Movie prime

ରାସ୍ତାରେ ଗାଡ଼ି ଉପରେ ପ୍ରେମିକା କୁ ଧରି ରଖୁଥିଲା ସମ୍ପର୍କ...ସିସିଟିଭି ରୁ ଧରିଲା ପୋଲିସ ଆଉ ଜେଲ୍ ରେ ରଖି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେଉ ଥିବାର ଦେଖି ଥିବେ। ବର୍ତ୍ତମାନ୍ ସମୟରେ ଯୁବପିଢୀ ଦିନକୁ ଦିନ ଏଭଳି ଦିଗକୁ ଯିବାରେ ଲାଗିଛନ୍ତି ଯାହାକୁ ନେଇ ଏବେ ଖୁବ ଚିନ୍ତା ରେ ଆମ ସମାଜ।
Special report
କାରଣ କେଉଁଟା ଠିକ ଓ କେଉଁଟା ଭୁଲ ତାହା ସେମାନେ ଜାଣି ପାରୁ ନାହାଁନ୍ତି। ଆଜ୍ଞା ହଁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ଯୁବକ ଓ ଯୁବତୀ ରାସ୍ତାରେ କୋଳାକୋଳି ହୋଇ ଗାଡ଼ି ଚଳାଉ ଥିବାର। ପ୍ରେମିକ ଗାଡ଼ି ଚଳାଇ ଥିବା ବେଳେ ଆଗରେ ଝିଅଟି ତାକୁ ଭିଡ଼ି ଧରି ବସିଛି।
ଏଭଳି ରାସ୍ତାରେ ଗାଡ଼ି ଚଳାଇ ସେମାନେ ପ୍ରେମ କରୁଛନ୍ତି। ଆପଣ ମାନେ ଆଗରୁ ଅନେକ ପ୍ରେମୀ ଯୁଗଳ ଙ୍କୁ ଦେଖିଥିବେ ମାତ୍ର ଏଭଳି ବିଚିତ୍ର ପ୍ରେମୀ ଯୁଗଳ ଆପଣ ମାନେ ଆଗରୁ କେଉଁଠାରେ ହେଲେ ମଧ୍ୟ ଦେଖି ନଥିବେ।
Special report
ଯେଉଁଠି ଗାଡ଼ି ଚଳାଇ ଚଳାଇ ପ୍ରେମ କରାଯାଉ ଥିବା। ସେମାନେ ଏଭଳି କୋଳାକୋଳି ହୋଇ ଯାଉଥିବା ସମୟରେ ସେମାନଙ୍କ ପଛରେ ଯାଉଥିବା ତାଙ୍କର ସାଙ୍ଗ ଏହି ଭିଡିଓ ବନେଇଛି।
ଆଗରୁ ତାଙ୍କ ଭିତରେ କଥାବାର୍ତ୍ତା ହୋଇଛି କି ସେମାନେ ବାଇକ ଉପରେ ବସି ଏଭଳି ଭାବରେ କୋଳାକୋଳି ହେବେ ଆଉ ତାଙ୍କର ପଛରେ ଯାଉଥିବା ତାଙ୍କର ସାଙ୍ଗ ତାଙ୍କର ଏହି ଭିଡିଓ ମଧ୍ଯ କରିବ। ସେ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଫେମସ ହେବାକୁ କରିଛନ୍ତି।
ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ଖୁବ୍ ନିନ୍ଦା କରିବା ସହ କମେଣ୍ଟ ମାଧ୍ୟମରେ ଅନେକ କଥା କହିଛନ୍ତି।
ତାଙ୍କ ମତରେ ଏହା ସମାଜ ଉପରେ ଖରାପ୍ ପ୍ରଭାବ ପକାଉଛି। ତେବେ ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.