Movie prime

କର୍ଣାଟକ ରେ କଂଗ୍ରେସ ର ବିପୁଳ ବିଜୟ ପରେ ସିଂହ ଭଳି ଗର୍ଜନ କଲେ ରାହୁଲ, କହିଲେ ଦେଖିଲ ମୁ କଣ କହୁଥିଲି, ଆମେ ଜିତିବୁ ! ୨୦୨୪ କୁ ଅପେକ୍ଷା କର, ମୋଦୀ ଶାସନ ମୂଳପୋଛ ହେବ

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କର୍ଣ୍ଣାଟକ ପରେ କଣ ରହିଛି କଂଗ୍ରେସ ଙ୍କ ଯୋଜନା ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଆହୁରି ପ୍ରଶ୍ନ ଉଠୁଛି ଯେ ରାଜସ୍ଥାନ ରେ କାହିଁକି ଚାଲିଛି ଗେହଲଟ,ପାଇଲଟ ଫାଇଟ।
କ୍ଷମତା କୁ ଆସିଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି।କର୍ଣ୍ଣାଟକ ବିଜୟ କଂଗେସ ଙ୍କୁ ଉତ୍ସାହିତ କରି ଦେଇଛି ସତ ମାତ୍ର ରାଜସ୍ଥାନ ରେ କଣ ହେବ ସେନେଇ ଏବେ ଦଳୀୟ ନେତୃତ୍ୱ।
Special report
କର୍ଣାଟକ ରେ କଂଗେସ କ୍ଷମତା କୁ ଆସିବା ପରେ ସେଠାକାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବାଟ ଫିଟୁ ନାହିଁ। ଛକା ପଞ୍ଜା ଜାରି ରହିଛି।ସେପଟେ ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ରେ ମଧ୍ୟ ନିର୍ବାଚନ ହେବାର ଅଛି।
ମାତ୍ର ଏବେ ଠାରୁ ମୁଖ୍ୟମନ୍ତ୍ରୀ ଅଶୋକ ଏବଂ ପୂର୍ତବନ ବିସିସି ସଭାପତି ସଚିନ ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି।ନିଜ ସରକାର ଙ୍କ ବିରୁଦ୍ଧରେ ସଚିନ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଛନ୍ତି।
ସୋମବାର ଦିନ ଏହା ଶେଷ ହୋଇଛି।ରାଜସ୍ଥାନ ର ପୂର୍ବତନ ବିଜେପି ସରକାର ଙ୍କ ସମୟରେ କରାଯାଇଥିବା ଦୁର୍ନୀତି ବିରୁଦ୍ଧ ରେ ସଚିନ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
Special Report
ମାତ୍ର ଗଲା ଚାରି ବର୍ଷ ହୋଇଗଲାଣି ଏନେଇ ଗେହଲଟ ସରକାର ଚୁପ୍ ରହୁଥିବା ସିଏ ଅଭିଯୋଗ କରିଛନ୍ତି।ନିର୍ବାଚନ ହେବାକୁ ଥିବା ରାଜ୍ୟ ରେ ଏବେ ଠାରୁ ଏପରି ବିରୋଧ ଦଳ ପାଇଁ କ୍ଷତି କାର ହୋଇପାରେ ବୋଲି ଜଣାପଡିଛି।
ତେଣୁ ପରିସ୍ଥିତି ନେଇ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଳା।ଧୀରେ ଧୀରେ ଏହି ସମସ୍ୟା ର ସମାଧାନ ହୋଇଯିବ ବୋଲି ସେ ଆଶାବାଦୀ ଅଛନ୍ତି।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.