Movie prime

ରାହୁଲ ବାବା ଓଡ଼ିଶା ଆସୁଛନ୍ତି ଏଥର ଖେଳ ଜମିବ - ସୁର କହିଲେ ଏଥର କଂଗ୍ରେସ ଘାଣ୍ଟିବ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ସବୁବେଳେ ଖୁବ୍ ଚର୍ଚ୍ଚାରେ ରହି ଥାଆନ୍ତି।
Special report
ସେ କ୍ୟାମେରା ସାମ୍ନାରେ ଏଭଳି କିଛି କଥା କୁହନ୍ତି ଯାହାକି ଲୋକ ମାନଙ୍କୁ ମଧ୍ୟ ଖୁବ ପଶନ୍ଦ ଆସିଥାଏ। ସୁର ରାଉତ ରାୟ କହିଥିଲେ କି ୭ ତାରିଖ ଦିନ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ଆଉ ତାଙ୍କ ସହ ସୁର ରାଉତ ରାୟ ପ୍ରଚାର କରିବାକୁ ମଧ୍ୟ ଯାଉଛନ୍ତି।
ଏଭଳି ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ମଧ୍ୟ ଓଡ଼ିଶା ପ୍ରତି ଅନେକ କିଛି ଅବଦାନ ରହିଛି ଆଉ ସେ ସବୁ ସମ୍ପର୍କରେ ସୁର ରାଉତ ରାୟ କହିଥିଲେ। ନେହେରୁ ପରିବାରର ଦାନ ଓଡ଼ିଶା ପାଇଁ ଅତୁଳନୀୟ ବୋଲି ସେ କହିଥିଲେ।
ଆଗରୁ ଓଡିଶା ପାଇଁ ସେମାନେ ଅନେକ କିଛି କରି ଆସିଛନ୍ତି।ଆଉ ସୁର ରାଉତ ରାୟ ଙ୍କୁ ମଧ୍ୟ ଏକ ବଡ଼ ଦାୟିତ୍ଵ ଦିଆ ଯାଇଛି। ତାଙ୍କୁ ଚାରି ଆଡେ ପ୍ରଚାର କରି କଂଗ୍ରେସ ଦଳକୁ ଜିତାଇବା ଦାୟିତ୍ଵ ଦିଆ ଯାଇଛି।
Special report
ସେଥିପାଇଁ ମଧ୍ୟ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଉ ଏହି ଦାୟିତ୍ୱକୁ ନେଇ ସେ ଖୁବ ଖୁସୀ ଥିବାର ମଧ୍ୟ କହିଛନ୍ତି।ସେ କହିଥିଲେ କି ସବୁ ଆଡେ ସୁର ରାଉତ ରାୟ ଯିବେ ମାତ୍ର ଆଗେ ଖୋର୍ଦ୍ଧା ଯେଉଁଠାରେ କି
ସେ ଅଛନ୍ତି ତାହାର ପ୍ରଚାର କରିବେ। ଏହାପରେ ସେଠାରେ ପ୍ରଚାର କରି ସାରିବା ପରେ ତାଙ୍କୁ ଅନ୍ୟ ଯେଉଁ ଆଡେ ମଧ୍ୟ ପ୍ରଚାର କରିବା ପାଇଁ ପଠା ଯିବ ସେଥିପାଇଁ ସେ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି।
ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୁର ରାଉତ ରାୟ ଙ୍କ ଏହି ବୟାନ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏଥିପ୍ରତି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସେମାନେ ମଧ୍ଯ ଏହାକୁ ନେଇ ବେଶ ଖୁସୀ ଅଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।