Movie prime

ବଢୁଛି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ! ଭୟରେ ସମସ୍ତେ ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୋଦୀ ଙ୍କୁ ପୁଣି ଘେରିଛନ୍ତି ରାହୁଲ୍। ରାହୁଲ୍ ଗାନ୍ଧୀ ଏବେ ଆଦାନୀ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ସ୍ଵତନ୍ତ୍ର ଅଧିବେଶନ ଡାକରାରେ ମଧ୍ୟ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ।
Special report
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବେ ଗୌତମ ଆଦାନୀ ଙ୍କୁ ନେଇ ମୋଦୀ ସରକାର ଙ୍କୁ ଅନେକ ପ୍ରଶ୍ନ କରିଛନ୍ତି। ମୁମ୍ବାଇ ରେ ଏକ ସାମ୍ୱାଦିକ ସମ୍ମିଳନୀରେ ରେ ସେ ଏନେଇ କହିଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି G20 ସମ୍ମିଳନୀ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଦେଶରେ ସ୍ବଚ୍ଛତା ରହିବା ମଧ୍ୟ ଖୁବ୍ ଜରୁରୀ ଅଟେ। ଆଦାନୀ ଙ୍କ ଉପରେ କିଛି ଖୁଲାଶା ହୋଇଛି। ଏହା ଦେଶର ଭାବମୂର୍ତ୍ତି କୁ ପ୍ରଭାବିତ କରୁଛି।
ସେ କହିଛନ୍ତି ଯେ ଦେଶ ବାହାରକୁ ଟଙ୍କା ପଠା ଯାଉଛି। ଆଉ ଏହା କାହାର ଟଙ୍କା ବୋଲି ସେ ପ୍ରଶ୍ନ କରିଛନ୍ତି। ରାହୁଲ୍ ଗାନ୍ଧୀ କହିଛନ୍ତି କି କିଛି ଖବର କାଗଜ ବହୁତ୍ ଗମ୍ଭୀର ଖବର ପ୍ରକାଶ କରିଛନ୍ତି।
Special report
ଖବର କାଗଜ ଦେଖାଇ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି କି ଏହା କାହାର ଟଙ୍କା। ଏହା ଆଦାନୀ ଙ୍କ ଟଙ୍କା ନା ଆଉ କାହାର ଟଙ୍କା ବୋଲି ମଧ୍ଯ ସେ ପ୍ରଶ୍ନ କରିଛନ୍ତି। ୟା ପଛରେ ମାଷ୍ଟର ମାଇଣ୍ଡ କିଏ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।
ରାହୁଲ୍ ଗାନ୍ଧୀ କହିଛନ୍ତି କି ଆମେ ବିଶ୍ଵ କୁ ଏହାକୁ ଜଣାଇବାକୁ ଚାହୁଁଛୁ କି ଆମ ଦେଶର ଅର୍ଥନୀତି ସ୍ୱଚ୍ଛ ଅଟେ। ସମସ୍ତଙ୍କର ମଧ୍ୟ ସମ୍ମାନ ଭାବରେ ସୁଯୋଗ ରହିଛି ତେବେ ପିଏମ ମୋଦୀ କାହିଁକି ଏପରି କରୁଛନ୍ତି।
ସେ କଣ ପାଇଁ ଅନୁସନ୍ଧାନ ରୁ ଦୂରେଇ ଯାଉଛନ୍ତି। ଏହା ସହ ସଂସଦ ର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକରା କୁ ନେଇ ମଧ୍ଯ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଆଦାନୀ ମାମଲାରେ ସେ କହିଛନ୍ତି କି ଏହା ଆତଙ୍କିତ ଭାବରେ କରାଯାଉଅଛି।
ଏଭଳି ଆତଙ୍କ ରେ ତାଙ୍କର ସଦସ୍ୟତା ପଦ ମଧ୍ୟ ବାତିଲ ହୋଇଥିଲା ବୋଲି କହିଥିଲେ।ନରେନ୍ଦ୍ର ମୋଦୀ ମଧ୍ଯ ଯେତେବେଳେ ଆଦାନୀ ପ୍ରସଙ୍ଗ ରେ କିଛି କୁହନ୍ତି ସେତେବେଳେ ନର୍ଭସ ହେଇ ଯାଆନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.