Movie prime

ଆଜି ସନ୍ଧ୍ୟା ୭ ସୁଦ୍ଧା ଆସିଯିବ ଓଡ଼ିଶା କୁ ବର୍ଷା..ପ୍ରବଳ ବେଗରେ ଆସିବ ପବନ ଆଉ ତୋଫାନ୍...

 
Uu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରେ କାଳ ବୈଶାଖୀ ପ୍ରଭାବ ରେ କିଛି ଅଞ୍ଚଳ ରେ ହାଲୁକା ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି।ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲାରେ ହେବାର ସମ୍ଭାବନା ଅଛି।
ସେହିପରି ବରଗଡ଼ ରେ ଏବଂ ଗଞ୍ଜାମ ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତା ସହିତ ରାଜ୍ୟ ର ଆହୁରି କିଛି କିଛି ସ୍ଥାନ ରେ ହାଲୁକା ମାତ୍ରା ରେ ବର୍ଷା ହୋଇପାରେ।
Hh
କଟକ ରେ ୩୩.୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ରେ ପାଖାପାଖି ୩୩ ଡିଗ୍ରୀ ତାପମାତ୍ରା ରହିଥିଲା।ମୁଖ୍ୟତଃ ଭାବରେ ଆଜିର ତାପମାତ୍ରା ଭୁବନେଶ୍ୱର ରେ ପାଖାପାଖି ୩୫ ରୁ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି।
ଏହାପରେ ଆଉ କିଛି ସ୍ଥାନ ରେ ପାଖାପାଖି ୩୫ ରୁ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି।ଦକ୍ଷିଣ ଓଡ଼ିଶା ର ଅନେକ ସ୍ଥାନ ରେ ମେଘୁଆ ଆକାଶ ସହିତ ହାଲୁକା ବର୍ଷା ମଧ୍ୟ ରହିଛି।ଆଉ କିଛି ଜିଲ୍ଲା ରେ ବିଜୁଳି ଘଡ ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି।
Hh
ମୟୂରଭଞ୍ଜ,କେନ୍ଦୁଝର,ଭଦ୍ରକ,ବାଲେଶ୍ଵର ଏହି ସବୁ ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି।ବର୍ତମାନ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ର ପ୍ରଭାବ ନାହିଁ।କିନ୍ତୁ ଉପକୂଳ ଅଞ୍ଚଳ ରେ ଜଳୀୟ ବାଷ୍ପ ମାତ୍ରା ଯଥେଷ୍ଟ ଅଧିକ ରହିଛି।
୧୯ ତାରିଖ ବେଳ କୁ କେତକ ଜିଲ୍ଲା ରେ ବହୁତ ବର୍ଷା,ବିଜୁଳି ଘଡଘଡି ହେବ ।ଆଉ ପବନ ୪୦ ରୁ ୫୦ କିମି ରହିବ।୪ ତାରିଖ ରେ ମଧ୍ୟ ବହୁତ ଜୋର ବର୍ଷା ହେବ ବୋଲି ସୂଚନା ମିଳିଛି।
୭ ଦିନ ଯାଏଁ ରାଜ୍ୟ ରେ ବର୍ଷା ଲାଗି ରହିବ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.