Movie prime

ରାଣୀ ପଣ୍ଡାଙ୍କ ଲୋକପ୍ରିୟତାକୁ ନେଇ ମୁଁହ ଖୋଲିଲେ ଯାତ୍ରା ମାଲିକ ଦେଖନ୍ତୁ ମିଡ଼ିଆ ସାମ୍ନାରେ କଣ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଯାତ୍ରା ଜଗତର ସବୁ ଖବର ଜାଣି ପାରୁଛନ୍ତି ।
Special report
ଏବେ ଯାତ୍ରା ଜଗତକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କିଏ ବା ନ ଜାଣିଛି । ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ମହାନ୍ କଳାକାର । 
ଯାତ୍ରା ମାଲିକ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ କିଛି କଥା କହିଛନ୍ତି । ଆପଣମାନେ ତ ଶୁଣିଥିବେ କି ଖଣ୍ଡଗିରିକୁ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ମନା କରାଯାଇଥିଲା । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅଭିନେତା ଦୈତାରୀ ପଣ୍ଡା ଅନେକ କଥା କହିଛନ୍ତି ।
Special Report
ଏହା ଏକ ବହି ଯାହା ହେଉଛି ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା । ଏହି ବହିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ସବୁ କଥା କୁହାଯାଉଛି । ତାଙ୍କ ବିଷୟରେ ସବୁ କଥା ଆପଣମାନେ ଜାଣିପାରିବେ । 
ଅନେକ ଲୋକ ଏହି ନାଟକ ଦେଖିବାକୁ ଆସୁଛନ୍ତି । ଆଉ ଲୋକମାନେ ପ୍ରବଳ ମାତ୍ରାରେ ଏହି ନାଟକକୁ ଦେଖିବାକୁ ଆସୁଛନ୍ତି । ଲୋକମାନଙ୍କର ଭିଡ ସବୁବେଳେ ରହୁଛି । ବଡ ବଡ କଳାକାର ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଈର୍ଷା କରୁଛନ୍ତି ।
Special report
ଆଉ ତାଙ୍କୁ ଅଭିନେତା ଦୈତାରୀ ପଣ୍ଡା ଅନେକ କଥା କହିଥିଲେ ଏହି କଥା ସବୁ ମଧ୍ୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମୁଛି । 
Special report
ଅଭିନେତ୍ରୀ ରାଣୀ ପଣ୍ଡା ହେଉଛନ୍ତି ଜଣେ ଆଇଟମ ଡ୍ୟାନ୍ସର୍ । ଆଉ ସେ ତାଙ୍କ କ୍ୟାରିଅର ସେଥିରୁ ଆରମ୍ଭ କରିଥିଲେ । ତାଙ୍କ ବାସ୍ତବ ଜୀବନକୁ ନେଇ ଏହି ନାଟକ କରାଯାଇଛି । ଏହି ନାଟକରେ ଅଭିନେତ୍ରୀ ରାଣୀ ପଣ୍ଡା ବହୁତ ସୁନ୍ଦର ଅଭିନୟ କରିଛନ୍ତି ।
ଲୋକମାନେ ତାଙ୍କୁ ଦେଖିବା ପାଇଁ ଆସୁଛନ୍ତି । କିଛି ଅଭିନେତା ଆଉ କିଛି ଯାତ୍ରା ପାର୍ଟିର ସଦସ୍ୟ ତାଙ୍କୁ ଅନେକ କଥା କହିଛନ୍ତି କିନ୍ତୁ ତଥାପି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୟ ଦେଖି ଲୋକମାନେ ଖୁସି ହୋଇ ଯାଉଛନ୍ତି ।