Movie prime

ରାଣୀ ପଣ୍ଡା ଙ୍କୁ ଦେଖି ଡରିଗଲେ ମଉସା...ବାପ ରେ... ମତେ ତ ପୁରା ଡରେଇ ଦେଲେ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ରାଣୀ ପଣ୍ଡା ଙ୍କୁ ନେଇ ସବୁ ଠାରେ ଚର୍ଚ୍ଚା।ଖଣ୍ଡଗିରି ରେ ଏବେ ସେ ଯାତ୍ରା ରେ ଅଭିନୟ କରିବା ସହିତ ଗରିବ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି।ତାଙ୍କ ଭଳି ଲୋକ ଙ୍କୁ ଦେଖିବା ବହୁତ ଆଡୁ ଲୋକ ମାନେ ଧାଇଁ ଆସୁଛନ୍ତି।
Special report
ଏବେ ପୁଣି ଥରେ ରାଣୀ ପଣ୍ଡା କୁ ନେଇ ଚାରି ଆଡ଼େ ଚର୍ଚ୍ଚା କରା ଯାଉଛନ୍ତି।ଗରିବ ଲୋକଙ୍କ ପାଇଁ ସେ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି।ନିଜ ସାମର୍ଥ ବଳ ରେ ତାଙ୍କ ଦ୍ଵାରା ଯେତିକି ସମ୍ଭବ ସେ ସେତିକି କରୁଛନ୍ତି।
ଖଣ୍ଡଗିରି ରେ ତାଙ୍କ ଯାତ୍ରା ଦେଖିବା ପାଇଁ ସମସ୍ତେ ଧାଇଁ ଆସୁଛନ୍ତି।ତାଙ୍କ ଯାତ୍ରା ର ନାମ ହେଉଛି ରାଣୀ ପଣ୍ଡା ଙ୍କୁ ଖଣ୍ଡଗିରି ମନା।ତେବେ ଏହାକୁ ଦେଖିବା ପାଇଁ ବୃଦ୍ଧ ଙ୍କ ଠାରୁ ଆରମ୍ଭ କରି ଯୁବକ ମାନେ ଧାଇଁ ଆସୁଛନ୍ତି।
ଏଥିରେ ସେ ଖୁବ୍ ଚମତ୍କାର ଭାବେ ଅଭିନୟ କରିଛନ୍ତି।ଏହି ଅଭିନୟ ପାଇଁ ଲୋକ ମାନେ ବହୁତ ଖୁସି ହୋଇ ଘରକୁ ଫେରିଛନ୍ତି।ଗତ କାଲି ତାଙ୍କ ଯାତ୍ରା କୁ ଦେଖିବା ପାଇଁ ଜଣେ ବୃଦ୍ଧ ଅକ୍ଷୟ କୁମାର ଆସି ଥିଲେ।ହେଲେ ତାଙ୍କ ପାଖରେ ଟଙ୍କା ନ ଥିଲା।
Special report
ଏହା ପରେ ସେ କହି ଥିଲେ କି ମୁଁ କେବଳ ରାଣୀ ପଣ୍ଡା ଙ୍କୁ ଦେଖା କରିବା ପାଇଁ ଆସିଚି।ସେ ବହୁତ ଭଲ ଝିଅ।ମୋ ପାଖରେ ସେତିକି ଟଙ୍କା ନାହିଁ ଯେ ମୁଁ ଯାତ୍ରା ଦେଖିବି।ହେଲେ ମୁଁ ରାଣୀ ପଣ୍ଡା ଙ୍କୁ ଦେଖି ବହୁତ ଖୁସି।
ସେ ଏଠାରେ ଲୋକ ଙ୍କୁ ଖାଦ୍ୟ ଦେଉଛି।ଭଗବାନ ତାକୁ ସବୁବେଳେ ସାହାର୍ଯ୍ୟ କରନ୍ତୁ।ମୁଁ ହେଉଚି ଗରିବ ଲୋକ।ତାଙ୍କ ଯାତ୍ରା ଦେଖିବା ପାଇଁ ମୋ।ପାଖରେ ସେତିକି ଟଙ୍କା ନାହିଁ।ହେଲେ ମୁଁ ରାଣୀ ପଣ୍ଡା ଙ୍କ ସହିତ କଥା ହୋଇଚି।ତାଙ୍କ ହାତ ରୁ ଖାଦ୍ୟ ନେଇଛି।
ଯେଉଁଥିରେ ମୁଁ ବହୁତ ଖୁସି ଅଛି।ଆଗକୁ ମଧ୍ୟ ବହୁତ ଖୁସି ହେବି।ସେ ଜଣେ ବହୁତ ଭଲ ଅଭିନେତ୍ରୀ।ମୁଁ ସେ ଦେଉଥିବା ଖାଦ୍ୟ କୁ ଖାଇ ସାରିଛି।ତାଙ୍କୁ ସମସ୍ତେ ସାହାର୍ଯ୍ୟ କରିଛନ୍ତି।ଶେଷ ରେ ସେ ଯାତ୍ରା ଦେଖି ନିଜ ଘର କୁ ଫେରିଛନ୍ତି।ଏଥିରେ ସେ ବହୁତ ଖୁସି ହୋଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.