Movie prime

ରାମ ମନ୍ଦିର ର ପ୍ରତିଷ୍ଠା ରେ ମୋଦୀ ହେବେ କର୍ତ୍ତା, ମୋଦୀ ତ ଅବିବାହିତ, ବିନା ସ୍ତ୍ରୀ ରେ କେମିତି ହେବେ କର୍ତ୍ତା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ରାମ ମନ୍ଦୀର ପ୍ରତିଷ୍ଠା ହେବା ଯଜ୍ଞ ରେ ମୋଦୀ ଙ୍କ ପାଖରେ ବସିବ କିଏ ଏନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯଦି ଯଜ୍ଞରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତା ଭାବରେ ବସିବେ
Special report
ତେବେ ଧର୍ମପତ୍ନୀ ଙ୍କ ବିନା ମୋଦୀ ଯଜ୍ଞରେ ବସିବେ କେମିତି ଏନେଇ ଚର୍ଚ୍ଚା ହେବାରେ ଲାଗିଛି। ଆଉ କେମିତି ପତ୍ନୀ ଙ୍କ ବିନା ମୋଦୀ କର୍ତ୍ତା ସାଜିବେ ଏନେଇ ଏବେ ଲୋକ ମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଛି।
ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପାଇଁ ଯୋଜନା ସବୁ ପ୍ରସ୍ତୁତି ସାରିଲାଣି।୨୧ ହଜାର ପଣ୍ଡିତ ଙ୍କ ବେଦ ଧ୍ଵନି ସହିତ ସାରା ଅଞ୍ଚଳ ଜୟ ଜୟକାର ଧ୍ଵନି ରେ କମ୍ପି ଉଠିବ। ଏହା ମଧ୍ୟରେ ଲୋକଙ୍କ ମନରେ ଉଙ୍କି ମାରୁଛି ସେହି ଗୋଟିଏ ହିଁ ପ୍ରଶ୍ନ।
ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାରେ କର୍ତ୍ତା ଭାବରେ କିଏ ବସିବେ? କିଏ ମହା ଯଜ୍ଞରେ ବସି ପୂର୍ଣ୍ଣାହୁତି ଅର୍ପଣ କରିବେ? ଆଉ କିଏ ସେହି ମହା ପୂଜାର କାର୍ଯ୍ୟ ସମାପନ କରିବେ?
Special report
ପ୍ରଧାନମନ୍ତ୍ରୀ ଯଦି ଏହି ପୂଜା ରେ କର୍ତ୍ତା ଭାବରେ ବସିବେ ତେବେ କଣ ତାଙ୍କ ପତ୍ନୀ ମଧ୍ୟ କର୍ତ୍ତା ଭାବରେ ବସିବେ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ହିଁ ପୂଜା ସମ୍ପାଦନ କରିବେ।
ପୂର୍ବରୁ ରାମାୟଣ ସମୟରେ ଅଶ୍ଵମେଧ ଯଜ୍ଞ ରେ ଯେତେବେଳେ ମାତା ସୀତା ବନବାସରେ ଥିଲେ ସେତେବେଳେ ପ୍ରଭୁ ଶ୍ରୀ ରାମ ଅଶ୍ଵମେଧ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ପାଇଁ ସେ ମାତା ସୀତା ଙ୍କ ଶରୀର ପ୍ରତିମା ନିର୍ମାଣ କରିଥିଲେ।
ତାଙ୍କରି ହାତ ଧରି ହିଁ ସେ ଯଜ୍ଞ କୁଣ୍ଡରେ ଆହୁତି ମଧ୍ୟ ଦେଇଥିଲେ। ହେଲେ ଆଜି ଅଯୋଧ୍ୟାର ସେହି ମହା ଯଜ୍ଞ ରେ କିଏ କର୍ତ୍ତା ଭାବରେ ବସିବ ତାହାକୁ ନେଇ ଲୋକ ମାନଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।
ଯଦି ପ୍ରଧାନମନ୍ତ୍ରୀ ଏହି ପୂଜା ରେ କର୍ତ୍ତା ହୋଇ ବସିବେ ତାହାଲେ ତାଙ୍କର ପତ୍ନୀ କଣ ଅଯୋଧ୍ୟାକୁ ଆସିବେ ନା ତାଙ୍କ ଉଦ୍ଦେଶ୍ୟରେ ପ୍ରତିମା ନିର୍ମାଣ କରାଯିବ ବୋଲି ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।