Movie prime

ରାମ ମନ୍ଦିର ପ୍ରତିଷ୍ଠା ପରେ ସତ ହେବ ମାଳିକା ବଚ୍ଚନ ଦେଖନ୍ତୁ ମହାଦେବ କରିଥିଲେ ଏମିତି ବର୍ଣ୍ଣନା ଆଜି ସବୁ ସତହେଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ମାଳିକା ବଚନକୁ ନେଇ ଆସୁଥିବା କଥା ସବୁ ଜାଣି ପାରୁଛନ୍ତି । ମାଳିକାରେ ଯେଉଁ କଥା ଲେଖା ହୋଇଛି ତାହା ଦିନେ ନା ଦିନେ ନିଶ୍ଚୟ ସତ ହେବ ।
Special report
ଏବେ ଅଯୋଧ୍ୟାର ରାମ ମନ୍ଦିରରେ ଭଗବାନ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ବିଷୟରେ ମଧ୍ୟ ମାଳିକାରେ ଲେଖା ଯାଇଥିଲା । ଏହି ବିଷୟରେ ଆପଣମାନେ ଏବେ ଜାଣିପାରିବେ । ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି ମାଳିକା । 
ଖରାପ ଜିନିଷ ଭଲ ଦେଖା ଯିବ ଆଉ ଭଲ ଜିନିଷ ଖରାପ ଦେଖାଯିବ । ଲୋକମାନଙ୍କୁ ଭଲ କହିଲେ ତାହା ଖରାପ ହେବ । ଆଉ ଭଲ କଥା ଆଉ ଭଗବାନଙ୍କ କଥା ସେୟାର କରିବା ବେଳେ ହାତ କାଟିବ ।
ଯେଉଁ ପୁରୁଷ ପର ସ୍ତ୍ରୀ ସହ ସମ୍ପର୍କ ରଖିବ ସେ ନର୍କ ଭୋଗ କରିବ । ଯେଉଁମାନେ ନିଶା ଦ୍ରବ୍ୟ ସେବନ କରୁଛନ୍ତି ସେମାନେ ନର୍କ ଭୋଗ କରିବେ । ୧୦ ବର୍ଷରେ ଝିଅ ରଜବତି ହେବ । ଆଉ ୧୧ ବର୍ଷରେ ପିଲା ଜନ୍ମ କରିବେ ବୋଲି ମାଳିକାରେ ଲେଖାଯାଇଛି । 
Special report
୧୧ ବର୍ଷରେ ପୁତ୍ର ସନ୍ତାନ ଜନ୍ମ କରିବେ ବୋଲି କହିଥିଲେ । ଉଚ୍ଚ ପଦବୀରେ ଥିବା ମାନେ ଲୋକଙ୍କ ଘରେ ସବୁବେଳେ ଝଗଡ଼ା କରିବେ । ଚଣ୍ଡାଳ ସବୁବେଳେ ହରଣ କରିବେ । ଏହିଭଳି ଅନେକ ଲୀଳା ହେବ । ଟାହି ଟାପୁରା କଥା ହେବ ।
ସବୁ ଆଡ଼େ କାମର ବାଣ ହେବ । ବାପାଙ୍କୁ ଚାକର କରି ରଖିବେ । ବାପାଙ୍କର ପରିଚୟ ଦେବାକୁ ଲୋକମାନେ କୁଣ୍ଠା ବୋଧ କରିବେ । ମୁଣ୍ଡ ଉପରେ ନିଜ ପତ୍ନୀଙ୍କୁ ବସାଇ ଦେବେ ଆଉ ନିଜ ପରିବାରକୁ ଭଲରେ ରଖିବେ ନାହିଁ । ପରିବାର ଲୋକଙ୍କୁ ହେୟ ମନେ କରିବେ । 
ନାରୀମାନେ ଦମ ଦମ ହୋଇ ଚାଲିବେ । ନିଜର ବଡ ପଣ ଦେଖାଇବେ । ଅନ୍ୟାୟ ଅତ୍ୟାଚାର ଭିତରେ ସମସ୍ତେ ପ୍ରଭୁ ରାମଙ୍କ ନାମ ଜପିବେ । ଆଜି ସବୁଠି ପ୍ରଭୁ ରାମଙ୍କ ନାମ ଶୁଭୁଛି । ସମସ୍ତେ ଜୟ ଶ୍ରୀରାମ କହୁଛନ୍ତି । ମାଳିକାରେ ଲେଖା ଥିଲା ଆଉ ଏହି କଥା ଏବେ ଦେଖା ଯାଉଛି ।
ମାଳିକାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଅନେକ କଥା ଲେଖାଯାଇଛି । ଏବେ ସାରା ଓଡ଼ିଶାରେ ଶୀତର ଦାଉ ରହିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ମାଳିକା କଥା ବିଷୟରେ ଜାଣିପାରିବେ ।