Movie prime

ରାଣୀ ପଣ୍ଡା ଙ୍କ ଗାଳି ଶୁଣି ବିରକ୍ତି ହେଲେ ସୁର, ତୁ ଭଲ ଝିଅ ଟା... ଗାଳି ଫାଳି ଦେନା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ।ଯାତ୍ରା ଜଗତ ରେ ତାଙ୍କର ଗୋଟିଏ ସ୍ଵତନ୍ତ୍ର ପରିଚୟ ରହିଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସବୁବେଳେ ବିବାଦ ରେ ରହି ଥାଆନ୍ତି ରାଣୀ ପଣ୍ଡା।
Special report
ହେଲେ ଅସୁବିଧା ରେ ପଡ଼ି ଥିବା ଲୋକ ଙ୍କୁ ସେ ସାହାର୍ଯ୍ୟ କରନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ତାଙ୍କୁ ନେଇ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ର ଜଣା ଶୁଣା ନେତା ସୁର ରାଉତରାୟ।ସେ କହିଛନ୍ତି ମୁଁ ରାଣୀ କୁ ବୁଝାଇ ଦେବି।
ସୂଚନା ଅନୁସାରେ ରାଣୀ ପଣ୍ଡା ହେଉଛନ୍ତି ଜଣେ ବିବାଦୀୟ ଅଭିନେତ୍ରୀ।ନିକଟ ରେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଯାତ୍ରା ଅନ୍ୟତମ ମୁଣ୍ଡି ଅଭିନେତ୍ରୀ ମାନଙ୍କୁ ଖୁବ୍ ଖରାପ ଭାଷା ରେ ଗାଳି ଗୁଲଜ କରି ଥିଲେ।ସେ କହିଥିଲେ କି ଯାତ୍ରା ଦୁନିଆ ର କିଛି ଅଭିନେତା ମାନେ ଏବେ ବିଜେଡି ଦଳ ରେ ମିଶି ଛନ୍ତି।
ହେଲେ ତମେ ସବୁ ଯାହା କଲେ ବି ମୁଁ ତମକୁ ସେପରି ଗାଳି ଦେଉ ଥିବି।ତାଙ୍କ ର ଏହି ଭିଡିଓ ଦେଖି କିଛି ଲୋକ ମାନେ ଖରାପ କମେଣ୍ଟ କରିଥିବା ବେଳେ କିଛି ତାଙ୍କୁ ସମର୍ଥନ କରିଥିଲେ।
Special Report
ଏହା ପରେ କଂଗ୍ରେସ ନେତା ସୁର ରାଉତରାୟ ରାଣୀ ପଣ୍ଡା ଙ୍କୁ ବୁଝାଇ ଅଛନ୍ତି।ସେ କହିଛନ୍ତି କି ମୁଁ ରାଣୀ କୁ ଏଥର ବୁଝାଇ ଦେବି।ସେ ଆଉ ଏପରି ଖରାପ ଭାଷା ବ୍ୟବହାର କରିବ ନାହିଁ।ମୁଁ ତାର ବଡ ଭାଇ ଭଳି।ସେ ମୋ ସାନ ଭଉଣୀ।
ମୋ ସହିତ ତାର ଭଲ ସମ୍ପର୍କ ରହିଛି।ମୋ କଥା ସେ ନିଶ୍ଚିତ ରୂପେ ଶୁଣିବ ବୋଲି ମୋର ଆଶା।ମୁଁ ଖରାପ ଭାଷା କହିଲେ ସମସ୍ତେ କହିବେ ଜେଜେ ଖରାପ ଭାଷା କହିଛନ୍ତି।ହେଲେ ତୁ ଗୋଟିଏ ଝିଅ।ତୋ ପକ୍ଷେ ଏଭଳି ଭାଷା କହିବା ଠିକ୍ ନୁହେଁ।ଆଗକୁ ତୋର ବିବାହ ହେବ।ଏବେ ଠାରୁ ତୁ ବୁଝି ଯା।
ମୁଁ ତୋତେ ସବୁବେଳେ ସମର୍ଥନ କରିଛି।ଏବେ ମଧ୍ୟ କରିବି।ହେଲେ ତୁ ଆଉ ସେ ଖରାପ ଭାଷା ସୋସିଆଲ ମିଡିଆରେ କହ ନାହିଁ।ତାଙ୍କର ଏହି କଥା ଟି ଏବେ ସବୁ ଆଡ଼େ ଚର୍ଚ୍ଚା କରା ଯାଉଛି।
ଯେତେ ବିବାଦ ରେ ରାଣୀ ପଣ୍ଡା ଥିଲେ ମଧ୍ୟ ସବୁବେଳେ ଅନ୍ୟ ର ଭଲ କରି ଥାଆନ୍ତି।ବିପଦ ସମୟ ରେ ସେ ଲୋକ ଙ୍କ ପାଖରେ ଠିଆ ହୁଅନ୍ତି।ସେଥିପାଇଁ ତାଙ୍କୁ ଅନେକ ଲୋକ ପସନ୍ଦ କରନ୍ତି।