Movie prime

ରାଣୀ ପଣ୍ଡା ଙ୍କୁ ରାଣୀ ପ୍ରିୟଦର୍ଶିନୀ ଙ୍କ ସିଧା ସଳଖ ଟାର୍ଗେଟ।ଗରିବ ପିଲା ଠୁ ୨୫ ଲକ୍ଷ ନେଇ ଦାନୀ ହେଉଚି...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାତ୍ରା ଜଗତ ରେ ରାଣୀ ପ୍ରିୟଦର୍ଶିନୀ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଯାତ୍ରା ଜଗତ ର ଜଣେ ଅଭିନେତ୍ରୀ ରୂପେ କାମ କରନ୍ତି।ସବୁବେଳେ ବିବାଦୀୟ ବୟାନ ଦେଇ ନିଜର ପ୍ରଚାର ପ୍ରସାର କରି ଥାନ୍ତି।
Special report
ଏବେ ପୁଣି ଥରେ ସେ ଯାତ୍ରା ଜଗତ ର ଅନ୍ୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।ରାଣୀ ପଣ୍ଡା ଙ୍କ ଚରିତ୍ର କୁ ନେଇ ସେ ଗତ କାଲି ଗଣ ମାଧ୍ୟମ ଆଗରେ ବିବାଦୀୟ ବୟାନ ଦେଇଛନ୍ତି।ଏ କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ତାହା ସତ।ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଗତ କାଲି ବିବାଦୀୟ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ରାଣୀ ପଣ୍ଡା ଙ୍କ ନାମ ରେ ଏପରି କିଛି କହି ଦେଇ ଛନ୍ତି।ଯାହାକୁ ଶୁଣି ସମସ୍ତେ ଚକିତ ହୋଇ ଯିବେ।ସେ କହିଛନ୍ତି କି ରାଣୀ ପଣ୍ଡା କେବଳ ଉପରୁ ଦେଖେଇ ହୁଏ।ହେଲେ ସେ ପ୍ରକୃତ ରେ ସେମିତି ନୁହେଁ।ସେ ବହୁତ ଖରାପ।
୧୪ ବର୍ଷ ବୟସ ରେ ସେ କହିଥିଲା ତା ସହିତ ଗଣ ଦୁ-ଷ୍କ-ର୍ମ କରା ଯାଇ ଅଛି।ସେହିଭଳି ୨୪ ବର୍ଷ ବୟସ ରେ ସେ ବ୍ଲାଉଜ ଖୋଲି ଦେଖେଇ ଦେଇ ଥିଲେ।ଜଣକ ର କାନ କୁ କା-ମୁ-ଡି ଦେଇ ଥିଲେ।ଆଉ ଏବେ ସତୀ ଦେଖେଇ ହେଉଛନ୍ତି।
Special report
ତାଙ୍କର ଏହି ଗୁଣ ପାଇଁ ଆଜି ଯାଏଁ ସେ ବିବାହ କରି ପାରୁ ନାହାଁନ୍ତି।ତାଙ୍କୁ କୌଣସି ଟୋକା ବି ନିଜ ଘର କୁ ନେବ ନାହିଁ।ଟୋକା ମାନେ ଏବେ ମୋ ପଛରେ ଗୋଡାଇବେ।ମୁଁ ଯଦି ରାସ୍ତା ରେ ଚାଲି ଯିବି ମୋ ପଛରେ ହଜାରେ ଟୋକା ବୁଲିବେ।ହେଲେ ତା ପଛରେ ଗୋଟିଏ ହେଲେ କେହି ଯିବେ ନାହିଁ।
ଅନେକ ଟୋକା ଙ୍କ ଜୀବନ ସହିତ ସେ ଖେଳିଛି।ଗୋଟିଏ ଟୋକା ଠାରୁ ୨୫ ଲକ୍ଷ ଟଙ୍କା ନେଇ ତାକୁ ଗୋଡ ରେ ଠେଲି ଦେଲା।ଏବେ ତାର ଫଳ ସେ ପାଉଛି।ସେହି ଟୋକା ଙ୍କ ର ଅଭିଶାପ ପଡ଼ିବ।ସେ ଆହୁରି କାନ୍ଦିବ।
ରାଣୀ ପ୍ରିୟଦର୍ଶିନୀ ଏଭଳି କିଛି ଗଣ ମାଧ୍ୟମ ଆଗରେ ପ୍ରକାଶ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପରେ ତାଙ୍କର ଏହି ଭିଡିଓ କୁ ଦେଖି ସାରିବା ପରେ
ଅନେକ ଲୋକ ରାଣୀ ପ୍ରିୟଦର୍ଶିନୀ ଙ୍କୁ ଖରାପ ଭାବେ କମେଣ୍ଟ କରି ଥିଲେ।ଅନ୍ୟ ଜଣେ ଝିଅ ଙ୍କ ନାମ ରେ ଏଭଳି କିଛି କହିବା କେବେ ବି ଠିକ୍ ନୁହେଁ।ଏହି କଥା କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।