Movie prime

ଆଗାମୀ ଦିନରେ ରାମଙ୍କ ଚରିତ୍ରରେ ରଣବୀର ଏବଂ ସୀତାଙ୍କ ଚରିତ୍ରରେ ଆସିବାକୁ ଯାଉଛନ୍ତି ସାଇ ପଲବି ଦେଖନ୍ତୁ Viral ହେଲା ଦୃଶ୍ୟ

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Yy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ନିତେଶ ତିୱାରୀଙ୍କ ରାମାୟଣ ଏବେ କାମ ଚାଲିଛି। ଯାହା ତିନୋଟି ଭାଗରେ ଦର୍ଶକଙ୍କ ନିକଟରେ ପହଞ୍ଚିବ। ତେବେ ରାମାୟଣର ସୁଟିଂ ତ ଆରମ୍ଭ ହେଇସାରିଛି, ଯାହାର ଅନେକ ଫୋଟ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି।
Gy
ତେବେ ପୂର୍ବରୁ ଷ୍ଟେଟରୁ ଫୋଟ ମଧ୍ୟ ଲିକ ହେଇଥିଲା। ଆଉ ଏହାପରେ ଡାଇରେକ୍ଟର ଷ୍ଟେଟରେ "ନୋ ଫୋନ ପଲିସି" ଆଣିଥିଲେ। "ନୋ ଫୋନ ପଲିସି" ଆଣିବା ପରେ ବି ପୁଣିଥରେ ଏଭଳି ଘଟଣା ଘଟିଛି। ତେବେ ପୁର୍ବରୁ ଯେଉଁଠି ରଣବୀର କପୂର୍ ଏବଂ ସାହୀପଲ୍ଲଭି ନଜର ଆସିଛନ୍ତି। 
ବର୍ତ୍ତମାନ ଭାଇରାଲ ହେଉଥିବା ଫୋଟରେ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୂର୍ ଏବଂ ମାତା ସୀତାଙ୍କ ଭୂମିକାରେ ସାହୀପଲ୍ଲଭିଙ୍କୁ ଦେଖିବାକୁ ମିଳିଛି। ଏବେ ଦ୍ରୁତ ମାତ୍ରେରେ ଭାଇରାଲ ହେଉଛି ଏହି ଫୋଟ। ୨୦୨୫ରେ ଫିଲ୍ମଟି ରିଲିଜ ହେବା ପାଇଁ ପ୍ରସ୍ତୁତି ଚାଲିଛି।
ରଣବୀର କପୂର୍ ଏବଂ ସାହୀପଲ୍ଲଭିଙ୍କୁ ଦୁହେଁ ଦୁହିଁଙ୍କ ଅପଜିଟରେ ଦେଖିବାକୁ ମିଳୁଛି। ରଣବୀର ମଧ୍ୟ ପୂର୍ବରୁ ଦାବି କରି କହିଛନ୍ତି ଯେ, ଚରିତ୍ର ପାଇଁ ସୁଟିଂ ବେଳେ ସେ ପୁରାପୁରି ଶାକାହାରୀ ହେଇଯାଇଛନ୍ତି। ସେପଟେ ରଣବୀର କପୂରଙ୍କ ଲିକ୍ ହେଇଥିବା ଫୋଟ ଦେଖିବା ପରେ ୟୁଜର କହିଛନ୍ତି ବିଭିନ୍ନ ପ୍ରକାରର କଥା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.