Movie prime

ରଣବୀର ଙ୍କୁ ନେଇ ଆସୁଛି ବଡ ଖବର ଦେଖନ୍ତୁ ରଣବୀର ଙ୍କ ଗାଲରେ ପଡ଼ିଲା ୨୪ ଚାପୁଡ଼ା - ଜାଣନ୍ତୁ ଏହାର କାରଣ କଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବଲିଉଡ ଅଭିନେତା ରଣବୀରଙ୍କୁ ଜାଣିଥିବେ ।
Special Report
ଆପଣମାନେ ସମସ୍ତେ ଏହି ଅଭିନେତାଙ୍କୁ ଭଲଭାବରେ ଜାଣିଥିବେ । ଅଭିନେତା ରଣବୀର ହେଉଛନ୍ତି ଜଣେ ମହାନ୍ କଳାକାର । ଅଭିନେତା ରଣବୀର ସିଂଙ୍କୁ ନେଇ ଆସିଛି ଏହି ଖବର ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏହି ଖବର ବିଷୟରେ ଜାଣିପାରିବେ । ଏବେ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଭଲଭାବରେ ଜାଣିଥିବେ । ଏବେ ତାଙ୍କର ଭଲପାଇବାକୁ ବା ପ୍ରେମକୁ ଭଲଭାବେ ଜାଣିଥିବେ । 
ତାଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଅଭିନେତା ରଣବୀର ସିଂଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥାନ୍ତି । ଆଉ ସିଲଭର ସ୍କ୍ରୀନରେ ଲୋକମାନେ ଅଭିନେତାଙ୍କ ଅଭିନୟକୁ ପସନ୍ଦ କରିଥାନ୍ତି ।
Special Report
ସିଲଭର ସ୍କ୍ରିନରେ ଆପଣମାନେ ସମସ୍ତେ ଏହି ଅଭିନେତା ଜଣଙ୍କର ଅଭିନୟ ସବୁବେଳେ ଅଲଗା ଅଲଗା ପ୍ରକାରର ଦେଖିଥିବେ । ୨୦୧୮ ମସିହାରେ ରଣବୀର ସିଂ ପଦ୍ମାବତୀ ଫିଲ୍ମରେ ଆହ୍ଲା ଉଦ୍ଦିନ ଖିଲିଜ୍ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରିଥିଲେ । ଏବେ ଅଭିନେତାଙ୍କର ନୂଆ ଫିଲ୍ମ୍ ଆସିବାକୁ ଯାଉଛି ।
Special Report
ଆଉ ଏବେ ଏହି ଫିଲ୍ମକୁ ନେଇ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି ଅଭିନେତା ରଣବୀର ସିଂ । ପଦ୍ମାବତୀ ଫିଲ୍ମରେ ଏହି ଅଭିନେତା ଜଣକର ବେଶଭୂଷାକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଏହି ଫିଲ୍ମରେ ଅଭିନୟ କରିବା ସମୟରେ ଅଭିନେତା ରଣବୀର ସିଂ ଥରେ ନୁହେଁ ୨୪ ଥର ଚାପୁଡ଼ା ଖାଇଥିଲେ ।
ପଦ୍ମାବତୀ ଫିଲ୍ମରେ ଏକ ସିନ ଥିଲା ଯେଉଁଥିରେ ରାଜା ମୁରାର ରଣବୀର ସିଂଙ୍କୁ ଚାପୁଡ଼ା ମାରିଥିଲେ । ସେହି ସିନ ପାଇଁ ସେ ଚାପୁଡ଼ା ଖାଇଥିଲେ । ଏହି ଫିଲ୍ମରେ ଅନେକ କଳାକାର ମଧ୍ୟ ନଜର ଆସିଥିଲେ । ସେତେବେଳେ ଏହି ଫିଲ୍ମ ସୁପରହିଟ ଥିଲା ।