Movie prime

ରାସ୍ତା ମଝିରେ ହଠାତ୍ ଘଟିଲା ଭୟଙ୍କର ଘଟଣା ଦେଖନ୍ତୁ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତମାନ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଶାସନ ଛକରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି।
ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ଯୁବକ ଅନ୍ୟ ଜଣେ ଯୁବକକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଡ ମାରିବା ସହିତ ଲହୁଲୁହାଣ କରି ଦେଇଥିବାର ଜଣାପଡିଛି।
Special report
ଟାଉନ ଥାନା ଅନ୍ତର୍ଗତ ମିନା ବଜାର ଅଭିଷେକ ମଲ୍ଲିକ ଏବଂ ତାର ସାଙ୍ଗ ଗତ ୨୦୨୩ ମସିହା କୋରିଆଁବ ଠାରେ ଥିବା ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ସେଠାରେ ଖାଉଥୁବା ବେଳେ କୋରିଆଁର ଶ୍ରୀପତି ମଲ୍ଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା।
ଏହି ଘଟଣାରେ ପୋଲିସ ଅଭିଯୋଗ ଅନୁସାରେ ଶ୍ରୀପତିଙ୍କୁ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲଣ କରିଥିଲା। ବେଲ ରେ ଆସିବା ପରେ ଶ୍ରୀପତି ନିଜ ମାଆଙ୍କୁ ନେଇ ଶାସନ ଛକରେ ଥିବା ଏକ ପାଥୋଲ୍ୟାବ କୁ ରକ୍ତ ପରୀକ୍ଷା କରିବାକୁ ଯାଇଥିଲେ।
Special report
ଖବର ପାଇ ଅଭିଷେକ ଏବଂ ତାଙ୍କ ସାଙ୍ଗ ଘଟଣାସ୍ଥଳରେ ପହଂଚି ଶ୍ରୀପତିଙ୍କୁ ମାଡ଼ ମାରିଥିଲେ। ଶ୍ରୀପତି ରାସ୍ତାରେ ଦୌଡ଼ି ପଳାଇଥିବା ବେଳେ ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ।
Special report
ଏହି ମାଡ଼ରେ ଶ୍ରୀପତିଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ବେଳେ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ଖବର ପାଇ ପୋଲିସ ପିସିଆର ଭ୍ୟାନ ସେଠାରେ ପହଂଚି ଅଭିଷେକ କୁ ଗିରଫ କରିଥିବା ବେଳେ ତାହାର ସାଙ୍ଗ ଫେରାର ହୋଇଯାଇଛି।
ତେବେ ବନ୍ଧୁଗଣ ଆହତ ଶ୍ରୀପତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଦେଖିବାକୁ ବାକି ରହିଲା ପୋଲିସ ଅଭିଷେକ ସାଙ୍ଗକୁ କେବେ ଧରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.