Movie prime

ବହୁତ୍ ମନଦୁଃଖ କଲେ ରାହୁଲ ଗାନ୍ଧୀ...ଏଥର ମୋଦୀ ଯଦି ପ୍ରଧାନମନ୍ତ୍ରୀ ହୋଇଯିବେ ମତେ ବହୁତ୍ କଷ୍ଟ ହେବ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ୍ ସମୟ ରେ ସବୁଠାରେ ରାଜନୀତି କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଆମେ ଆପଣ ମାନଙ୍କୁ ପଞ୍ଜାବ ରାଜନୀତି ବିଷୟ ରେ କହିବାକୁ ଯାଉଛୁ।
ସେଠାରେ କଂଗ୍ରେସ ର ଦୁଇ ବରିଷ୍ଠ ନେତା ଦଳ ଛାଡି ଆମ ଆଦମୀ ପାର୍ଟି ରେ ମିଶି ଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ରାହୁଲ ଗାନ୍ଧୀ ମଧ୍ୟ ଏ ନେଇ ସମସ୍ତଙ୍କୁ ଭୁଲ୍ ମାଗୁଛନ୍ତି।୨୦୧୯ ନିର୍ବାଚନ ରେ ସେଠାରେ କଂଗ୍ରେସ ଦଳ ଏକ ବଡ ପରାଜୟ ହୋଇ ଥିଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Yh
ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଚି କି ରାହୁଲ ଗାନ୍ଧୀ ନାରାଜ ନେତା ମାନଙ୍କୁ ମନେଇ ବାକୁ ଚେଷ୍ଟା କରିଛନ୍ତି।ଏବେ ଦୁଇ ଜଣ ନେତା ଦଳ ଛାଡି ଅନ୍ୟ ଦଳ ରେ ମିଶି ଛନ୍ତି।କିଛି ଦିନ ତଳେ କଂଗ୍ରେସ
ନେତା ରାଜକୁମାର ଚବେବଲା କଂଗ୍ରେସ ଦଳ କୁ ଛାଡି ଚାଲି ଯାଇ ଥିଲେ।ଏହା ପରେ ସେ ଆପ ଦଳ ରେ ମିଶି ଯାଇ ଥିଲେ।ସେଠାରେ ଆପ୍ ଦଳ କଂଗ୍ରେସ ବିପକ୍ଷ ରେ ତାଙ୍କୁ ନିର୍ବାଚନ ରେ ତାଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛି।
ଏହାକୁ ନେଇ ଏବେ କଂଗ୍ରେସ ଦଳ ରେ ଖୁବ୍ ଚର୍ଚ୍ଚା କରା ଯାଉଚି।ରାହୁଲ ଗାନ୍ଧି ଏବେ ସମସ୍ତ ଙ୍କୁ ରାଜି କରାଇବା ପାଇଁ ଚେଷ୍ଟା କରୁଛନ୍ତି।ତେବେ ଆପଣ ମାନେ ଜାଣି ଥିବେ ଜୁନ ୪ ତାରିଖ ସୁଦ୍ଧା ନିର୍ବାଚନ ଫଳ ପ୍ରକାଶ ପାଇବ।
Yu
ଏଥର କେଉଁ ଦଳ ବିଜୟ ହାସଲ କରିବ ତାହା ଦେଖିବାକୁ ବାକି ରହିଲା।ଏହା ପରେ ଏବେ କଂଗ୍ରେସ ଦଳ ର ସାଂସଦ ରବନିତ ସିଂହ ଙ୍କୁ ଭାଜପା ଦଳ ପକ୍ଷ ରୁ ଟିକେଟ ମିଳିଛି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସେ ଏବେ କଂଗ୍ରେସ ଦଳ ପାଇଁ ଏକ ସମସ୍ୟା ସୃଷ୍ଟି କରି ପାରନ୍ତି।ଅନ୍ୟ ପଟେ ଅମୃତସର ରୁ ମଧ୍ୟ ଓପି ସୋନି ଙ୍କୁ ଟିକେଟ ଦେଇ ଥାଆନ୍ତା କଂଗ୍ରେସ।ହେଲେ ତାଙ୍କୁ ନ ଦେଇ ଗୁରୁଜିତ ସିଂହ ଙ୍କୁ ଟିକେଟ ଦେଇଚି।ଏହାକୁ ନେଇ ମଧ୍ୟ ଖୁବ୍ ବାଦ ବିବାଦ ଲାଗି ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.