Movie prime

Rahul ଙ୍କ ଲୋକପ୍ରିୟତା ଦେଖି ଡରିଲେଣି ମୋଦୀ, ୨୦୨୪ ନିର୍ବାଚନ କଣ ମୋଦୀ ଙ୍କ ହାତରୁ ଯିବ?

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ରାହୁଲ ଗାନ୍ଧୀ ଏଭଳି କାମ କରିଛନ୍ତି ଯାହାକି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ଆପଣମାନେ ଜାଣିଥିବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜିତିଥିଲେ।ରାହୁଲ ଗାନ୍ଧୀ ଜିତିବା ପରେ ରାତ୍ରି ସମୟରେ ଟ୍ରକ୍ ବସି ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି।
Special Report
ଯାହାକୁ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏହି ଭିଡିଓ ଟି କଂଗ୍ରେସ ସେୟାର କରିଛନ୍ତି ବୋଲି ଜଣାପଡିଛି।କୁହାଯାଉଛି ଯେ ଘୃଣାର ବଜାରରେ ଭଲ ପାଇବାର ଦୋକାନ ଖୋଲୁଛନ୍ତି।
ଏହା ଅମ୍ବାଲାରେ ଦେଖିବାକୁ ମିଳିଛି।ସୂଚନା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାତ୍ରା କରିବାକୁ ବାହାରିଥିଲେ।ସେଥିପାଇଁ ସେ ଅମ୍ବାଲାରୁ ଚଣ୍ଡୀଗଡ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାଇଥିଲେ।
କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତାମାନେ ରାହୁଲଙ୍କ ଟ୍ରକ୍‌ରେ ଯାଉଥିବାର ମଧ୍ୟ ଭିଡିଓ ରେ ଦେଖିବାକୁ ମିଳିଛି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରୁ ଶିମଲା ଯିବାପାଇଁ ସୋମବାର ଦିନ ବାହାରି ଥିଲେ।
Special Report
କଂଗ୍ରେସ କର୍ମୀ ଏହି ବିଷୟରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଅମ୍ବାଲାରେ ଟ୍ରକ୍ ଡ୍ରାଇଭର ଙ୍କ ସହିତ ସାକ୍ଷାତ କରି କଥା ହୋଇଛନ୍ତି।ଆଉ ତାଙ୍କର ସମସ୍ୟା ଦୂର କରିବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି।
ସୂଚନା ଅନୁସାରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ରାହୁଲଙ୍କ ର ଏହି ଭିଡିଓ ସେୟାର କରିଛନ୍ତି।ସେୟାର କରି ଲେଖିଛନ୍ତି ଯେ ୟୁନିଭର୍ସିଟିର ଛାତ୍ର, ଖେଳାଳି, ସିଭିଲ ସର୍ଭିସର ପ୍ରସ୍ତୁତି କରୁଥିବା ଯୁବପୀଢି, କୃଷକ, ଡେଲିଭରି ପାର୍ଟନର, ବସ୍‌ରେ ସାଧାରଣ ନାଗରିକ ଓ
 ଏବେ ରାତି ଅଧରେ ରାହୁଲ ଗାନ୍ଧୀ ଟ୍ରକ୍ ଡ୍ରାଇଭର ଙ୍କ ସହିତ ସାକ୍ଷାତ କରିଥିବାର କାରଣ ହେଉଛି ସେ ଏହି ଦେଶର ଲୋକଙ୍କ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି।ଏହି ଘଟଣାଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.