Movie prime

ରାହୁଲ ଛାଡ଼ିଲେ ରଣ ହୁଙ୍କାର, ଭାଇମାନେ ଏଇ ଥର ମତେ ଜିତେଇ ଦିଅ ବାସ... ଚାଷୀ ଭାଇ ଆଉ ଗରିବ ଶ୍ରେଣୀ ରେ ରହିବେନି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେଲେଙ୍ଗାନା ରେ ରାହୁଲ୍ ଦେଇଛନ୍ତି ପ୍ରତିଶ୍ରୁତି। କଂଗ୍ରେସ କ୍ଷମତା କୁ ଆସିଲେ ହଳଦୀ ଚାଷୀଙ୍କୁ ମିଳିବ ସହାୟତା। କ୍ଵିଣ୍ଟାଲ ପିଛା ୧୫ ହଜାର ଟଙ୍କା ଦେବେ ସହାୟତା ରାଶି।
Special report
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ତେଲେଙ୍ଗାନା ରେ କହିଛନ୍ତି କି ଆଗକୁ ହେବାକୁ ଥିବା ରାଜ୍ୟରେ ବିଧାନ ସଭା ନିର୍ବାଚନ ରେ ଯଦି କଂଗ୍ରେସ ଶାସନ କରେ ତେବେ ଦଳ ଏହା ଘୋଷଣା କରିଛି କି କୃଷକ ମାନଙ୍କୁ ୧୨ ହଜାର ରୁ ୧୫ ହଜାର ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ।
ଏଭଳି କହିଛନ୍ତି କି ସବୁ କୃଷକ ମାନଙ୍କୁ ସମର୍ଥନ ମୂଲ୍ୟ ୫୦୦ ଟଙ୍କା ରୁ ଅଧିକ ମଧ୍ଯ ମିଳିବ। କଂଗ୍ରେସ ମଧ୍ଯ ସେଠାରେ ଚିନି କାରଖାନା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ରାହୁଲ।
ଯଦି କଂଗ୍ରେସ କ୍ଷମତା କୁ ଆସେ ତେବେ ତେଲେଙ୍ଗାନା ସମେତ ଜାତି ସଂଘ ଜନ ଗଣନା କରିବ। ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଜନ ଗଣନା ରିପୋର୍ଟ କୁ ଆଦୌ ସାର୍ବଜନୀନ କରୁ ନାହାଁନ୍ତି ଯାହାକି ଏକ ଚିନ୍ତା ର ବିଷୟ।
Special report
ରାହୁଲ ସେଥିପାଇଁ କହିଛନ୍ତି କି କଂଗ୍ରେସ କ୍ଷମତା କୁ ଆସିବା ପରେ ନୂତନ ଜାତି ଜନ ଗଣନା ମଧ୍ଯ କରିବ। ସେ ଆହୁରି ମଧ୍ୟ କହିଛନ୍ତି କି ଦଳ କ୍ଷମତା କୁ ଆସିବା ପରେ ତେଲେଙ୍ଗାନା ରେ ମଧ୍ଯ ଜନ ଗଣନା କରିବ।
ରାହୁଲ୍ ଗାନ୍ଧୀ କହିଛନ୍ତି କି ତେଲେଙ୍ଗାନା ର ସମ୍ପର୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ସହ ବହୂତ ଭଲ ଭାବରେ ଚାଲି ଆସିଛି। ରାଜ୍ୟରେ ଆଗମୀ ନିର୍ବାଚନ ହେବାକୁ ଯାଉଛି।
ଆଉ ଏହି ନିର୍ବାଚନ କୁ ଆଖି ଆଗରେ ରଖି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ। ଯାହାକୁ ନେଇ ଚାରିଆଡ଼େ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି କେତେକ ଲୋକ ଏହାକୁ ସମର୍ଥନ କରୁଥିବା ବେଳେ
ଆଉ କେତେକ କୋକ ଏହାକୁ ଘୋର ବିରୋଧ ମଧ୍ୟ କରିଛନ୍ତି ଆଉ କହିଛନ୍ତି ଏହା ନିର୍ବାଚନୀ ଚାଲ। ତେବେ ଏହି ସମ୍ପର୍କରେ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.