ରାସ୍ତା ରୁ ଦେଖା ହେଲା ଆଉ ତାପରେ ଆରମ୍ଭ ହୋଇଗଲା ପ୍ରେମ !
Aug 21, 2023, 10:34 IST

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ପ୍ରେମ ପ୍ରତାରଣା ଏକ ସବୁଦିନିଆ ଖବର ହୋଇ ସାରିଛି।ଉଭୟ ପୁରୁଷ ଓ ମହିଳା ପ୍ରେମ କରୁଛନ୍ତି।କିନ୍ତୁ ନିଜ ପ୍ରେମ ର କିଛି ଦିନ ପରେ ସେମାନେ ପରସ୍ପର ଠାରୁ ଅଲଗା ହେଇ ଯାଇଛନ୍ତି।ଆମେ ଆଜି ଆପଣ ମାନଙ୍କୁ ପ୍ରେ-ମ ପ୍ର-ତା-ର-ଣା ବିଷୟ ରେ କହିବାକୁ ଯାଉଛୁ।

ଜଣେ ମହିଳା ସ୍କୁଲ ବେଳୁ ଶିକ୍ଷକ ଙ୍କୁ ପ୍ରେମ କରି ଆସୁଥିଲେ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ବର୍ଷ ର ପ୍ରେମ ସଂପର୍କ ସେମାନଙ୍କ ଭିତରେ ରହିଥିଲା।ହେଲେ ଶେଷ ରେ ପ୍ରେମିକ ଜଣକ ମହିଳା ଙ୍କୁ ଧୋକା ଦେଇ ଅନ୍ୟ ସ୍ଥାନ ରେ ବିବାହ କରିଦେଲେ।ଏହି ଘଟଣା ଟି ଘଟିଛି ଗାଙ୍ଗପୁର ଥାନା ଅଞ୍ଚଳ ରେ।
ଏଠାରେ ଜ୍ୟୋତି ରେଖା ସାହୁ ନାମୀ ମହିଳା ସ୍କୁଲ ଶିକ୍ଷକ ଶ୍ୟାମ ଘନ ଗଉଡ ଙ୍କୁ ପ୍ରେମ କରି ଆସୁ ଥିଲେ।ଶ୍ୟାମ ଘନ ବି ଜ୍ୟୋତି ଙ୍କୁ ଖୁବ୍ ଭଲ ପାଉଥିଲେ।ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଦୀର୍ଘ ୧୫ ବର୍ଷ ଏପରି ଚାଲି ଥିଲା।

ସେମାନଙ୍କ ଭିତରେ ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା।କିନ୍ତୁ ଶ୍ୟାମ ଘନ ଜ୍ୟୋତି ଙ୍କୁ ନ ଜଣାଇ ଅନ୍ୟ ସ୍ଥାନ ରେ ବିବାହ କରି ଦେଲେ।ଯାହାକୁ ସହି ପାରି ନ ଥିଲେ ଜ୍ୟୋତି।ଶ୍ୟାମ ଘନ ଙ୍କୁ ବୁଝାଇ ବାକୁ ସେ ବହୁତ ଚେଷ୍ଟା କଲେ।କିନ୍ତୁ କିଛି ବି ଫଳ ମିଳିଲା ନାହିଁ।ଶେଷ ରେ ଜ୍ୟୋତି ନିଜେ ଆ-ତ୍ମ-ହ-ତ୍ୟା କଲେ।
ଏଭଳି ଘଟଣା ଦେଖି ସେଠାକାର ଲୋକଙ୍କ ମଧ୍ୟ ରେ ଆତଙ୍କ ସୃଷ୍ଟି ହୋଇଛି।ଜ୍ୟୋତି ଙ୍କ ପିତା ମାତା ଏବେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ସେମାନେ ଶ୍ୟାମ ଘନ ଙ୍କ ବିରୋଧ ରେ ଥାନା ରେ ଏତଲା ଦେଇଛନ୍ତି।
ପୋଲିସ ଘଟଣା ର ଯାଞ୍ଚ ଆରମ୍ଭ କରି ଦେଇଚି।ଶ୍ୟାମ ଘନ ଙ୍କୁ ଥାନା ଡକାଇ ପୋଲିସ ଅନେକ ପଚରା ଉଚରା କରିଛି।ଖୁବ୍ ଶୀଘ୍ର ପୋଲିସ ଦୋଷୀ ଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦେବ ବୋଲି କୁହା ଯାଉଚି।ପ୍ରେମ କରି ଜ୍ୟୋତି ବହୁତ ବଡ ଭୁଲ କରିଛନ୍ତି।
ଯାହାକୁ ସେ ପ୍ରେମ କରି ନିଜ ଜୀବନ ର ସବୁ କିଛି ଦେଇ ଦେଲେ ଶେଷ ରେ ସେ ହିଁ ତାଙ୍କ ମୃ-ତ୍ୟୁ ର କାରଣ ହେଲା।ଯାହାକୁ ଶୁଣି ସମସ୍ତ ଙ୍କ ଆଖିରେ ଲୁହ ଆସି ଯାଉଚି।ଏବେ ସେଠାକାର ଲୋକ ମାନେ କହୁଛନ୍ତି କି ଶ୍ୟାମ ଘନ ଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।