Movie prime

କାନ୍ଦିଲେ ରାହୁଲ - ମୋର ବାପା, ଜେଜେ ମା ଙ୍କ ଭଳି ଦିନେ ମତେ ବି ଏମାନେ ମାରିଦେବେ, ସେତେବେଳେ ହୁଏତ ମତେ ସବୁ ବୁଝିବେ

 
Special Report
ବର୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି।ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ସମାପନ ରେ ଭାଷଣ ଦେଇଛନ୍ତି।ସେ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି।ସେ ତାଙ୍କ ଜେଜେମା ଏବଂ ପିତାଙ୍କୁ ଉଲ୍ଲେଖ କରି ଭାବପ୍ରବଣ ହୋଇ ଥିବାର ଦେଖିବାକୁ ମିଳିଛି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ୧୪ ବର୍ଷର ହୋଇଥିଲେ।ସେ ସ୍କୁଲ ଯାଇଥିଲେ ତାଙ୍କର ଭୂଗୋଳ କ୍ଲାସ ଥିଲା।ଆଗରେ ବସିଥିଲେ।କିଛି ସମୟ ପରେ ଶ୍ରେଣୀଗୃହ ରେ ଶିକ୍ଷକ ଆସିଲେ। 
Special Report
ଏବଂ ରାହୁଲ ଗାନ୍ଧୀ ଙ୍କୁ ପ୍ରିନ୍ସିପାଲ୍ ଡାକୁଛନ୍ତି ବୋଲି କହିଥିଲେ।ଛୋଟ ବେଳେ ରାହୁଲ ଗାନ୍ଧୀ ବହୁତ ଦୁଷ୍ଟ ଥିଲେ।ଏବେ ବି ଦୁଷ୍ଟାମୀ କରୁଛନ୍ତି ବୋଲି କହିଥିଲେ।ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ହସି ଥିଲେ।
ରାହୁଲ ଗାନ୍ଧୀଙ୍କ ଭାବିଥିଲେ ସେ କିଛି ଦୁଷ୍ଟାମୀ କରିଛନ୍ତି ସେଥିପାଇଁ ତାଙ୍କୁ ପ୍ରିନ୍ସିପାଲ୍ ଡାକିଛନ୍ତି।ପ୍ରିନ୍ସିପାଲ୍ ଙ୍କ ଅଫିସ ରେ ରାହୁଲ ଗାନ୍ଧୀ ଯେତେବେଳେ ପହଞ୍ଚିଲେ ପ୍ରିନ୍ସିପାଲ୍ ତାଙ୍କ ଘରୁ କଲ୍ ଆସିଥିଲା ବୋଲି କହିଥିଲେ।
Special Report
ରାହୁଲ ଗାନ୍ଧି ଯେତେବେଳେ ଫୋନ ଧରିଲେ ସେତେବେଳେ ତାଙ୍କ ମା ଙ୍କ ସହିତ କାମ କରୁଥିବା ଜଣେ ମହିଳା ସେ ବହୁତ ଜୋର ଚିତ୍କାର କରୁଥିଲେ।
ସେ କହୁଥିଲେ ରାହୁଲ ଜେଜେମା ଙ୍କୁ ଗୁଳି ମାରି ଦେଇଛନ୍ତି।ଏହି କଥା ଯାହା କହୁଛନ୍ତି ରାହୁଲ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ୍ ଶାହା ଏହାକୁ ବୁଝି ପାରିବେ ନାହିଁ।କିନ୍ତୁ ଏହି କଥା କାଶ୍ମୀର ଲୋକମାନେ ନିଶ୍ଚୟ ବୁଝି ପାରିବେ।
ଏହାପରେ ଯେଉଁଠି ଇନ୍ଦିରା ଗାନ୍ଧୀ ଙ୍କୁ ଗୁଳି କରା ଯାଇଥିଲା ସେହି ସ୍ଥାନକୁ ରାହୁଲ ଗାନ୍ଧୀ ଯାଇଥିଲେ।ତାଙ୍କ ବାପା ମା ଦୁଃଖରେ ଭାଙ୍ଗି ପଡ଼ିଥିଲେ।ତାଙ୍କ ମା କିଛି ବି କହି ପାରୁ ନଥିଲେ।ରାହୁଲ ଜେଜେମା ଇନ୍ଦିରା,
ପିତା ରାଜୀବଙ୍କ ହ-ତ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.