Movie prime

ଓଡ଼ିଶା ପାଇଁ ରାହୁଲ ଗାନ୍ଧୀ ନେଲେ ବଡ ନିଷ୍ପତି ଦେଲେ ଏହି ଖୁସି ଖବର ଜାଣନ୍ତୁ ଏହି ବଡ ଘୋଷଣା ମାଧ୍ୟମରେ କେଉଁ ସବୁ ଲାଭ ମିଳିବ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ରାଜନୀତିର ମାହୋଲ୍ ସବୁଆଡେ ଦେଖିବାକୁ ମିଳୁଛି । ରାଜନୀତିକୁ ନେଇ କିଛି ଖବର ଆସିଛି । କଂଗ୍ରେସ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଓଡ଼ିଶା ଆସିଥିଲେ । ଆଉ ସେ ସାଲେପୁର ଅଞ୍ଚଳକୁ ଆସିଥିଲେ । ଏବେ ସେ କଣ ସବୁ ଘୋଷଣା କରିଛନ୍ତି ତାହା ଆପଣମାନେ ଜାଣିପାରିବେ । 
Hh
ସେ କହିଛନ୍ତି ଯଦି ଓଡ଼ିଶାରେ କଂଗ୍ରେସ ଦଳ ଶାସନ କରିବାକୁ ଆସିବ ତାହେଲେ ଓଡ଼ିଶାର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ମାସିକ ୨ ହଜାର ଟଙ୍କା ପଠାଯିବ । ୩ ହଜାର ଟଙ୍କା ବେରୋଜଗାର ଲୋକଙ୍କୁ ମିଳିବ ।
ଆଉ ଏହାସହ ବିଦ୍ୟୁତ୍ ମଧ୍ୟ ମାଗଣାରେ ମିଳିବ ।ଏବଂ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କା ହେବ । ସମସ୍ତ ଗରିବ ପରିବାରଙ୍କ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । କୋଟି ଲୋକଙ୍କୁ ସେ ଲକ୍ଷପତି ବନାଇବେ । ସେ ଆମଦାନୀ ଦୁଇଗୁଣ କରାଯିବ ।
ନରେନ୍ଦ୍ର ମୋଦୀ ଏବଂ ନବୀନ ବାବୁ ଗ୍ୟାସ ସିଲିଣ୍ଡର ୧୧୦୦ ଟଙ୍କାରେ ଦେଉଥିବା ବେଳେ କଂଗ୍ରେସ ସରକାର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବେ । ଆଉ ଛତିଶଗଡ ରାଜ୍ୟରେ କଂଗ୍ରେସ ଦଳ ଶାସନ କରୁଥିଲା ।
Yu
ଆଉ ସେଠାରେ ସରକାର କିଭଳି ଏହା ଏହି କଥା ଆପଣମାନେ ପଚାରି ବୁଝି ପାରିବେ । କୃଷକମାନଙ୍କୁ ମଧ୍ୟ ଅନେକ ସହାୟତା ରାଶି ସେ ପ୍ରଦାନ କରିବେ । ଭାରତର ସବୁ ଗରିବ ପରିବାରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏହାର ଏକ ତାଲିକା ପ୍ରସ୍ତୁତ କରାଯିବ ।
ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଙକୁ ଟଙ୍କା ପଠାଯିବ । ଆଉ ଏହାସହ ଚାକିରୀ ମଧ୍ୟ ଦିଆଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଯଦି ଆପଣ ୧୦ ବର୍ଷ କୋଟି ଟଙ୍କା ଆଦାନୀଙ୍କୁ ଦେଲେ ତାହେଲେ ଭାରତବାସୀଙ୍କୁ ଅନେକ ଟଙ୍କା ଦିଆଯିବ ।
ତାଙ୍କୁ ଲକ୍ଷପତି କରିବ । କଂଗ୍ରେସ ପାର୍ଟି ଓଡ଼ିଶାର ମହିଳାଙ୍କ ଆକାଉଣ୍ଟକୁ ଏକ ଲକ୍ଷରୁ ଅଧିକ ଟଙ୍କା ଦେବେ । ଯଦି ଓଡ଼ିଶାରେ କଂଗ୍ରେସ ସରକାର ଆସିଲା ତାହେଲେ ଅନେକ କିଛି ସୁବିଧା ଆଉ ଅନେକ କିଛି କାମ ରାହୁଲ ଗାନ୍ଧୀ କରିବେ ବୋଲି କହିଛନ୍ତି ।