Movie prime

ରାହୁଲ ଗାନ୍ଧୀ ଘର ନଥିବା ରୁ ତାଙ୍କୁ ୪ ମହଲା ଘର ନାମ ରେ କଲେ ଏହି ମହିଳା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ସବୁଠାରୁ ବଡ ଖବର ରାହୁଲ ଗାନ୍ଧୀଙ୍କ ପାଇଁ ଘର ଖାଲି କଲେ ଜଣେ ମହିଳା। ଘର ନଥିବାରୁ ରାହୁଲଙ୍କ ପାଇଁ ଲେଖି ନେଲେ ଚାରି ମହଲା କୋଠା।
ତେବେ ବନ୍ଧୁଗଣ ଏବେ ଏଭଳି ଏକ ଖବର ସାରା ଦେଶରେ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଛି। ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ରାହୁଲ ଗାନ୍ଧୀଙ୍କ ଲୋକ ସଭା ସାଂସଦ ସଭ୍ୟ ପଦ ରଦ ହେବା ପରେ ତାଙ୍କୁ ସରକାରୀ ବାସ ଭାବନା ଛାଡିବା ପାଇଁ ନୋଟିସ ଆସିଛି। 
ଏହାସହ ରାହୁଲ ଗାନ୍ଧୀ ମଧ୍ୟ ଘର ଛାଡିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ପରେ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ମୋ ଘର ରାହୁଲଙ୍କ ଘର ନାମରେ କାମ୍ପିଙ୍ଗ ଚଳାଇଛନ୍ତି।
ଏହାରି ମଧ୍ୟରେ ଜଣେ ମହିଳା ରାହୁଲଙ୍କ ନାଁରେ ଏକ କୋଠା ଲେଖିଛନ୍ତି। ହେଲେ ଏହାରି ମଧ୍ୟରେ ଚାଞ୍ଚଲ୍ୟ ଭରି ଦେଲା ଭଳି ଏକ ଖବର ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। 
ରାଜକୁମାରୀ ଗୁପ୍ତା ନାମକ ଜଣେ ମହିଳା ମଙ୍ଗଲ ପୁରୀ, ଦିଲ୍ଲୀରେ ଥିବା ନିଜର ଚାରି ମହଲା କୋଠା ରାହୁଲଙ୍କ ନାମରେ କରି ଦେଇଛନ୍ତି।
ରାହୁଲ ସରକାରୀ ବାସ ଭାବନ ଛାଡିବା ପରେ ତାଙ୍କ ପାଖରେ ରହିବା ପାଇଁ ଘର ନଥିବା ବେଳେ ମହିଳା ଜଣକ ଏଭଳି ପଦକ୍ଷେପ ନେଇଛନ୍ତି। ନିଜ ଘରକୁ ରାହୁଲଙ୍କ ନାଁରେ ରେଜଷ୍ଟର କରି ସେହି କାଗଜ ପତ୍ର ଧରି କଂଗ୍ରେସ କାର୍ଜ୍ୟାଳୟରେ ପହଞ୍ଚି ଥିଲେ । 
ତେବେ ଏନେଇ ରାହୁଲ ଗାନ୍ଧୀ କି ନିଷ୍ପତ୍ତି ନେବେ ଆଉ କେଉଁଠି ରହିବେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।
ମହିଳାଙ୍କର ଏପରି ନିଷ୍ପତ୍ତି ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହାସହ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଏହି ଖବରଟି ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.