Movie prime

୨୦ ବର୍ଷ ହେଲା ରାଜ୍ୟସରକାର ଙ୍କ ନିର୍ଦ୍ଦେଶ ରେ ପାଣ୍ଡିଆନ ରାଜ୍ୟ ବ୍ୟବସ୍ଥା ବୁଝି ଆସୁଛନ୍ତି, ଯଦି ସେ ମୁଖ୍ୟମନ୍ତ୍ରୀ ହୋଇ ଯିବେ ତ ଅସୁବିଧା କଣ? ଆଉ କଣ ବିରୋଧୀ ହେବେ?

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ୍ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ।ନିକଟ ରେ ସେ ତାଙ୍କର ପ୍ରଶାସନିକ ଚାକିରି ରୁ ଇସ୍ତଫା ଦେଇ ଛନ୍ତି।
Special report
ଏହାକୁ ନେଇ ବହୁ ଆଲୋଚନା ମଧ୍ୟ ହୋଇ ସାରିଲାଣି।ଗତ ମଙ୍ଗଳବାର ଦିନ ମୁଖ୍ୟ ମନ୍ତ୍ରୀ ତାଙ୍କୁ ୫ ଟି ର ଅଧକ୍ଷ ତଥା ମୋ ଓଡ଼ିଶା ନବୀନ ଓଡ଼ିଶା ର ଚେୟାର ମ୍ୟାନ ରୂପେ ନିଯୁକ୍ତି କରି ଥିଲେ।ଗତ ଦଶ ବର୍ଷ ଧରି ରାଜ୍ୟ ରେ ଯେତିକି ସବୁ ଉନ୍ନତି ହୋଇଛି ତାହା କେବଳ ଭି କେ ପାଣ୍ଡିଆନ ଙ୍କୁ ପାଇଁ।
ତାଙ୍କୁ ମୁଖ୍ୟ ମନ୍ତ୍ରୀ ୨୦୧୧ ମସିହାରେ ତାଙ୍କର ବ୍ୟକ୍ତି ଗତ ସଚିବ ଭାବେ ନିଯୁକ୍ତି ଦେଇ ଥିଲେ।ସେବେ ଠାରୁ ସେ କେବଳ ଓଡ଼ିଶା ର ଉନ୍ନତି କଥା ଚିନ୍ତା କରିଛନ୍ତି।ଅନେକ ଲୋକ ତାଙ୍କ ବିପକ୍ଷ ରେ ଠିଆ ହୋଇଛନ୍ତି।ହେଲେ ସେ କେବେ ପଛକୁ ଚାହିଁ ନାହାଁନ୍ତି।
ତାଙ୍କର କାର୍ଯ୍ୟ କୁ ଦେଖି ମୁଖ୍ୟ ମନ୍ତ୍ରୀ ତାଙ୍କୁ ବହୁତ ପସନ୍ଦ କରନ୍ତି।ଓଡ଼ିଶା ର ଆଜି ଯାଏଁ ଯେତିକି ଉନ୍ନତି ହୋଇଛି ତାଙ୍କର ମୁଖ୍ୟ ଭୂମିକା ରହିଛି ବୋଲି କହିଲେ କିଛି ଭୁଲ ହେବ ନାହିଁ।ଆଜି ସେ ତାଙ୍କ କାମ ପାଇଁ ଘରେ ଘରେ ପରିଚିତ।
Special report
ଲୋକ ଙ୍କ ଭଲ ମନ୍ଦ ବୁଝିବା ପାଇ ସେ ବିଭିନ୍ନ ଜିଲ୍ଲା ଗ୍ରସ୍ତ କରୁଥିଲେ।ଆମ ରାଜ୍ୟରେ ଥିବା ମନ୍ଦିର ଗୁଡ଼ିକ ର ଉନ୍ନତି କରଣ ତଥା କ୍ରୀଡା କ୍ଷେତ୍ର ରେ ରାଜ୍ୟ କୁ ଆଗକୁ ନେବାରେ ତାଙ୍କର ଭୂମିକା ରହିଛି।ପାଣ୍ଡିଆନ ଙ୍କ ବିନା ଓଡ଼ିଶାରେ ଏତେ ସବୁ ପରିବର୍ତ୍ତନ ହୋଇ ପାରି ନ ଥାଆନ୍ତା।
ସେ ପ୍ରଶାସନିକ ବିଭାଗ ରେ ଚାକିରି କରିଥିଲେ।ତାଙ୍କ କାର୍ଯ୍ୟ ଦକ୍ଷତା ରେ ପ୍ରଭାବିତ ହୋଇ ଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ସେଥିପାଇଁ ସେ ତାଙ୍କୁ ତାଙ୍କର ବ୍ୟକ୍ତି ଗତ ସଚିବ ଭାବେ ନିଯୁକ୍ତି ଦେଲେ।
ଉଭୟ ମୁଖ୍ୟ ମନ୍ତ୍ରୀ ଓ ପାଣ୍ଡିଆନ ଓଡ଼ିଶା ର ଲୋକ ମାନଙ୍କୁ ଦୃଷ୍ଟି ରେ ରଖି ଉନ୍ନତି କଥା ଚିନ୍ତା କରି ଥିଲେ।ଆଗରୁ ରାଜ୍ୟ ର ଯେଭଳି ଅବସ୍ଥା ରହିଥିଲା।
ଏବେ ଆଉ ସେଭଳି ରହି ନାହିଁ।ଧୀରେ ଧୀରେ ଓଡ଼ିଶା ର ଉନ୍ନତି ହେବାରେ ଲାଗିଛି।ଯାହା କେବଳ ପାଣ୍ଡିଆନ ଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.