Movie prime

ରାହୁଲ କହିଲେ : ମୋଦୀ ଜାଣି ଜାଣି ମତେ ଅଯୋଧ୍ୟା ରେ ହଇରାଣ କଲେ, ମତେ ଧକ୍କା ବି ଲୋକ ମାରିଛନ୍ତି...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଖୁବ୍ ଧୁମଧାମରେ ପାଳିତ ହୋଇ ଯାଇଛି।ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଥିଲେ।
Special report
ଦୀର୍ଘ ପାଞ୍ଚ ଶହ ବର୍ଷ ର ଅପେକ୍ଷା ପରେ ଶେଷ ରେ ସମସ୍ତ ଭାରତୀୟ ଙ୍କ ଆଶା ପୂର୍ଣ୍ଣ ହୋଇଛି।ତେବେ ଏହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ହୋଇଚି।ସମସ୍ତଙ୍କୁ ଏହି ପ୍ରତିଷ୍ଠା ଉତ୍ସବ କୁ ଡକା ଯାଇ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କାହିଁକି ଡକା ଯାଇ ନ ଥିଲା।
ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇ ଥିଲେ ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାହାରେ ଧାରଣା ରେ ବସି ଥିଲେ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲା ଙ୍କ ମୂର୍ତ୍ତି କୁ ପୂଜା କରୁଥିଲେ।
ତାଙ୍କ ପୂଜା ରେ ମୁଖ୍ୟ କର୍ତ୍ତା ରୂପେ ପ୍ରଧାନ ମନ୍ତ୍ରୀ ବସି ଥିଲେ।ହେଲେ ରାହୁଲ ଗାନ୍ଧୀ ଆସି ନ ଥିଲେ।ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆ ଯାଇ ନ ଥିଲା।ଯାହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳିଛି।ରାହୁଲ ଗାନ୍ଧୀ ଙ୍କ ଭୁଲ କଣ ଥିଲା।
Special report
ସୂଚନା ଅନୁସାରେ ଏ ନେଇ ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି କହିଛନ୍ତି କି ମୁଁ ବି ଜଣେ ଭାରତୀୟ।ମୋର ବି ଅଧିକାର ରହିଛି ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ।
ତେବେ କିଛି ସୁରକ୍ଷା କର୍ମୀ ମୋତେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଦେଇ ନ ଥିଲେ।ଏହା କେବଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ ହୋଇଛି।ତାଙ୍କରି କଥା ଅନୁସାରେ ସେମାନେ ମୋତେ ଭିତରକୁ ଛାଡ଼ି ନାହାନ୍ତି।ଦୀର୍ଘ ପାଞ୍ଚ ଶହ ବର୍ଷ ଅପେକ୍ଷା ପରେ ରାମ ମନ୍ଦିର ପ୍ରତିଷ୍ଠା କରା ଯାଇଛି।
ଏ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି।ସମସ୍ତେ ରାମ ଙ୍କୁ ଦେଖିବା ପାଇ ବସି ରହୁଛନ୍ତି।ଗୋଟିଏ ପଟେ ରାମ ଙ୍କ ମୂର୍ତ୍ତି ର ପ୍ରାଣ ପ୍ରତିଷ୍ଠା ହେଉ ଥିବା ବେଳେ
ଅନ୍ୟ ପଟେ ରାହୁଲ ଗାନ୍ଧୀ ଧାରଣା ରେ ବସି ଥିଲେ।ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆ ଯାଇ ନ ଥିଲା।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.