Movie prime

ରାମମନ୍ଦିର ପ୍ରତିଷ୍ଠା ରେ ଡକା ନ ହେବାରୁ ରାଗି ଗଲେ ସଲମାନ୍ ଆଉ ଶାହରୁକ୍, ଆମେ କଣ ଦେଶ ର ଲୋକ ନୁହେଁ?? କାହିଁକି ଡାକିଲନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟା ମନ୍ଦିରରେ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ରାଜନେତା ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ଏହି ସମାରୋହରେ ସାମିଲ୍ ଥିଲେ।
Special report
କିଛି ବଲିଉଡ ସେଲିବ୍ରିଟି ଏଭଳି ଅଛନ୍ତି ଯେଉଁମାନେ କି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ ହୋଇ ନଥିଲେ। ସଲମାନ୍ ଖାନ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଅଂଶ ଗ୍ରହଣ କରି ନାହାଁନ୍ତି।
ତାଙ୍କୁ ମଧ୍ୟ ନୀମନ୍ତ୍ରଣ କରାଯାଇ ନାହିଁ। ସଲମାନ୍ ଖାନ ଙ୍କ ବ୍ୟତୀତ ଅମିର ଖାନ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ। ସେହି ଭଳି ଆଉ ଜଣେ ଅଭିନେତା ହେଉଛନ୍ତି ଶାହାରୁଖ ଖାନ।
ତାଙ୍କୁ ମଧ୍ୟ ନିମନ୍ତ୍ରଣ ପଠା ଯାଇ ନାହିଁ। ତାଙ୍କୁ ନିମନ୍ତ୍ରଣ ନକରିବା ର କାରଣ ଏବେ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ। ଦୀପିକା ପାଦୁକନ ଓ ରଣବୀର ସିଂହ ମଧ୍ୟ ଏହି ତାଲିକା ରେ ଅଛନ୍ତି। ସେ ଦୁହିଁଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନଥିଲା।
Special report
ଦୀପିକା, ରଣବୀର ଙ୍କ ସହ କରୀନା ଓ ସୈଫ୍ ଅଲ୍ଲୀ ଖାନ ମଧ୍ୟ ଏଥିରେ ଯୋଗ ଦେଇ ନାହାଁନ୍ତି। ରଣବୀର କପୁର, ଆଲିଆ ଭଟ୍ଟ, ଭିକି କୌଶାଲ, କ୍ୟାଟ୍ରିନା କୈଫ୍ ଙ୍କ ଅନେକ କଳାକାର ମାନେ ଏହି ସମାରୋହରେ ଯୋଗ ଦେଇଥିଲେ।
ଏହି ସେଲିବ୍ରିଟି ମାନଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏବଂ ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ତାଙ୍କ ସମ୍ପର୍କରେ ମଧ୍ୟ ଖୁବ ଆଲୋଚନା ହେଉଛି।
ହେଲେ ତାଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ ତାହା ଏବେ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ। ଏହାର କାରଣ ମଧ୍ୟ ଲୋକମାନେ ଜାଣିବାକୁ ଚାହୁଁଛନ୍ତି।
ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାଙ୍କୁ କଣ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ। ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web