Movie prime

ରାକ୍ଷସୀ ମା ର ନାରକିୟ କାଣ୍ଡ ! ନିଜ ପୁଅ ସହ କରିଦେଲା ଏମିତି କାମ ଯେ ଆପଣ ବି ଜାଣିଲେ ରକ୍ତ ଗରମ ହୋଇଯିବ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପଥର ପାଲଟିଲା ମାର ହୃଦୟ। ଜନ୍ମିତ ୩ ବର୍ଷର ଶିଶୁପୁତ୍ରକୁ ଅକଥନୀୟ ନି-ର୍ଯା-ତ-ନା ଦେଲା ମାଆ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ। ଗୋପପୁର ଛକରେ ଘରଭଡା ନେଇ ରହୁଥିବା ଜଣେ ମହିଳା।
ମହିଳା ଜଣଙ୍କ ନିଜ ୩ ବର୍ଷର ଶିଶୁପୁତ୍ରକୁ ବିଭିନ୍ନ ସମୟରେ ମାଡପିଟ୍‌ କରୁଥିଲେ। ଏପରିକି ମହିଳାଙ୍କ ବାପା ତଥା ଶିଶୁପୁତ୍ରର ଅଜା ମଧ୍ୟ ଶିଶୁଟି ପ୍ରତି ଅକଥନୀୟ ନି-ର୍ଯା-ତ-ନା ଦେଇଛନ୍ତି। 
ତେବେ ରବିବାର ରଶ୍ମି ଶିଶୁପୁତ୍ରଟି ସିଗାରେଟ ଚେ-ଙ୍କ ଦେଇଥିଲେ। ପିଲାଟି ଯନ୍ତ୍ରଣାର ଛଟପଟ ହେଉଥିଲା। ଏହା ଦେଖି ପାଖ ପଡ଼ୋଶୀ ସହି ନପାରି କାହିଁକି ଛୁଆଟିକୁ ଚେ-ଙ୍କ ଦେଉଛ ବୋଲି କହି ବିରୋଧ କରିଥିଲେ। ଏବଂ ସରପଞ୍ଚଙ୍କୁ ଏବିଷୟରେ ଅବଗତ କରାଇଥିଲେ।
ଯ-ନ୍ତ୍ର-ଣା-ରେ ଛଟପଟ ହେଉଥିବା କୁନି ଛୁଆଟିକୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ଉଦ୍ଧାର କରିଛନ୍ତି। ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ୟୁନିଟ ସଦସ୍ୟ କହିଥିଲେ। 
ସେପଟେ ଶିଶୁର ମାଆ ଅଟକ ରହିବା ପୂର୍ବରୁ ନିଜ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ମାଆର ପିଲା ପ୍ରତି ସବୁବେଳେ ଲୋଭ ଥାଏ। ସେ କେବେ ବି ନିଜ ପିଲାଙ୍କୁ ଏମିତି ନି-ର୍ଯା-ତ-ନା ଦେବନାହିଁ।
ପାଠ ପଢିବା ବେଳେ ପିଲାକୁ ମାରିଥିବା କହିଛନ୍ତି ମହିଳା ଜଣକ।
ଜଣେ ମାଆ ହିସାବରେ ତାକୁ ଶାସନ ଓ ଆକଟ କରିବାକୁ ମୁଁ ମାଡ ମାରିଛି। ଦୟା କରି ଘଟଣାକୁ ନେଗେଟିଭ ରୂପ ଦିଅନ୍ତୁ ନାହିଁ ବୋଲି ମାଆ ରଶ୍ମି କହିଛନ୍ତି।
ଏବଂ ପିଲାର ଦେହସାରା ଚେ-ଙ୍କ ଭର୍ତି ଥିବା ବେଳେ ମାଆ କିନ୍ତୁ ଘଟଣାକୁ ଅସ୍ୱୀକାର କରିଛି। ପିଲାଟି ମାଡ ଖାଇସାରିବା ପରେ ପଡିଯାଇଥିଲା ଓ ଦେହ ସାରା କ୍ଷ-ତ ହୋଇଛି। ସିଗାରେଟ ଚେ-ଙ୍କ ଦେବା ସମ୍ପୁର୍ଣ୍ଣ ମିଛ କଥା ବୋଲି ଶିଶୁ ଟିର ମାଆ ରଶ୍ମି କହିଥିଲେ।
ଏହି ଘଟଣାଟିକୁ ନେଇ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବା ସହିତ ଦୋଷୀକୁ ଉଚିତ୍ ଦଣ୍ଡ ମିଳିବା ନିହାତି ଆବଶ୍ୟକ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.