Movie prime

ରଣବୀର ଙ୍କୁ ଛାଡ଼ିଦେଲେ ଆଲିଆ, ଆଉ ବୁଲୁଛନ୍ତି ଅଲଗା ଜଣେ ରଣବୀର ସହ !!! ହେଲେ ଅଚାନକ ଏମିତି କଣ ପାଇଁ କଲେ ଆଲିଆ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଲିଆ ଭଟ୍ଟ ହେଉଛନ୍ତି ବଲିଉଡ୍ ର ଜଣେ ସୁନ୍ଦରୀ ଓ ଚୁଲବୁଲି ଅଭିନେତ୍ରୀ। ସେ ଏବେ ଫିଲ୍ମ୍ ପାଇଁ କମ୍ ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ସେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି।
ସେ ରଣବୀର କପୁର ଙ୍କୁ ବିବାହ କରିଥିଲେ। ଏହାପରେ ତାଙ୍କର ଏକ ଝିଅ ମଧ୍ୟ ହୋଇଥିଲା ଯାହାର ନାମ ସେ ଦେଇଛନ୍ତି ରାହା। ଆଲିଆ ଭଟ୍ଟ ଙ୍କ ଜୀବନ ମଧ୍ୟ ବେଶ ଖୁସୀରେ ତାଙ୍କର ପରିବାର ଲୋକଙ୍କ ସହ କଟୁଛି ।
Special Report
ହେଲେ ଆଲିଆ ଏପରି ପଦକ୍ଷେପ ନେଇଛନ୍ତି ଯାହାକୁ କେହି ବିଶ୍ୱାସ କରିପାରିବେ ନାହିଁ।ଆଲିଆ ଭଟ୍ଟ ବର୍ତ୍ତମାନ ରଣବୀର ଏବଂ ତାଙ୍କ ଝିଅ ଙ୍କୁ ଛାଡ଼ି ଏଭଳି ଏକ ସ୍ଥାନକୁ ଚାଲି ଯାଇଛନ୍ତି ଯାହାକୁ ନେଇ ଲୋକ ମାନେ ବିଲକୁଲ ଖୁସୀ ନୁହଁନ୍ତି।
ସମସ୍ତେ ଭାବୁଥିଲେ କି ଆଲିଆ ମାଆ ହେବା ପରେ ସେ ତାଙ୍କ ଝିଅର ଯତ୍ନ ବେଶ ଭଲ ଭାବରେ ନେବେ ଏବଂ ତାଙ୍କ ଝିଅ ସହ ହିଁ ସମୟ ଅତିବାହିତ କରିବେ। ମାତ୍ର ଏବେ କିଛି ଅଲଗା ଦେଖିବାକୁ ମିଳିଛି।
Special Report
ଆଲିଆ ତାଙ୍କ ଝିଅ ଓ ସ୍ୱାମୀ ଙ୍କୁ ଛାଡ଼ି ବାହାରେ ବୁଲୁ ଥିବାର ଦେଖିବାକୁ ମିଳିଛନ୍ତି। ଆଲିଆ ଙ୍କ ଏଭଳି ବ୍ୟବହାର କୁ ଲୋକ ମାନେ ଘୋର ନିନ୍ଦା ମଧ୍ୟ କରିଛନ୍ତି। ଆଲିଆ ଙ୍କୁ ନିକଟରେ ରଣବୀର ସିଂ ଙ୍କ ସହ ଦେଖିବାକୁ ମିଳିଥିଲା।
ଲୋକ ମାନେ ଏହା ମଧ୍ୟ ପ୍ରଶ୍ନ କରିଥିଲେ କି ସେ କଣ ପାଇଁ ନିଜ ସ୍ଵାମୀ ଓ ଝିଅ ଠାରୁ ଦୂରେଇ ଯାଇ ରଣବୀର ସିଂ ଙ୍କ ନିକଟତର ହେଉଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଲୋକ ମାନେ
Special Report
ରଣବୀର ସିଂ ଙ୍କୁ ମଧ୍ଯ ଖୁବ ଟ୍ରୋଲ କରୁଛନ୍ତି।ଆଲିଆଙ୍କୁ ରଣଭୀର ସିଂଙ୍କ ସହ ଦେଖିବାକୁ ମିଳିଥିଲା କାରଣ ତାଙ୍କ ଫିଲ୍ମ ଖୁବ ଶୀଘ୍ର ଏକ ଆସିବାକୁ ଯାଉଛି।
ଯେଉଁଥିପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରାୟତଃ ସାକ୍ଷାତକାର ହେଉଥିଲା ଏବଂ ବର୍ତ୍ତମାନ ଉଭୟଙ୍କ ଫିଲ୍ମ ଆସୁଛି ଏହାକୁ ନେଇ ଦୁହେଁ ବେଶ ଖୁସି ମଧ୍ୟ ଅଛନ୍ତି। ଏହି ଚଳଚ୍ଚିତ୍ରର ନାମ ରହିଛି “ରକି ଆଣ୍ଡ ରାନୀ କି ପ୍ରେମ କାହାନି”।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.