Movie prime

ରାହୁଲ ଗାନ୍ଧୀ ଙ୍କ ଉପରେ ଲାଗିଲା POSCO, ଏବେ ଯାଇ ପାରନ୍ତି ଜେଲ୍...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବହୂତ ବଡ଼ ପ୍ରଶ୍ନ ଲୋକ ମାନଙ୍କ ମନରେ ଉଙ୍କି ମାରିବା ରେ ଲାଗିଛି କି ଗିରଫ ହେବେ କି ରାହୁଲ ଗାନ୍ଧୀ? ରାହୁଲ ଙ୍କ ନାମରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏଫ ଆଇ ଆର। ରାହୁଲ କରନ୍ତି ହିଂସା କୁ ସମର୍ଥନ।
Special report
ଏଫ୍ ଆଇ ଆର ପରେ ତେଜିଲା ଦେଶୀୟ ରାଜନୀତି। ରାହୁଲ ଗାନ୍ଧୀ ଏବେ ସମଗ୍ର ଭାରତରେ ତାଙ୍କର ଭାରତ ଯୋଡ଼ ଯାତ୍ରା ଏବେ ଜାରୀ ରଖିଛନ୍ତି। ଲୋକ ମାନଙ୍କ ସମର୍ଥନ ଓ ସହଯୋଗ ସହ ବଢ଼ି ବଢ଼ି ଚାଲିଛନ୍ତି।
ହେଲେ ଏହି ଯାତ୍ରା କୁ ଆସାମ ରେ ବିରୋଧ ପରେ ତେଜିଲାଣି ରାଜନୈତିକ ବିବାଦ। ଆଉ ଦେଖା ଯାଉଛି ରାଜନୀତିକ ଅରାଜକତା। ଖବର ଅନୁସାରେ ରାହୁଲ୍ ଯେତେବେଳେ ତାଙ୍କର ଦଳୀୟ ସମ୍ପର୍ଥକ ଙ୍କ ସହ ଆସାମ ରେ ପହଞ୍ଚି ଥିଲେ।
ଏବଂ ଗୋଟେ ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁ ଥିଲେ ସେଠାକାର ସ୍ଥାନୀୟ ବାସିନ୍ଦା ମାନେ ରାହୁଲ ଙ୍କୁ ଏଥିପାଇଁ ବିରୋଧ କରିଥିଲେ। ଏବଂ ମନ୍ଦୀର ଭିତରକୁ ପ୍ରବେଶ ପାଇଁ ମନା କରିଥିଲେ।
Special report
ଏହାପରେ ଯେତେବେଳେ ଏହାର ଠିକ ପରଦିନ ରାହୁଲ୍ ଆସାମ ର ଗୋହଟ ରେ ପହଞ୍ଚି ଥିଲେ ସେତେବେଳେ ଆସାମ କର୍ମୀ ଙ୍କ ସହ କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଧସ୍ତା ଧସ୍ତୀ ସାଙ୍ଗକୁ ଭାରି ଗଣ୍ଡଗୋଳ।
ଏହି ଘଟଣାକୁ ନେଇ ଆସାମ ର ମୂଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ,ରାହୁଲ ଙ୍କ ବିରୁଦ୍ଧରେ ଏଫ୍ ଆଇ ଆର ଦେଇ ଦେଇଛନ୍ତି। ତେବେ ଆସୁଥିବା ସଧାରଣ ନିର୍ବାଚନ ପରେ ରାହୁଲ ଙ୍କୁ ଗିରଫ କରାଯିବା ନେଇ,
ମତ ଦେଇଛନ୍ତି ଆସାମ ର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା।ମୁଖ୍ୟମନ୍ତ୍ରୀ କହିଥିଲେ କି ରାହୁଲ ଗାନ୍ଧୀ ଙ୍କ ବିରୁଦ୍ଧରେ ସେ ଏଫ୍ ଆଇ ଆର ଦେଇଛନ୍ତି ବୋଲି। ଏହାର ତଦନ୍ତ କରିବା ପାଇଁ ସେ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରିଥିଲେ।
ଏବେ ଯଦି ରାହୁଲ୍ ଙ୍କୁ ଗିରଫ କରାଯାଏ ତେବେ ରାଜନୀତିକ କାରଣ ବଶତଃ ରାହୁଲ୍ ଙ୍କୁ ଗିରଫ କରାଯାଇଅଛି ବୋଲି କଂଗ୍ରେସ କଥା ଉଠାଇବ। ଏହି କେସ ମଧ୍ୟ ସିଆଇଡି କୁ ସ୍ଥାନାନ୍ତର କରାଯିବ।