା ହେବାକୁ ଯାଉଛୁ।
Special Report
ଆପଣ ମାନେ ଜାଣିଥିବେ ଏବେ ଗାଁ ଗାଁ ରେ ଜଗନ୍ନାଥ ଙ୍କ ରଥ ଗଡୁଛି।ସମସ୍ତେ ଜଗନ୍ନାଥ ଙ୍କୁ ପୂଜା କରୁଛନ୍ତି।ଏବେ ଏହାକୁ ନେଇ ସୁର ରାଉତରାୟ କହିଛନ୍ତି କି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ପାଇବା ଆଶା ରେ ଏଭଳି କରୁଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
କଂଗ୍ରେସ ନେତା ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି କି ପ୍ରଧାନ ମନ୍ତ୍ରୀ ମୋଦି ଲୋକ ମାନଙ୍କୁ ଠକୁ ଛନ୍ତି।ଭୋଟ ପାଇବା ଆଶା ରେ ସେମାନେ ଲୋକ ଙ୍କୁ ଏବେ ଖୁବ୍ ଠକୁ ଛନ୍ତି।ଲୋକ ଙ୍କୁ ଟଙ୍କା ଦେଉଛନ୍ତି।
ଲୋକ ଙ୍କୁ ଟଙ୍କା ଦେବେ ବସ୍ ରେ ନେଇକି ଯିବେ ଭୋଟ କେନ୍ଦ୍ର କୁ ସେଠାରେ ସେମାନେ ଭୋଟ ଦେବେ।ଦଳ ସେମାନଙ୍କୁ କିଛି ଟଙ୍କା ଦେବେ ଓ ଖାଇବାକୁ ଦେବେ।ଏବେ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଚର୍ଚ୍ଚା ରେ ଅଛନ୍ତି।ଗୋଟିଏ ପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଙ୍କୁ ନେଇ ରାଜନୀତି କରୁ ଛନ୍ତି।
Special Report
ଅନ୍ୟ ପଟେ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଛନ୍ତି।ସେମାନେ କେବଳ ଭୋଟ ପାଇବା ପାଇଁ ଏସବୁ କରୁଛନ୍ତି।ଯେତେ କରିବା କଥା କରି ଯାଆନ୍ତୁ।ଭଗବାନ ସବୁ ଦେଖିଛନ୍ତି।
ଆଦିବାସୀ ମାନଙ୍କ ପାଇଁ ସରକାର କିଛି ବି କରି ପାରୁ ନାହାଁନ୍ତି।ଜମି ବନ୍ଧା ପକାଇ ଆଦିବାସୀ ମାନେ ଲୋନ କରୁଛନ୍ତି।ସେମାନଙ୍କ ଘର ଦ୍ବାର ସବୁ ନେଇ ଯାଉଛନ୍ତି ସରକାର।ଆଦିବାସୀ ମାନେ ସବୁବେଳେ ଅବହେଳା ହୋଇ ରହିଛନ୍ତି।ବର୍ତ୍ତମାନ ସମୟ ରେ ତାଙ୍କୁ ପଛୁଆ କରି ରଖା ଯାଇଛି।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ହେଲାଣି ଆଦିବାସୀ ମାନଙ୍କୁ ଅବହେଳା କରୁଛନ୍ତି।ସେହିପରି ସାରା ଭାରତ ବର୍ଷ ରେ ବିଜେପି ବି ତାଙ୍କ ଉପରେ ଗୁରୁତ୍ବ ଦେଇ ନାହାନ୍ତି।ଆଜି ଆମେ ତାଙ୍କରି ପାଇଁ ସ୍ୱର ଉତ୍ତୋଳନ କରିବୁ ବୋଲି କହିଥିଲେ କଂଗ୍ରେସ ନେତା ସୁର ରାଉତରାୟ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କର ଏହି ଭିଡିଓ ଟି ଏବେ ଖୁବ୍ ଭାଇରାଲ୍ ହେଉଚି।