Movie prime

ରାସ୍ତା ମଝିରେ ରାଣୀ ଙ୍କୁ ପ୍ରପୋଜ କଲା ଯୁବକ..ବାପା ମୁ ରାଣୀ ଙ୍କୁ ବାହା ହେବାକୁ ଚାହୁଁଚି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Special report
ସେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ବାହା ହେବା କଥା କହିଛନ୍ତି। ପ୍ରଥମେ ସେ କହିଥିଲେ କି ରାଣୀ ପଣ୍ଡା ବହୁତ ଭଲ ହୁଏତ ସେ ଷ୍ଟେଜ ରେ କାହାର କାନ କାମୁଡି ପାରନ୍ତି ହେଲେ ଉଦ୍ଦେଶ୍ୟ ଜନକ ନୁହେଁ।
ସେଥିପାଇଁ ସେ ଯଦି ବାହା ହେବେ ତେବେ ରାଣୀ ପଣ୍ଡା ଙ୍କୁ ବାହା ହେବେ ବୋଲି କହିଥିଲେ। ଏହାପରେ ସେ କହିଥିଲେ କି ତାହା ଏକ ଡାଇଲଗ୍ ଥିଲା ତାହା ସତ ନୁହେଁ ବୋଲି। ହେଲେ ସେ ରାଣୀ ପଣ୍ଡା ଙ୍କୁ ଖୁବ ଭଲ ପାଆନ୍ତି।
ତାଙ୍କର ମଧ୍ୟ ସେ ଅନେକ କାର୍ଯ୍ୟକଳାପ ଦେଖିଛନ୍ତି।ସେଥିପାଇଁ ସେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ଯେତେବେଳେ ଯୁବକ ଜଣକ ଏସବୁ କଥା କହୁଥିଲେ ସେଠାରେ ରାଣୀ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
Special report
ସେଠାରେ ରାଣୀ ପଣ୍ଡା ମଧ୍ୟ ଖୁବ୍ ଖୁସୀ ଥିବା ନଜର ଆସିଥିଲେ। ରାଣୀ ପଣ୍ଡା ସେଠାରେ ଚାଲିଥିବା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଖୁବ ସାହଯ୍ୟ ଓ ସହଯୋଗ ମଧ୍ୟ କରିଥିଲେ।
ଏଭଳି ଅନେକ ସେ ମନୋରଞ୍ଜନ କଥା କହି ଲୋକ ମାନଙ୍କୁ ଖୁବ ମନୋରଞ୍ଜିତ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଖୁବ ଖୁସୀ ଥିଲେ।
ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ଦେଖି ସାରିବା ପରେ କହିଥିଲେ କି ରାଣୀ ପଣ୍ଡା ଙ୍କୁ ତାଙ୍କର ଜୀବନ ସାଥୀ ମିଳିଗଲା ବୋଲି।
ଅନେକ ଲୋକ ମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଆମେ ଆପଣଙ୍କୁ ଏହା କହି ରଖିବାକୁ ଚାହୁଁଛୁ କି ଏହା କେବଳ ଏକ ଡାଇଲଗ୍ ଥିଲା ଯାହାକି ସେହି ଯୁବକ ଜଣକ କହିଥିଲେ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.