Movie prime

ରାଣୀ ପଣ୍ଡାଙ୍କୁ ଧମକ ଦେବା ପଡ଼ିଗଲା ମହଙ୍ଗା ଦେଖନ୍ତୁ ପୋଲିସ ହୋଇ ଧମକାଇବା ପଡ଼ିଲା କେତେ ମହଙ୍ଗା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ଆଉ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଅଭିନେତ୍ରୀ ରାଣୀ ପଣ୍ଡା ହେଉଛନ୍ତି ଜଣେ ବିବାଦୀୟ ଅଭିନେତ୍ରୀ । 
ସେ ସବୁବେଳେ ତାଙ୍କ କଥା ପାଇଁ ବିବାଦରେ ରହିଥାନ୍ତି । ଏବେ ନିକଟରେ କିଛି ଖବର ଆସିଥିଲା କି କେହି ଜଣେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଧମକ ଦେଉଛନ୍ତି । ଆଉ ଏହି ବ୍ୟକ୍ତି ଜଣକ ନିଜକୁ ପୋଲିସ ବୋଲି ପରିଚୟ ଦେଇ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଧମକ ଦେଉଛି ।
Special report
ସେହି ପୁଅ ଏବେ ନାମ ନେଉଛି । ଏବେ ପୁଅ ଜଣକ ମନେ ମନେ କହୁଥିବେ ମୋର ଭୁଲ ହୋଇଛି, ରାଣୀ ପଣ୍ଡା ତାଙ୍କୁ କ୍ଷମା କରି ଦିଅନ୍ତୁ ବୋଲି ସେ ଭାବୁଥିବେ । ଆଜି ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ଫ୍ୟାନ୍ସ କ୍ଲବରେ ଏକ ନମ୍ୱର୍ ସେୟାର କରିଛନ୍ତି ।
ଏହି ଫୋନ୍ ନମ୍ବରରୁ ତାଙ୍କ ପାଖକୁ ଅନେକ କଲ୍ ଆସୁଛି । ଆଉ ଇଆଡୁ ସିଆଡୁ କଥା ହେଉଛି । ନିଜକୁ ପୋଲିସ ବୋଲି ପରିଚୟ ଦେଉଛି । ନିକଟରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଘରକୁ କିଛି ଲୋକ ଯାଇ ତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ ।
Special report
ଆଉ ଏବେ ତାଙ୍କୁ କେହି ଜଣେ କଲ୍ କରି ନିଜକୁ ପୋଲିସ ବୋଲି ପରିଚୟ ଦେଇ ଧମକ ଦେଉଛନ୍ତି । ଏହି ନମ୍ୱର୍ ରାଣୀ ତାଙ୍କ ଫ୍ୟାନ କ୍ଲବରେ ଦେବା ପରେ ଅନେକ ଲୋକ ଏହି ନମ୍ବରକୁ କଲ୍ କରୁଛନ୍ତି ।
ଲୋକମାନେ ଏହି ନମ୍ବରରେ କଲ୍ କରି ଅନେକ କଥା କହୁଛନ୍ତି । ଯେଉଁମାନେ ରାଣୀ ଅପାଙ୍କୁ ଜାଣିଛନ୍ତି ସେ ତାଙ୍କୁ କେହି ଜଣେ ଏଭଳି ଧମକ ଦେବ ତାହା ଜାଣି ସେହି ନମ୍ବରକୁ କଲ୍ କରୁଛନ୍ତି । ଜଣେ ପୋଲିସ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କାହିଁକି ଏଭଳି କହିବେ ଏହା ମିଥ୍ୟା ଅଟେ ।
ଏବେ ରାଣୀ ପଣ୍ଡାଙ୍କ ଫ୍ୟାନ୍ସମାନେ ଏହି ନମ୍ବରରେ କଲ୍ କରୁଛନ୍ତି । ଏହି ପିଲା ଏବେ ଭାବୁଥିବ କି ସେ ଏଭଳି କାମ କାହିଁକି କରିଲା । ଏବେ ଏହି ପିଲା ଫୋନ ଧରିବାକୁ ଡରୁଛି । ଏଭଳି ଅନେକ କଥା ଆସୁଛି ।