Movie prime

ବର୍ଷା ଆଜି ସକାଳୁ ସକାଳୁ ବିଜେଡିରେ ଦେଇ ଦେଲେ ଯୋଗ...ଅନୁଭବ - ବର୍ଷା ଙ୍କ ଭିତରେ ହେବ ଜୋରଦାର ଲଢେଇ..

 
Gg
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପୁଣି ଥରେ ମୁହାଁମୁହିଁ ହେବେ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।ଆପଣ ମାନେ ସମସ୍ତେ ଜାଣି ଥିବେ କିଛି ଦିନ ହେବ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ଛାଡ ପତ୍ର ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରି ଥିଲା।
ଏବେ ପୁଣି ଥରେ ତାଙ୍କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଗତ କାଲି ବର୍ଷା ପ୍ରିୟଦର୍ଶିନୀ ରାଜନୀତି ରେ ଯୋଗ ଦେଇଛନ୍ତି।ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ତାଙ୍କୁ ଅନେକ କଥା କୁହା ଯାଉଛି।
Yy
ସୂଚନା ଅନୁସାରେ ଅନୁଭବ ମହାନ୍ତି ଗତ କିଛି ଦିନ ତଳେ ବିଜୁ ଜନତା ଦଳ କୁ ଛାଡ଼ି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି।ତାଙ୍କୁ ବାରବାଟି ଓ ସାଲେପୁର ନିର୍ବାଚନ ମଣ୍ଡଳୀ ରୁ ଟିକେଟ ମିଳି ପାରେ ବୋଲି ଆଶା କରା ଯାଉଚି।
ହେଲେ ବିଜେଡି ଉକ୍ତ ଦୁଇ ସ୍ଥାନ ର ପ୍ରାର୍ଥୀ ଘୋଷଣା କରି ସାରିଛି।ତେବେ ନିକଟରେ ବର୍ଷା ପ୍ରିୟଦର୍ଶିନୀ ବିଜେଡି ରେ ଯୋଗ ଦେଇଛନ୍ତି।ତାଙ୍କୁ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ବିଜେଡି ଦଳ ଟିକେଟ ଦେଇ ପାରେ।
ହେଲେ ଏ ଯାଏଁ କୌଣସି ସୂଚନା ମିଳି ପାରି ନାହିଁ।କୁହା ଯାଉଛି ବିଜେଡି ତାଙ୍କୁ ଅନ୍ୟ ସ୍ଥାନ ରୁ ଟିକେଟ ଦେଇ ପାରେ।ତେବେ ସେ ବିଜେଡି ଦଳ ର ପ୍ରଚାର ପାଇଁ ନିଶ୍ଚିତ ଯିବେ।
Yy
ସେଠାରେ ତାଙ୍କର ଅନୁଭବ ମହାନ୍ତି ଙ୍କ ସହିତ ସାକ୍ଷାତ ହୋଇ ପାରେ ବୋଲି ଲୋକ ମାନେ କହୁଛନ୍ତି।ଆଜି ସେ ବିଜେଡି ଯୋଗ ଦେଇଛନ୍ତି।ଗଣ ମାଧ୍ୟମ କୁ ସାକ୍ଷାତକାର ଦେବା ଅବସର ରେ ସେ କହିଥିଲେ କି ନବୀନ ସାର ଙ୍କ ଠାରୁ ମୁଁ ଅନେକ କଥା ଶିଖିଚି।
ତାଙ୍କ କାର୍ଯ୍ୟ କରିବା ଶୈଳୀ ମୋତେ ବହୁତ ପସନ୍ଦ ଆସେ।ସେ କଥା କମ୍ କହନ୍ତି କାମ ବେଶୀ କରନ୍ତି।ତାଙ୍କ ପାଖରେ ରହି ଏଠାରେ ତାଙ୍କ ନିର୍ଦ୍ଦେଶ ରେ କାମ କରିବି।
ଆମ ଦଳ ରେ ରହି ଲୋକ ଙ୍କ ବିକାଶ ଉପରେ ବେଶୀ ଗୁରୁତ୍ଵ ଦେବି।ମୁଁ ମୋ ଇଚ୍ଛା ରେ ଆଜି ବିଜେଡି ରେ ଯୋଗ ଦେଇଚି।ଏଥିପାଇଁ ବହୁତ ଖୁସି ଅଛି ବୋଲି ସେ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.