Movie prime

ହେ ଭଗବାନ ! ରାସ୍ତା ରେ ଟ୍ରକ୍ ଆଗରେ ପଡ଼ି ଚକଟି ହୋଇଗଲା ଯୁବକ ର ମୁଣ୍ଡ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ରାସ୍ତାର ବାମ ପଟେ ଯାଉଥିଲେ ମଧ୍ୟ ସାବଧାନ ହୋଇ ଯାଆନ୍ତୁ। ସକାଳୁ ସକାଳୁ ହିଁ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି।
Special Report
ଏହି ଦୃଶ୍ୟ କୁ ଆପଣ ମାନେ ନିଜ ଆଖିରେ ମଧ୍ୟ ଦେଖି ପାରିବେ ନାହିଁ। ଆପଣ ସତର୍କତା ସହ ଗଲେ କଣ ହେବ ଯିଏ ଗାଡ଼ି ଧକ୍କା କରୁଛି ସେ ସତର୍କତା ସହ ଗାଡ଼ି ଚଳାଇବା ଦରକାର୍।
ଯେତେବେଳେ ଆପଣ ମାନେ ଗାଡ଼ି ଧରି ବାହରକୁ ବହାରୁଛନ୍ତି ସେତେବେଳେ ଆପଣ ଆପଣଙ୍କ ଜୀବନ କଥା ନିଶ୍ଚିତ ଭାବରେ ଭାବି ରଖନ୍ତୁ। ରାସ୍ତା ଉପରେ ନିଶ୍ଚିତ ଭାବରେ ସତର୍କତାର ସହ ଗାଡ଼ି ଚଲାଇବା ଦରକାର୍ ଅଟେ।
କାରଣ ପ୍ରତିଦିନ ଖବର କାଗଜ ଓ ଟିଭି ରେ ଏହି ଦୁର୍ଘଟଣାର ଖବର ହିଁ ଦେଖିବାକୁ ମିଳିଛି। ଏଭଳି ଏକ ଦୁର୍ଘଟଣା ବରଗଡ଼ ଏ ଘଟି ଯାଇଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
Special Report
ବରଗଡ଼ ନୋଗେଲପାଲି, ଏଫସିଆଇ ଗୋଦାମ ନିକଟରେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା। ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।
କାରଣ ଏହି ଦୁର୍ଘଟଣାରେ ଯାହାର ଜୀବନ ଯାଇଛି ତାଙ୍କୁ ଚିହ୍ନିବା ମଧ୍ୟ ଅସମ୍ଭବ ହୋଇ ପଡିଛି। ବାଇକ ରେ ଦୁଇଜଣ ଯାଉଥିବା ସନୟରେ ବାଇକ କୁ ଏକ ଟ୍ରକ ଧକ୍କା ଦେଇଛି। ଏହା ଦ୍ବାରା ବାଇକ ଆରୋହୀ ଙ୍କ ସହ ଅନ୍ୟ ଜଣକ ମୃ-ତ୍ୟୁ ହୋଇଛି।
ବର୍ତ୍ତମାନ୍ ପର୍ଯ୍ୟନ୍ତ ସେହି ବ୍ୟକ୍ତି ଙ୍କ ପରିଚୟ ମିଳି ପାରି ନାହିଁ। ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ମଧ୍ୟ ଆରମ୍ଭ କରି ସାରିଛି।
ମୃ-ତ-ଦେହ କୁ ଚିହ୍ନଟ କରାଯାଇ ପାରି ନାହିଁ କାରଣ ମୃ-ତ-ଦେହ କୁ ଚିହ୍ନିବା ଅସମ୍ଭବ ହୋଇ ପଡିଛି। ଏହି ଘଟଣାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆଉ ଏହି ସଡକ ଦୁର୍ଘଟଣାର କାରଣ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।