Movie prime

ବନ୍ଧା ହେବା ଡରରେ ସୁପ୍ରିମକୋର୍ଟ ପହଞ୍ଚିଲେ ରାକ୍ଷୀ ସାୱନ୍ତ୍ ଦେଖନ୍ତୁ ନେଲେ ଏହି ନିଷ୍ପତି

 
Vb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ତେବେ ବନ୍ଧୁଗଣ ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନି ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଥିଲେ। ଏହି ମାମଲା ରୁଜୁ ହେବାପରେ ବମ୍ବେ ହାଇକୋର୍ଟ ରେ ଜାମିନ ଆବେଦନ କରିଥିଲେ ରାକ୍ଷୀ।
ହେଲେ ହାଇକୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲା ,ପରେ ରାକ୍ଷୀ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଥିଲେ।
ରାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁ ଦାବି କରିଥିଲେ। ଏପ୍ରିଲ ୨୨ ତାରିଖ ସୋମବାର ଦିନ ରାକ୍ଷୀଙ୍କ ଏହି ଆବେଦନର ଶୁଣାଣି ହୋଇଛି। ତାଙ୍କର ଆବେଦନ କୁ ପୁଣିଥରେ ଖାରଜ କରିଦେଇଛି ସୁପ୍ରିମକୋର୍ଟ ୪ସପ୍ତାହ ମଧ୍ୟରେ
Bb
ନିମ୍ନଅଦାଲତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ରାକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମୁତାବକ ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ କରିଦେଇଛନ୍ତି। 
ଏହି ମାମଲାରେ ରାକ୍ଷୀ ଗିରଫଦାରୀରୁ ବଞ୍ଚିବା ପାଇଁ ଅଗ୍ରମୀ ଜାମିନ ଆବେଦନ କରିଥିଲେ। ରାକ୍ଷୀଙ୍କ ଅଗ୍ରୀମ ଜାମିନ ଆବେଦନକୁ ସୁପ୍ରିମକୋର୍ଟଙ୍କ ପୂର୍ବରୁ ବମ୍ବେ ହାଇକୋର୍ଟ ଖାରଜ କରି କହିଥିଲେ, ‘ଅଭିନେତ୍ରୀଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ
କେବଳ ଅଶ୍ଳୀଳ ଅଛି ତାହା ନୁହେଁ ଅଶ୍ଳୀଳ ଠାରୁ ଆହୁରି ନିମ୍ନମାନର ରହିଛି। ତଥ୍ୟା, ଅଭିଯୋଗ ଓ ଘଟଣା ସହିତ ଜଡ଼ିତ ଥିବା ପରିସ୍ଥିତିକୁ ବିଚାର କରିବା ପରେ ଅଭିନେତ୍ରୀଙ୍କ ଆବେଦନ ଖାରଜ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.