Movie prime

ଯଦି ସେ କଙ୍ଗନା କୁ ସରକାର Z+ ସୁରକ୍ଷା ଦେଲେ, ମତେ କାହିଁକି ନୁହେଁ? ସେ ଏମିତି କଣ କି?? ରାକ୍ଷୀ ସାୱନ୍ତ୍ ମୋଦୀ ଙ୍କୁ କଲେ ଗୁହାରି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାକ୍ଷୀ ସାୱନ୍ତ୍ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ମତାମତ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ତଳେ ତାଙ୍କର ପୂର୍ବ ସ୍ୱାମୀ ଆଦିଲ ଦୁରାନି ଙ୍କୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ।
ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା। ଏବେ ରାକ୍ଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ Z ସିକ୍ୟୁରିଟି ତାଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି।
Special Report
ତେବେ ଆପଣ ମାନେ କିଛି ଦିନ ତଳେ ରାକ୍ଷୀ ସାୱନ୍ତ୍ ଙ୍କ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ୍ ହେଇ ଥିବାର ଦେଖିଥିବେ। ଯେଉଁଥିରେ ସେ କହିଥିଲେ କି ସେ ଇଦ୍ ଅବସର ରେ ଏହା କହିବାକୁ ଚାହୁଁଛନ୍ତି କି
 ତାଙ୍କ ଭାଇ ସଲମାନ୍ ଖାନ ଙ୍କ ଦେହରେ କେହି ବି ହାତ ମାରିବେ ନାହିଁ। ନଚେତ୍ ଏହାର ପରିଣାମ କିଛି ଭଲ ହେବ ନାହିଁ। ରାକ୍ଷୀ ସାୱନ୍ତ୍ ଏହା ମଧ୍ୟ କହିଥିଲେ କି ସଲମାନ୍ ଖାନ ଙ୍କ ବଦଳ ରେ ତାଙ୍କ ଜୀବନ ନେଇ ଯାଆନ୍ତୁ,
ହେଲେ ସଲମାନ୍ ଖାନ ଙ୍କ କୌଣସି କ୍ଷତି ନକରନ୍ତୁ। ଏହାପରେ ରାକ୍ଷୀ ଏବେ ଏହା କହିଛନ୍ତି ତାଙ୍କୁ ଲରେନ୍ସ ବିଷ୍ନୋଇ ଙ୍କ ଗ୍ୟାଙ୍ଗ ରୁ ଜଣେ ବ୍ୟକ୍ତି ଏହା ଧମକ ଦେଇ କହିଛନ୍ତି କି ସଲମାନ୍ ଖାନ୍ ଙ୍କ ମାମଲା ଠାରୁ ଦୂରେଇ ରହିବା ପାଇଁ ନଚେତ୍ କିଛି ଠିକ୍ ହେବ ନାହିଁ।
Special Report
ଏହି ଧମକ ପରେ ରାକ୍ଷୀ ଏବେ ଡରି ଯାଇଛନ୍ତି। ଏବଂ ସେ ଏକ ସାକ୍ଷାତକାରରେ ଏହା କହିଥିଲେ କି ଖୁବ୍ ଶୀଘ୍ର ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହ ଦେଖା କରିବାକୁ ଯାଉଛନ୍ତି।
ଆଉ ସେ ମୋଦୀଜି ଙ୍କୁ ଭେଟିବା ପରେ ତାଙ୍କୁ Z ସିକ୍ୟୁରିଟି ପ୍ରଦାନ କରାଯାଉ ବୋଲି ଅନୁରୋଧ କରିବେ। ଆଉ ସେ ଏହା ମଧ୍ଯ କହିଛନ୍ତି କି ଯଦି କଙ୍ଗନା ରାଣାୱତ ଙ୍କୁ ଏହି Z ସିକ୍ୟୁରିଟି ପ୍ରଦାନ କରାଯାଇ ପାରୁଛି,
Special Report
ତେବେ ତାଙ୍କୁ କାହିଁକି ନୁହେଁ। ତାଙ୍କର ଏହି କଥା ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.