Movie prime

ରାଗିଲେ ସଲମାନ ଙ୍କ ଭଉଣୀ - ତମେ ସବୁ ଏତେ ବଡ ବଡ ଷ୍ଟାର ଥାଉ ଥାଉ ମୋ ସୁନା ହାର ଖୋଜି ବାହାର କରି ପାରିଲନି, ଅଯୋଗ୍ୟ ସବୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ହେଉଛନ୍ତି ବଲିଉଡ ର ଏକ ଆଗ ଧାଡ଼ି ର ଅଭିନେତା। ତାଙ୍କର ସାରା ଭାରତରେ ଅନେକ ଫ୍ୟାନ ମାନେ ମଧ୍ୟ ଅଛନ୍ତି।
ଆଉ ତାଙ୍କର ସମସ୍ତ ଫ୍ୟାନ ମଧ୍ୟ ତାଙ୍କୁ ବେଶ ଭକ ପାଇବା ମଧ୍ଯ ଦେଇଛନ୍ତି। ଆପଣ ମାନେ ଏହା ମଧ୍ଯ ଜାଣିଥିବେ କି ସଲମାନ୍ ଖାନ୍ ଙ୍କୁ ଉଚ୍ଚ ସ୍ଵରରେ କଥା କହିବା ପାଇଁ ମଧ୍ୟ ଲୋକ ମାନେ ଡରନ୍ତି।
ତାଙ୍କ ସାମ୍ନାରେ ମଧ୍ୟ କେହି ଉଚ୍ଚ ସ୍ୱର ରେ କଥା କହି ପାରନ୍ତି ନାହିଁ। ଏଥିରୁ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ଙ୍କ ମାନ୍ୟତା କେତେ ଅଛି। ହେଲେ ସଲମାନ୍ ଖାନ ଙ୍କ ପରିବାର ଲୋକ ସହ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ କି
Special Report
ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ। ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସଲମାନ୍ ଖାନ ଙ୍କ ପୋଷ୍ୟ ଭଉଣୀ ଅର୍ପିତା ଖାନ। ଅର୍ପିତା ଖାନ ଏବେ ଏଭଳି ଏକ ଜିନିଷ ହରାଇଛନ୍ତି ,
ଯାହାକୁ ନେଇ ଏବେ ଚାରିଆଡ଼େ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି। ଅର୍ପିତା ଖାନ ଙ୍କ ଘରୁ ଅଚାନକ ଲକ୍ଷ ଲକ୍ଷ ଟଙ୍କା ଅଦୃଶ୍ୟ ହୋଇ ଯାଇ ଥିବାର ଦେଖିବାକୁ ମିଳି ଥିଲା। ଏହାର କାରଣ ମଧ୍ଯ କେହି ଜାଣି ପାରି ନଥିଲେ।
ଆଉ ଏନେଇ ଚିନ୍ତିତ ମଧ୍ୟ ହୋଇ ପଡ଼ିଥିଲେ। ସଲମାନ୍ ଖାନ୍ ମଧ୍ଯ ଏନେଇ ଖୁବ ଚିନ୍ତିତ ହୋଇ ଯାଇଥିଲେ। ସେ ଏହାର କଣ ମଧ୍ୟ ଜାଣିବାକୁ ଚାହୁଁ ଥିଲେ। ଏନେଇ ଘଟଣାର ତଦନ୍ତ ମଧ୍ୟ କରାଗଲା।
Special Report
ଏବଂ ପରେ ଏହି ଘଟଣା ସହ ସଂପୃକ୍ତ ଥିବା ଅପରାଧି କୁ ମଧ୍ୟ ଧରା ପଡିଛି। ଏହା ମଧ୍ୟ ଜଣା ପଡ଼ିଥିଲା କି ସଂପୃକ୍ତ ଅପରାଧି ଜଣକ ସଲମାନ୍ ଖାନ୍ ଙ୍କ ଭଉଣୀ ଅର୍ପିତା ଖାନ ଙ୍କ ଘରୁ ଏକ ଦାମୀ ନେକ୍ ଲେସ ମଧ୍ୟ ଲୁଚେଇ ନେଇ ଯାଇଥିଲା।
ଏବେ ଏହି ଉକ୍ତ ଅପରାଧି ଜଣକୁ ଗିରଫ କରା ଯାଇଛି। ଆଉ ଉକ୍ତ ବ୍ୟକ୍ତି ର ଏଭଳି କାମ ପାଇଁ ମଧ୍ୟ ଉଚିତ ଦଣ୍ଡ ଦିଆ ଯିବ। ତେବେ ଆପଣଙ୍କ ଏହି ଘଟଣା ପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.