Movie prime

ହେ ଭଗବାନ୍ ୟେ କଣ ହେଇଗଲା : ରାମ ମନ୍ଦିର ପ୍ରତିଷ୍ଠା ଆଗରୁ ଗିରଫ ହେଲେ ଯୋଗୀ ଆଦିତ୍ୟ ନାଥ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଉତ୍ତରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ଭଲ ଭାବେ ଜାଣି ଥିବେ।ରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ।ସେ ରାମ ଙ୍କ ଭକ୍ତ ଅଟନ୍ତି।ହେଲେ ଆଜି ତାଙ୍କ ପାଖକୁ ଆସିଚି ଧମକ।
Special report
ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପୂର୍ବ ରୁ ତାଙ୍କୁ ହ-ତ୍ୟା କରିବା ପାଇଁ ଚେ-ତା-ବ-ନୀ ଦିଆ ଯାଇଛି।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।ଖଲିସ୍ଥାନ ଆତଙ୍କବାଦୀ ମାନେ ତାଙ୍କୁ ଏହି ଧମକ ଦେଇଛନ୍ତି।ଖଲିସ୍ଥାନ ଆତଙ୍କବାଦୀ ଙ୍କ ସହଯୋଗୀ ଙ୍କୁ ଛାଡି ଦେବା ପାଇଁ ସେମାନେ ମୁଖ୍ୟ ମନ୍ତ୍ରୀ ଆଦିତ୍ୟ ନାଥ ଙ୍କୁ କହିଛନ୍ତି।
ନ ହେଲେ ଜାନୁୟାରୀ ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ତାଙ୍କୁ ହ-ତ୍ୟା କରା ଯିବ।ରାମ ମନ୍ଦିର ପ୍ରତିଷ୍ଠା କୁ ଦେଖି ପାରିବେନି ଯୋଗୀ ଆଦିତ୍ୟ ନାଥ।ଏହି ଭଳି କିଛି ଧମକ ମିଳିଚି ଯୋଗୀ ଆଦିତ୍ୟ ନାଥ ଙ୍କୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ହେବାକୁ ଯାଉଚି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ।
ଏଥିରେ ବିଭିନ୍ନ ସ୍ଥାନ ର ଲୋକ ମାନେ ଯୋଗ ଦେବେ।ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କୁ ଏଥିରେ ନିୟନ୍ତ୍ରଣ କରା ଯାଇଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଆସିବେ।
Special Report
ଏବେ ଉତ୍ତରପ୍ରଦେଶ ସରକାର ତିନି ଆତଙ୍କବାଦୀ ଙ୍କୁ ଗିରଫ କରିଛନ୍ତି।ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବ ରୁ ଆତଙ୍କ ବାଦୀ ଙ୍କ କବଳ କୁ ଆସି ସାରିଥିବେ ଉତ୍ତରପ୍ରଦେଶ ର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
ଭଗବାନ ସିଂହାସନ ରେ ବସିବା ଆଗରୁ ଯୋଗୀ ଙ୍କୁ ଆମେ ମାରିଦେବୁ ବୋଲି କହିଛନ୍ତି ଖଲିସ୍ଥାନ ଆତଙ୍କବାଦୀ କୁରୁବତ ସିଂହ ପନୁ।ସେ ଆହୁରି ମଧ୍ୟ କହିଛନ୍ତି କି ଜାନୁୟାରୀ ୨୨ ତାରିଖ ରେ ଅଯୋଧ୍ୟା ରେ ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା କରାଇ ଦେବୁ ନାହିଁ।
ସେଠାରେ ବମ ପକାଇ ସମସ୍ତଙ୍କୁ ଉଡ଼ାଇ ଦେବୁ।ତିନି ଆତଙ୍କବାଦୀ ଗିରଫ ହେବା ପରେ ସେ ଏମିତି କିଛି ଧମକ ଦେଇଚି।ଯାହାକୁ ନେଇ ଲୋକ ମାନେ ଏବେ ଭୟବିତ ଅଛନ୍ତି।ସେହି ତିନି ଜଣ ଆତଙ୍କବାଦୀଙ୍କୁ ଛାଡିବା ପାଇଁ ସେମାନେ କହିଛନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।